Breaking News

ମା ହେବା ପରେ ଦୁଇ କୁନି ଝିଅଙ୍କୁ ନେଇ ସୁଟିଂ କୁ ଆସିଲେ Jhiliki , କିନ୍ତୁ ସୁଟିଂ ରେ ଏଭଳି ଘଟଣା ଘଟିଲେ ଆପଣ ମାନେ ଦେଖିଲେ ଆଶ୍ଚର୍ଯ୍ୟ ହୋଇଯିବେ |

ନମସ୍କାର ବନ୍ଧୁଗଣ ଓଲିଉଡ ଅଭିନେତ୍ରୀ ଝିଲିକି ମା ହେବା ପରେ ପ୍ରଥମ ଥର ପାଇଁ ସୁଟିଂ ସେଟକୁ ଫେରି ଆସିଥିଲେ ତେବେ ଆପଣ ମାନେ ନିହାତି ଭାବରେ ଜାଣିଥିବେ ଏହି ଗତ କିଛି ଦିନ ତଳେ ଓଡ଼ିଆ ଇଣ୍ଡଷ୍ଟ୍ରିର ଲୋକ ପ୍ରିୟ ଅଭିନେତ୍ରୀ ଝିଲିକି ଭାଟାଚାର୍ଯ୍ୟ ମା ହୋଇ ସାରିଛନ୍ତି ଝିଲିକି ଭାଟାଚାର୍ଯ୍ୟ ଦୁତି ଶିଶୁ କନ୍ୟାର ମା ହୋଇ ସାରିଛନ୍ତି ଝିଲିକି ମା ହେଲା ପରେ ବହୁତ ଶୁଭ କାମନା ଜଣାଇବା ପାଇଁ ଓଡ଼ିଆ ଇଣ୍ଡଷ୍ଟ୍ରିର ଲୋକ ପ୍ରିୟ ଅଭିନେତା ଅଭିନେତ୍ରୀ ମାନେ ଜଣାଇ ଥିଲେ | ଦୀର୍ଘ ବର୍ଷ ଧରି ଓଡ଼ିଆ ଇଣ୍ଡଷ୍ଟ୍ରିରେ କାମ କରୁଥିଲେ ଝିଲିକି ଭାଟାଚାର୍ଯ୍ୟ ତେବେ ଝିଲିକି ଭାଟାଚାର୍ଯ୍ୟ ନିଜର ଅଭିନୟ ପାଇଁ ସବୁବେଳେ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହି ଆସୁଛନ୍ତି |

ତେବେ ଆପଣ ମାନେ ଜାଣି ଥିବେ କି ଏହି କିଛି ଦିନ ହେଲା ଝିଲିକି ଭାଟାଚାର୍ଯ୍ୟ ସବୁବେଳେ ଚର୍ଚ୍ଚାରେ ରହି ଆସୁଛନ୍ତି ସୋସିଆଲ ମିଡିଆରେ ଝିଲିକି ଭାଟାଚାର୍ଯ୍ୟ ହେଉଛନ୍ତି ଜଣେ ବଙ୍ଗାଳି ହିରୋଇନି ସେ ବହୁତ ବଙ୍ଗଳା ସିନେମାରେ ମଧ୍ୟ ସେ ଅଭିନୟ ମଧ୍ୟ କରିଛନ୍ତି ତେବେ ସେ ବଙ୍ଗଳା ସିନେମା ପରେ | ସେ ଓଡ଼ିଆ ଇଣ୍ଡଷ୍ଟ୍ରିରେ ଅଭିନୟ ଆରମ୍ଭ କରିଥିଲେ ନିଜର ସୁନ୍ଦର ଅଭିନୟ ଦେଖାଇ ଓଡ଼ିଆ ଦର୍ଶକ ମାନଙ୍କୁ ମନ କଣୀଥିଲେ |

ଝିଲିକି ଭାଟାଚାର୍ଯ୍ୟ ସବୁ ସୁପର ଷ୍ଟାରଙ୍କ ସହ ଅଭିନୟ କରି ପ୍ରତେକ ସିନେମାକୁ ସୁପରହିଟି କରିଛନ୍ତି | ତେବେ ବର୍ତମାନ ସମୟରେ ଝିଲିକି ପ୍ରଡକସନ ହାଉଷୁ ଖୋଲି ଦେଇଛନ୍ତି ଆଉ ସେ ନିଜ ପ୍ରଡସସନ ହାଉଷୁ ରେ ନିଜର ଚଳଚିତ୍ରର ରିଲିଜି ହେବ ଅପେକ୍ଷାରେ ରହିଛନ୍ତି | ତେବେ ଝିଲିକି ମା ହେବା ପରେ ପ୍ରଡସସନ ହାଉଷୁ ସମ୍ଭବାଲିବେ ବୋଲି ସେ ନିଜେ ଭାବିଛନ୍ତି |

ତେବେ ତାଙ୍କର ଏହି ସିନେମା ରିଲିଜି ହେବ ସେତେବେଳ ତାଙ୍କ ରୁଦ୍ରାଣୀ ସିନେମାଟି ଦେଖିବେ ଏହା ଏହାର କାହାଣୀ ସମ୍ପୂର୍ଣ୍ଣ ଅଲଗା ଏକ ନୂଆ କାହାଣୀ କୁ ନେଇ ଆସୁଛି ଯାହାକୁ ନେଇ ସେ ବହୁତ ଖୁସି ଅଛନ୍ତି ଆଉ ସେ ସମସ୍ତଙ୍କୁ କହିଛନ୍ତି ସିନେମା ଦେଖିବାକୁ ତେବେ ବେଙ୍ଗଲୀ ବିଉଟି ଝିଲିକି ଙ୍କୁ ଆପଣ କେତେ ମାତ୍ରରେ ପସନ୍ଦ କରନ୍ତି ତାହା କମେଣ୍ଟ କରି ନିଜର ମତା ମତ ଲେଖନ୍ତୁ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.