Breaking News

ମାତିଛନ୍ତି ‘ଜମତରା ଗ୍ୟାଙ୍ଗ’, ବଞ୍ଚନ୍ତୁ ସାଇବର ଫ୍ରଡ ରୁ. . .

ଆକାଉଣ୍ଟ ରୁ ଗାଏବ ହୋଈଯାଉଛି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା, ଆଖି ପିଛୁଳାକେ ଗାଏବ କରିଦେଉଛନ୍ତି ‘ଜମତରା ଗ୍ୟାଙ୍ଗ’ | ବିଭିନ୍ନ ପ୍ରକାରର ସ୍ଵର ରେ କଥା ହେଈ ଲୁଟି ନେଉଛନ୍ତି ଟଙ୍କା |

ବିଶେଷ କରି ଭୁବନେଶ୍ବର ରେ ମାତିଛନ୍ତି ଏହି ଝାଡଖଣ୍ଡର ଗ୍ୟାଙ୍ଗ | ଲୋକ ମାନଙ୍କୁ ଫୋନ କରି ୧୬ ଟିକିଆ ନମ୍ବର ମାଗୁଛନ୍ତି, ନମ୍ବର ନଦେଲେ କାର୍ଡ ବ୍ଲକ କରିଦେବ ପାଇଁ ଧମକ ଦେଉଛନ୍ତି |


ଏହି ଗ୍ୟାଙ୍ଗ ବିଶେଷ କରି ବେକାର ଥିବା ଇଞ୍ଜିନିୟର ଛାତ୍ର ମାନଙ୍କୁ ଧରି ଏହିଭଳି କାମ କରୁଛନ୍ତି, ଏଠି ପ୍ରତି ବାର ବାର ସତର୍କ କରାଚି କମିସନରେଟ ପୁଲିସ ,ବିଶେଷ କରି ହିନ୍ଦୀ ଇଂଗ୍ଲିଶ ରେ କଥା ହେଉଛନ୍ତି ଏହି ଗ୍ୟାଙ୍ଗ, ନିଜକୁ କସଟୋମର କେୟାର ର ପରିଚୟ ଦେଇ ଲୁଟିଆ ନେଉଛନ୍ତି ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା |
କେବେ କେବେ ନିଜକୁ ମ୍ୟାନେଜର ର ପରିଚୟ ଦେଇଥାନ୍ତି ତ କେବେ ନିଜକୁ ଅନ୍ୟ କେହି କର୍ମଚାରୀ ର ପରିଚୟ ଦେଇଥାନ୍ତି ଏହି ଦୁର୍ଭୂତ ମାନେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *