ବନ୍ଧୁଗଣ ଆମ ଓଲିଉଡ ଜଗତର ଫେମସ ଅଭିନେତା ଶୁଭାଶିଷ ଙ୍କୁ ଆପଣ ମାନେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚୟ ଭାବରେ ଦେଖିଥିବେ ।ଆପଣ ମାନେ ଶୁଭାଶିଷ ଙ୍କର ସ୍ତ୍ରୀ ଅନିଶା ଙ୍କୁ ନିସ୍ଚୟ ଜାଣିଥିବେ ।ତେବେ ଏହି ଦୁଇଜଣ ପରସ୍ପର କୁ ଭଲ ପାଇ ବିବାହ କରିଛନ୍ତି।ତେବେ ବନ୍ଧୁଗଣ ଏମାନଙ୍କ ପରିବାର କୁ ଗୋଟିଏ ଖୁସି ଖବର ଆସିବାକୁ ଯାଉଛି।ତେବେ ଆସନ୍ତୁ ଜାଣିବା ଏହି ଖୁସି ଖବର ଟି କଣ।
ତେବେ ବନ୍ଧୁଗଣ ସୁଭାସିସ ଙ୍କର ଜନ୍ମ ଦିନ କୁ ଖୁବ ଧୁମ ଧାମ ରେ ପାଳନ କରିଛନ୍ତି ସୁଭାସିସ ଓ ଅନିଶା ।ତା ସହ ତାଙ୍କର ଆଉ ଏକ ଖୁସି ଏହା ସହ ଯୋଡି ହୋଇ ରହିଛି। ଅନିଶା ମା ହେବାକୁ ଯାଉଛନ୍ତି। ଅନିଶା ନିଜେ ସୋସିଆଲ ମିଡ଼ିଆ ରେ ସେୟାର କରି ଏହି ଖବର ସମସ୍ତଙ୍କୁ ଜଣାଇଛନ୍ତି।ତେବେ ଏହା ସହ ସେ ଲେଖିଛନ୍ତି ଜଣେ ମହିଳା ଙ୍କର ସବୁଠୁ ବେଷ୍ଟ ଦିନ।ଏହି ସମୟରେ ତୁମେ ଯାହା କିଛି ଚାହିଁବ ଖାଇ ପାରିବ ଓ ସବୁକିଛି ଖାଇ ପାରିବ ।ସେ ଲେଖିଛନ୍ତି ମୋ ବିଚାରା ସ୍ୱାମୀ ସେ ଗୋଟିଏ ପିସ କେକ୍ ବି ଖାଇ ପାରିଲେନି।
ଏହି ଫଟୋ ର ତଳେ ତାଙ୍କ ଫ୍ୟାନ ମାନେ ବହୁତ ମାତ୍ରାରେ କମେଣ୍ଟ କରିଥିବାର ଦେଖିବାକୁ ମିଳିଛି।ତେବେ କିଛି ସେଲିବ୍ରେଟି ମାନେ ମଧ୍ୟ କମେଣ୍ଟ କରିଛନ୍ତି।ତେବେ ବନ୍ଧୁଗଣ ଏହି ଫଟୋ ର କମେଣ୍ଟ ବକ୍ସ ରେ ବହୁତ କମେଣ୍ଟ ଆସିଛି ସମସ୍ତେ ଅନିଶା ଙ୍କୁ ଶୁଭେଚ୍ଛା ଜଣାଇବା ସହ ସୁଭାସିସ ଙ୍କୁ ଜନ୍ମ ଦିନର ଅଭିନନ୍ଦନ ଜଣାଇଛନ୍ତି।
ତେବେ ଏହି ଫଟୋ ଦୁଇଜଣ ଯାକ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ସେୟାର କରିଥିଲେ ଯାହା କି ପରେ ଖୁବ ମାତ୍ରାରେ ଭାଇରଲ ହୋଇଥିଲା।ତେବେ ବନ୍ଧୁଗଣ ଏହି ଦୁଇଯୋଡି ଆପଣ ମାନଙ୍କୁ କେମିତି ଲାଗନ୍ତି ଆମକୁ କମେଣ୍ଟ କରି ନିଶ୍ଚୟ ଜଣାନ୍ତୁ।
ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ