Breaking News

ମା ଙ୍କ ସହ ପଖାଳ ଖାଇଲେ ସାଂସଦ ଅନୁଭବ ମହାନ୍ତି

ବନ୍ଧୁଗଣ ଆମ ଓଲିଉଡ ଜଗତର ଜଣେ ଚର୍ଚ୍ଚିତ ଚେହେରା ହେଉଛନ୍ତି ଅନୁଭବ ମହାନ୍ତି ।ଆପଣ ମାନେ ଜାଣିଥିବେ ଅନୁଭବ ତାଙ୍କର ସୁନ୍ଦର ଅଭିନୟ ପାଇଁ ବହୁତ ସାରା ଲୋକପ୍ରିୟତା ହାସଲ କରିପାରିଛନ୍ତି ତେବେ ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନୁଭବ ମହାନ୍ତି ଓଲିଉଡ ଚଳଚିତ୍ର ଜଗତର ଜଣେ ଫେମସ କଳାକାର ।ତେବେ ସେ ଏବେ ଜଣେ ରାଜନେତା ମଧ୍ୟ ।ସେ କେନ୍ଦ୍ରାପଡା ରୁ ସାଂସଦ ମଧ୍ୟ ଅଛନ୍ତି।ତେବେ ଗଲା ମାର୍ଚ୍ଚ 20 ତାରିଖରେ ହୋଇଥିବା ପଖାଳ ଦିବସରେ ପଖାଳ ଖାଇଲେ ଅନୁଭବ ମହାନ୍ତି।ତେବେ ଆସନ୍ତୁ ଏହି ବିଷୟରେ ସମ୍ପୂର୍ଣ୍ଣ ଖବର ଟି ଜାଣିବା ଆମର ଏହି ଲେଖା ମାଧ୍ୟମରେ।


ବନ୍ଧୁଗଣ ଆପଣ ମାନେ ଜାଣିଥିବେ ଅନୁଭବ ଓ ବର୍ଷା ଦୁହେଁ ଭଲ ପାଇ ପରେ ବିବାହ ବନ୍ଧନ ରେ ବାନ୍ଧି ହୋଇଥିଲେ।ତେବେ ପରେ କୌଣସି କାରଣରୁ ଏମାନଙ୍କ ପାରିବାରିକ ଜୀବନ ରେ କଳି ସୃଷ୍ଟି ହୋଇଥିଲା ।ଆପଣ ମାନେ ଜାଣିଥିବେ ବର୍ଷା କୋର୍ଟ ଙ୍କର ଦ୍ୱାରସ୍ଥ ମଧ୍ୟ ହୋଇଥିଲେ।


ତେବେ ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଅନୁଭବ ଜଣେ ଫେମସ କଳାକାର ସହିତ ଜଣେ ରାଜନେତା ମଧ୍ୟ ।ସେ ଏବେ କେନ୍ଦ୍ରାପଡା ରୁ ସାଂସଦ ଅଛନ୍ତି।ତେବେ ସେ ଦିଲ୍ଲୀ ରେ ରହୁଛନ୍ତି କିନ୍ତୁ ଏବେ ସେ ତାଙ୍କ ଘରକୁ ଆସିଛନ୍ତି।ଯାହାକି ଆପଣ ମାନେ ଏହି ଫଟୋ ଗୁଡିକ ରେ ଦେଖିବାକୁ ପାଉଥିବେ।ତେବେ ବନ୍ଧୁଗଣ ଏହି ମାର୍ଚ୍ଚ 20 ତାରିଖରେ ହୋଇଥିବା ପଖାଳ ଦିବସ ଉପଲକ୍ଷେ ଅନୁଭ ପଖାଳ ଖାଉଥିବାର ଭିଡ଼ିଓ ଟି ଏବେ ଖୁବ ମାତ୍ରାରେ ସୋସିଆଲ ମିଡ଼ିଆ ରେ ଭାଇରଲ ହେବାରେ ଲାଗିଛି।


ତେବେ ଏହି ପଖାଳ ଦିବସ ଉପଲକ୍ଷେ ଅନୁଭବ ମହାନ୍ତି ତାଙ୍କ ମା ଙ୍କ ସହ ବାସୀ ପଖାଳ ଖାଉଥିବାର ଦେଖିବାକୁ ମିଳିଛି।ତାଙ୍କ ମା ଙ୍କର ହାତରୁ ସେ ଖାଉଛନ୍ତି।ଓ ପଖାଳ ସହ ବଡି ଚୁରା ,ପିଆଜ,ବାଇଗଣ ଇତ୍ୟାଦି ଖାଉଥିବାର ଦେଖିବାକୁ ମିଳିଛି।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ପ୍ରଥମଥର ନିଜ ବୟ ଫ୍ରେଣ୍ଡଙ୍କ ସହ ଲିପି (Lipi) କଲେ ଏମିତି ଖେଳ! ଭିଡିଓ ଦେଖନ୍ତୁ

ଦର୍ଶକ ବନ୍ଧୁ ଆପଣ ମାନେ ଲିପି ଙ୍କୁ ନିଶ୍ଚୟ ଜାଣିଥିବେ ସେ ତରଂଗ ଟିଭି ରେ ପୂର୍ବ ରୁ ପ୍ରସାରିତ …

Leave a Reply

Your email address will not be published. Required fields are marked *