Breaking News

ମା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ ଦେଇଥାନ୍ତି ଏହି ୫ଟି ସଙ୍କେତ…

ବନ୍ଧୁଗଣ ଘରେ ମାତା ଲକ୍ଷ୍ମୀ ପ୍ରବେଶ କରିବା ପୂର୍ବରୁ ଦେଇଥାନ୍ତି ଏହି 5ଟି ସଙ୍କେତ ଭୁଲୁରେ କରନ୍ତୁ ନାହିଁ ଏହି ସବୁ ସଙ୍କତେର ଅଣଦେଖା ଭଲ ଓ ଖରାପ ସମୟ ଦୁଇଟି ଜଣେ ଜଣଙ୍କର ବିପରୀତ ଅଟେ ଦୁନିଆରେ ପ୍ରାୟତ ଖରାପ ସମୟରେ ବଞ୍ଚିବାକୁ ଚାହଁଥାନ୍ତି | ସେଥି ପାଇଁ ମନୁଷ୍ୟକୁ ସବୁବେଳେ ଭଗବାନକୁ ମନେ ପକେଇବା ଉଚିତି କିଛି ଲୋକ ମାନେ ଖରାପ ସମୟରେ ଭଗବାନକୁ ମନେ ପକେଇ ଥାନ୍ତି |

ଏବଂ ଭଗବାନ ତାଙ୍କ ଉପରେ ନିଜର କୃପା ଦୃଷ୍ଟିରୁ କରିଥନ୍ତା ସେମାନେ ନିଜ ଖୁସିରେ ଏତେ ମଜି ଯାଇଥନ୍ତା ଭଗବାନକୁ ମଧ୍ୟ ଭୁଲି ଯାଇଥନ୍ତା | ଆପଣ ଜାଣି ଆଚଯ୍ୟ ହେବେ ଭଲ ଏବଂ ଖରାପ ସମୟ ଆସିବା ପୂର୍ବରୁ ଭଗବାନ ଆଗରୁ କିଛି ସୂଚନା ଦେଇଥାନ୍ତି କିନ୍ତୁ ଆମେ ସେଗୁଡ଼କୁ ବୁଝି ପାରିନଥାଉ ହିନ୍ଧୁ ଧର୍ମରେ ମାତା ଲକ୍ଷ୍ମୀଙ୍କୁ ଧନର ଦେବୀ ବୋଲି କୁହାଯାଏ |

ଏମିତିକି ଯେଉଁ ବେକ୍ତି ମା ଲକ୍ଷ୍ମୀଙ୍କର ପୂଜା ନିଜ ହୃଦୟ ସହ କରେ ତାଙ୍କ ଉପରେ ମା ଲକ୍ଷ୍ମୀ ନିଛିନ୍ତ ପ୍ରସନ ହୋଇଥନ୍ତା ବିଷ୍ଣୁ ପୁରାଣ ଅନୁସାରେ ମାତା ଲକ୍ଷ୍ମୀ ଘରେ ବାସ କରିବା ପୂର୍ବରୁ ସେହି ଘରର ଲୋକ ମାନଙ୍କୁ କିଛି ସଙ୍କତେ ଦେଇଥାନ୍ତି ଆସନ୍ତୁ ଜାଣିବା କଣ ସେହି ସଙ୍କେତ ଗୁଡିକ |

ପ୍ରଥମ ଲଷଣ ହେଉଛି ପେଚା ହେଉଛି ମାତା ଲକ୍ଷ୍ମୀଙ୍କର ବାହାନ ଅଟେ ଏମିତିରେ ଆପଣଙ୍କୁ ପେଚା ଦେଖା ଯାଏ ତେବେ ଜାଣି ନିଅନ୍ତୁ ଯେ ମାତା ଲକ୍ଷ୍ମୀ ଆପଣଙ୍କ ଉପରେ ପ୍ରସନ ଅଟନ୍ତି ଏବଂ ବହୁତ ଜଲଦି ଘରେ ପ୍ରବେଶ କରିବାକୁ ଚାହୁଁଛନ୍ତି ଏମିତିରେ ଆପଣଙ୍କୁ ମା ଲକ୍ଷ୍ମୀଙ୍କର ପୂଜା କରିବା ଉଚିଛି |

ଦୁତୀୟ ରେ ଆସୁଛି ସବୁଜ ପନିପରିବା ଯଦି ଆପଣଙ୍କୁ ଅଚାନକ ସବୁଜ ପାନିପରିବାର ଆବାସ ଲାଗେ ସ୍ୱପ୍ନାରେ ସବୁଜ ପନିପରିବା ଦେଖାଯାଏ ତେବେ ଭାବିନିଅନ୍ତୁ ଯେ ଆପଣଙ୍କ ଘରେ ମା ଲକ୍ଷ୍ମୀଙ୍କର ଆସିବାର ଅଛନ୍ତି | ତୃତୀୟ ରେ ଆସୁଛି ଝାଡୁ ମାତା ଲକ୍ଷ୍ମୀଙ୍କୁ ବହୁତ ପସନ୍ଦ ଅଟେ କାରଣ ମାତା ଲକ୍ଷ୍ମୀ ସଫା ସୁତୁରା ରହିବାକୁ ବହୁତ ପସନ୍ଦ ଲାଗେ |

ଏମିତିରେ ଆପଣ ସକାଲେ କିମ୍ୱା ସନ୍ଧ୍ୟାରେ ବାହାରକୁ ଯିବା ସମୟରେ ଯଦି ଝାଡୁ ମରିବାର ନଜର ଆସୁଥାଏ ଜାଣି ନିଅନ୍ତୁ ମା ଲକ୍ଷ୍ମୀ ଆପଣଙ୍କ ଘରକୁ ଆଗମନ କିରିବା ପାଇଁ ଯାଉଛନ୍ତି | ଚତୁର୍ଥ ରେ ଆସୁଛି ଶଙ୍ଖ ଯଦି ସକାଳୁ ଉଠିବା ମାତ୍ରେ ହିଁ ଶଙ୍ଖର ଧୋନି କିମ୍ୱା ଆବାଜ ଶୁଣିବାକୁ ମିଳେ ତେବେ ଏହାର ଅର୍ଥ ଆପଣଙ୍କ ଭାଗ୍ୟ ବଦଳିବାର ଅଛି |

ପଞ୍ଚମ ରେ ଆସୁଛି ଆଖୁ ଆପଣ ସମସ୍ତେ ଜାଣିଛନ୍ତି କି ଆଖୁର ରସକୁ ସିଧି ବିନାୟକଙ୍କୁ ଅର୍ପଣ କରିବା ଦ୍ବାରା ମା ଲକ୍ଷ୍ମୀ ପର୍ସନ ହେଇଥାନ୍ତି ସେଥି ପାଇଁ ସକାଳୁ ଉଠିବା ମାତ୍ରେ ଯଦି ଆପଣ ଆଖୁ ଦେଖୁଛନ୍ତି ତେବେ ଆପଣଙ୍କ ଘରେ ବହୁତ ଜଲଦି ବାସ କରିବାକୁ ଯାଉଛନ୍ତି | ବନ୍ଧୁଗଣ ମା ଲକ୍ଷ୍ମୀ ଗୃହ କୁ ପ୍ରବେଶ କରିବା ପୂର୍ବରୁ ଏହି ସବୁ ସଙ୍କେତେ ଆମ ମାନଙ୍କୁ ଦେଇଥନ୍ତା |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.