Breaking News

ମା ଦକ୍ଷିଣ କାଳୀ ଙ୍କ ଆଖିରେ ଲୁହ । ଆସିବାକୁ ଯାଉଛି ବଡ଼ ଭୟଙ୍କର ବିପଦ ।।

ଦର୍ଶକ ବନ୍ଧୁ ଆଜି ଯାହା ଆମେ କହିବାକୁ ଯାଉଛୁ ତାହା ଏକ ଅଲୌକିକ ଘଟଣା ।ଯେଉଁ ଘଟଣା କୁ ଶୁଣିଲେ ଆପଣ ହୋଇଯିବେ ଆଶ୍ଚର୍ଯ୍ୟ। ଏହି ଅଲୌକିକ ଘଟଣା ଟି ଘଟିଛି ଆମ ଓଡ଼ିଶା ରେ । ତାହାଲେ ଆସନ୍ତୁ ଜାଣିବା ଏହି ଅଲୌକିକ ଘଟଣା ଟି କଣ୍ ଆଉ କେଉଁଠାରେ ଘଟିଥିଲା । ସେଥିପାଇଁ ଆପଣ ଆମର ଏହି ପେଜ କୁ ଶେଷ ପର୍ଯ୍ୟନ୍ତ ପଢନ୍ତୁ । ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଯେ ରାୟଗଡ଼ା ରେ ଥିବା ଦକ୍ଷିଣ କାଳୀ ମନ୍ଦିର । ଯେଉଁଠି କି ଅନେକ ପର୍ଯ୍ୟଟକ ଯାଇ ମା ଦକ୍ଷିଣ କାଳୀ ଙ୍କୁ ଦର୍ଶନ କରନ୍ତି ଓ ଆର୍ଶୀବାଦ କାମନା କରିଥାନ୍ତି ।

ଆଜି ଆମେ ଯେଉଁ ଅଲୌକିକ ଘଟଣା ବିଷୟ ରେ କହୁଛୁ ସେହି ଅଲୌକିକ ଘଟଣା ଟି ଘଟିଛି ଏହି ରାୟଗଡ଼ା ର ଦକ୍ଷିଣ କାଳୀ ମନ୍ଦିର ରେ । ହଁ ବନ୍ଧୁ ମା ଦକ୍ଷିଣ କାଳୀ ଙ୍କୁ ଆଖିରେ ଲୁହ । କାନ୍ଦୁଛନ୍ତି ମା ଦକ୍ଷିଣ କାଳୀ ତାହାଲେ କାହିଁକି କଣ ମାଡ଼ି ଆସୁଛି କି ପ୍ରାକୃତିକ ବିପର୍ଜୟ । ଏହି ଘଟଣା ଟି କୁ ନେଇ ଲୋକ ମାନେ ଅଶୁଭ ଆଶଙ୍କା ମନେ କରୁଛନ୍ତି ଆଉ ମା ଙ୍କୁ ଶାନ୍ତ କରିବା ପାଇଁ ଚାଲିଛି ହୋମ୍ ଯଜ୍ଞ ।

ସେଠାକାର ପୂଜକ ଏହି ଘଟଣା କୁ ନେଇ କହିଛନ୍ତି ଯେ ଏହି ଅଲୌକିକ ଘଟଣା ଘଟିବାର ପ୍ରାଧାନ୍ୟ ହେଉଛି ଯେ ୩୬ ବର୍ଷ ପରେ ଗତ କାଲି ଶନି ଓ ବୃହସ୍ପତି ଅଲଗା ହେଲେ ଓ ସେଇଥିରେ ପ୍ରାକୃତିକ ବିପର୍ଯ୍ୟୟ ଓ ଉଦ୍ଦେଶ୍ୟ ପ୍ରୀତି ଓ ସେହି ଏରିଆ ପ୍ରତି ଏହା ଗୋଟେ ବିପର୍ଯ୍ୟର ବୋଲି ଅଶୁଭ ସୂଚନା ବୋଲି ନିର୍ଦ୍ଧାରିତ ହେଲୁ ଓ ମା ଙ୍କୁ ପ୍ରସନ୍ନ କରିବା ପାଇଁ ଆମେ ହୋମ୍ ଯଜ୍ଞ କରୁଛୁ ।

ଏହି ହୋମ୍ ଯଜ୍ଞ ଅନେକ ଭକ୍ତ ଯୋଗ ଦେବା ସହ ମା ଙ୍କୁ ଦର୍ଶନ କରିଥିଲେ ଓ ସଂସାର କିଭଳି ଭଲ ରେ ରହିବ ସେଥିପାଇଁ ଶୁଭ କାମନା ଜଣାଇ ଛନ୍ତି ମା ଙ୍କୁ ।।ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଅହିରାଜ ସାପକୁ ଧରି ଚର୍ଚ୍ଚାରେ ମହିଳା , ଭାଇରାଲ ହେବାରେ ଲାଗିଛି ଭିଡିଓ , 1 ଲକ୍ଷ ରୁ ଅଧିକ ଦେଖିସାରିଲେଣି

ବିଷଧର ସାପର ନା ଶୁଣିବା ମାତ୍ରେ ଛୁଆଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଛା- ନି- ଆ ହେଇଯାଆନ୍ତି। …

Leave a Reply

Your email address will not be published. Required fields are marked *