Breaking News

ମା ଲକ୍ଷ୍ମୀ ଘରକୁ ଆସିବା ପୂର୍ବରୁ ଦେଇଥାନ୍ତି ଏହି ୫ଟି ସଙ୍କେତ, ଜାଣନ୍ତୁ ଏହା କଣ କଣ !

ଦର୍ଶକବନ୍ଧୁ ଗୃହ ରେ ଏମିତି କେଉଁ ସଂକେତ ଘଟିଲେ ଆପଣ ଜାଣିବେ ଘରକୁ ମାତା ଲକ୍ଷ୍ମୀ ଙ୍କ ବଡ ଆଗମନ ହେବାକୁ ଯାଇଛି | ଅମାବାସ୍ୟା ଦିନ ଯଦି ଘର ପାଖରେ ପେଚା ଦେଖନ୍ତି ବିଲେଇ ଘରେ ପଶି କ୍ଷୀର ପିଉଛି ଏବଂ ରାତିରେ ଘରେ ମୂଷା ବା ଚୁଚୁନ୍ଦ୍ରା ଦେଖନ୍ତି ଏପରି ଆପଣ ଅମାବାସ୍ୟା ଦିନ ଦେଖନ୍ତି ତାହାନେ | ଏହା ଗୃହ କୁ ମା ଲକ୍ଷ୍ମୀ ଙ୍କ ଆଗମନ ର ସୂଚନା ଦିଏ | ଗୁରୁବାର ଦିନ ଏବଂ ଶନିବାର ଦିନ ଘରର କୌଣସି ପ୍ରକାର ସାମଗ୍ରୀ ବିକ୍ରି କରନ୍ତୁ ନାହିଁ | ଏହା ଦ୍ଵାରା ମା ଲକ୍ଷ୍ମୀ ଗୃହ ଛାଡି ଚାଲିଯାଆନ୍ତି।

Snowy owl

ଆଉ ଏକ ଉପାୟ ମଧ୍ଯ ଜାଣିରଖନ୍ତୁ କି ଘରେ ଯଦି ସର୍ବଦା ଅଭାବ ଲାଗିରହିଥାଏ | ଯେତେ ବି ରୋଜଗାର କରନ୍ତୁ ନା କାହିଁକି ସର୍ବଦା ନିଅଣ୍ଟ ଲାଗିରହି ଥା ଛୋଟ ପିତଳ ଢାଲ ରେ ଖୁଚୁରା ମୁଦ୍ରା ପୂର୍ଣ୍ଣ କରି ଘର ର ପଶ୍ଚିମ ପାଖ ରେ ରଖିଦିଅନ୍ତୁ । ଏବଂ ପ୍ରତିଦିନ ମୁଣ୍ଡିଆ ମାରନ୍ତୁ ଏହା ଆପଣଙ୍କର ସମସ୍ତ ଅଭାବ କୁ ଦୂର କରିଥାଏ । ଘର ର ସାମ୍ନା ରେ ପଥର ଜମା କରି ରଖନ୍ତୁ ନାହିଁ | କଣ୍ଟା ଜାତୀୟ ବୃକ୍ଷ ଆଦୌ ଘର ଆଗରେ ରଖନ୍ତୁ ନାହିଁ । ଗରୁଡ଼ ଚିତ୍ର ଥିବା ଘାଣ୍ଟି ଠାକୁର ଘରେ ପ୍ରତିଦିନ ବାଜିଲେ ଅଗ୍ନୀ ଚୋରା ଏବଂ ବଜ୍ର ଭୟ ରହିନଥାଏ।

ଜବେବୀ ଆପଣ କୌଣସି ଯାନ ବାହନ ବିକ୍ରି କରିଥାନ୍ତି କିମ୍ୱ କୌଣସି ଲୁହା ଜିନିଷ ବିକ୍ରି କରୁଥାନ୍ତି ତ ମଙ୍ଗଳା ବାର ଦିନ ଆଦୋଉଁ ବିକ୍ରି କରନ୍ତୁ ନାହିଁ । ଏବଂ କୌଣସି ବି ପରିସ୍ଥିତି ରେ ଜମି ବିକ୍ରି ଆଦି ଗୁରୁବାର ଦିନ ଭୁଲ ରେ ବି କରନ୍ତୁ ନାହିଁ। ଧଳା ପେଚା ଯଦି ଘର ଉପରେ ବସନ୍ତି ଏବଂ ଘର ଭିତରେ ପଶନ୍ତି ବା ରାସ୍ତା ରେ ଆପଣ ଯଦି ଦେଖନ୍ତି ତେବେ ଏହା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ସଂକେତ ହୋଇଥାଏ । ଘରେ ଯଦି ନେଉଳ ଧଳା ପରା କିମ୍ୱା ଧଳା ପାର ର ମୂର୍ତ୍ତି ଟିଏ ରଖନ୍ତି ତ ଘର ପ୍ରତି ମଙ୍ଗଳା ମୟ ହୋଇଥାଏ।

ଘର ର ସାମ୍ନା ରେ ତୁଳସୀ ଗଛ ରଖନ୍ତୁ ଏବଂ ଯାତ୍ରା ସମୟ ରେ ତୁଳସୀ ଗଛ ର ମାଟି ନିଜର ମଥାରେ ଲଗାନ୍ତୁ ଆଉ ଗୋଟିଏ ଶେଷ କଥା କି ରୋସେଇ ଘରେ କେବେବି ଝାଡୁ ରଖିବେ ନାହିଁ ଏବଂ ଝାଡୁ କୁ ସମସ୍ତଙ୍କ ଦୃଷ୍ଟି ପଡିନଥିବା ସ୍ଥାନ ରେ ରଖନ୍ତୁ, ଏହି କେତୋଟି ନିୟମ ଯଦି ଆପଣ ପାଳନ କରିଥାନ୍ତି ତ ଆପଣଙ୍କର ଗୃହ କୁ ମା ଲକ୍ଷ୍ମୀ ଙ୍କ ଆଗମନ ହେବ ସହିତ ଗୃହ ରେ ଧନ ସଂପତ୍ତି ବୃଦ୍ଧି ହୋଇଥାଏ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.