Breaking News

ମା ହେବା ଖୁସିରେ ସମସ୍ତଙ୍କୁ ମିଠା ବାଣ୍ଟିଲେ ଝିଲିକ ?

ବନ୍ଧୁଗଣ ଆପଣମାନେ ଓଲିଉଡ ର ଜବରଦସ୍ତ ହିରୋଇନ୍ ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କୁ ତ ବେଶ୍ ଭଲ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବହୁତ ସାରା ସିନେମାରେ ନିଶ୍ଚିତ ଭାବରେ ଦେଖିଥିବେ ଆଉ ଏହାଛଡା ଝିଲିକ୍ ଭଟ୍ଟାଚାର୍ଯ୍ୟଙ୍କ ଅଭିନୀତ ସବୁ ଓଡ଼ିଆ ଫିଲ୍ମ ଗୁଡ଼ିକ ମଧ୍ୟ ଆପଣମାନେ ନିଶ୍ଚିତ ଭାବରେ ଦେଖିଥିବେ। ୨୦୧୩ ମସିହାରେ ଓଲିଉଡ ଜଗତରେ ପ୍ରଥମ ଥର ପାଇଁ ଓଡ଼ିଆ ଫିଲ୍ମରେ ଅଭିନୟ କରିଥିଲେ |

ଝିଲିକ୍ ଭଟ୍ଟାଚାର୍ଯ୍ୟ ଆଉ ସେ ଅମ୍ଳାନଙ୍କ ସହିତ ପ୍ରଥମ ଥର ପାଇଁ ଫିଲ୍ମରେ ଅଭିନୟ କରିଥିଲେ ଆଉ ଏହାପରେ ଓଲିଉଡର ସମସ୍ତ ଆଗ ଧାଡ଼ିର କଳାକାର ମାନଙ୍କ ସହ ଜବରଦସ୍ତ ଅଭିନୟ କରିସାରିଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ। ତେବେ ଦର୍ଶକ ବନ୍ଧୁ ଆପଣମାନେ ବେଶ୍ ଭଲ ଭାବରେ ଜାଣିଥିବେ ବର୍ତ୍ତମାନ ସମୟରେ ଝିଲିକ୍ ଭଟ୍ଟାଚାର୍ଯ୍ୟ ସୁକିନ୍ଦାର ବିଧାୟକ ପ୍ରୀତିରଞ୍ଜନ ଘଡାଇଙ୍କୁ ବିବାହ କରିଛନ୍ତି।

ଦର୍ଶକ ବନ୍ଧୁ ବାହାଘର ପରେ ପ୍ରଥମ ଥର ପାଇଁ ଗୋଟିଏ ନୂଆ ଓଡ଼ିଆ ଫିଲ୍ମରେ ଅଭିନୟ କରୁଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ ଆଉ ତାହାପୁଣି ନିଜ ପ୍ରଡକ୍ସନ ହାଉସ୍ ରେ। ଏହି ଫିଲ୍ମରେ ପ୍ରାଡ୍ୟୁସର୍ ରହିବା ସହିତ ନିଜେ ମଧ୍ୟ ଏହି ଫିଲ୍ମରେ ହିରୋଇନ୍ ରହିଛନ୍ତି ଆଉ ଏହି ଫିଲ୍ମରେ ପ୍ରେମାନନ୍ଦଙ୍କୁ ସଙ୍ଗୀତ ନିର୍ଦ୍ଦେଶନାର ଦାୟିତ୍ଵ ଦିଆଯାଇଥିବା ବେଳେ ଏଥିରେ ହିରୋ ଭାବରେ ନଜର ଆସିବେ ସୁବାଶିଷ ଶର୍ମା।

ଫ୍ରେଣ୍ଡ୍ସ ବର୍ତ୍ତମାନ ସମୟରେ ବାହାଘର ପରେ ପ୍ରଥମ ଥର ପାଇଁ ଗୋଟିଏ ନୂଆ ଓଡ଼ିଆ ଫିଲ୍ମରେ ଅଭିନୟ କରିବା ପାଇଁ ଯାଉଛନ୍ତି ଝିଲିକ୍ ଭଟ୍ଟାଚାର୍ଯ୍ୟ ଯାହାର ଖୁସୀ ମନାଇବା ପାଇଁ ଝିଲିକ୍ ଭଟ୍ଟାଚାର୍ଯ୍ୟ ସାରା ଓଲିଉଡ ଜଗତରେ ମିଠା ବାଣ୍ଟୁ ଥିବାର ନଜରରେ ଆସିଛନ୍ତି। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ଝିଲିକ୍ ଭଟ୍ଟାଚାର୍ଯ୍ୟ କେମିତି ଲାଗନ୍ତି ତାଙ୍କ ଅଭିନୟ ଆପଣମାନଙ୍କୁ କେମିତି ଲାଗେ ଆମକୁ ଆମ କମେଣ୍ଟ ରେ ଜଣାଇବେ |

About odisha news

Check Also

ଆପଣ ମାନେ କେବେ ନିତୁ ମିଶ୍ରଙ୍କ ସ୍ୱାମୀକୁ କେବେ ଦେଖିନଥିବେ ଦେଖନ୍ତୁ ସେ କୋଉ Hero ଠାରୁ କମ ନୁହନ୍ତି !

ନମସ୍କାର ବନ୍ଧୁଗଣ ଆପଣ ମାନେ ତ ଶିରିଏଲ ତଥା ଓଡ଼ିଆ ଇଣ୍ଡରଷ୍ଟି ର ଅଭିନେତ୍ରୀ ନିତୁ ମିଶ୍ର କୁ ବେଶ୍ …

Leave a Reply

Your email address will not be published.