ମା କଟକ ଚଣ୍ଡୀ ତାଙ୍କୁ ନେଇ ସହରର ପରିଚୟ କଟକର ସେକ ବଜାର ଅଞ୍ଚଳରେ ରହିଛି ମାଙ୍କ ମନ୍ଦିର ଆପଣବି ଏହି ମନ୍ଦିରକୁ ଯାଇଥିବେ ତେବେ ଏହି ମନ୍ଦିରକୁ କିଏ ତିଆରି କରିଥିଲେ ଏହା ସମ୍ପର୍କ ବିଷୟରେ ଜାଣିଛନ୍ତି କି ଯଦି ଜାଣିନାହାନ୍ତି ତେବେ ଆସନ୍ତୁ ଜାଣିବା | ମାଙ୍କ ଅବିରି ଭାବି ନେଇ ଭିନ୍ନ ଭିନ୍ନ କିମ୍ବଦନ୍ତୀ ଶୁଣିବାକୁ ମିଳେ କିଏ କହେ ମରହଟ ଶାସନ ପୂର୍ବରୁ ବାରବାଟି ଦୁର୍ଗା ପରିସରରେ ପୂଜା ପାଉଥିଲେ ମା କିନ୍ତୁ ଷୋଡଶ ଶତାଧିରେ ଯତେବେଳେ କଲା ପାହାଡ଼ ଆକ୍ରମଣ କରିଲା ସେତେ ବେଳେ ମା ନିଜର ଦୁର୍ଗାର ଦକ୍ଷିଣ ପାର୍ଶ୍ୱ ରେ ରହିଲେ |
ତେବେ ସ୍ଥାନୀୟ ଲୋକ କଥା ଅନୁସାରେ ବହୁ ବର୍ଷ ପୂର୍ବରୁ ଜଙ୍ଗଲ ଘେରା ବାର ବାଟି ଦୁର୍ଗକୁ ଗାଈ ଚରାଇବାକୁ ପ୍ରତି ଦିନ ଯାଉଥିଲେ ସେକେ ବଜାର ଅଞ୍ଚଳର ଗୋପାଳ ବେହେରା ଏମିତି ସବୁ ଦିନ ଚାଲେ ଦିନେ ସେହି ଦୁର୍ଗା ଭିତରେ ଥିବା ପଥର ଉପରେ ବସିଥିବା ସମୟରେ ତାଙ୍କ ଦେହରେ ଅପୁରୁବ ଶିହରଣ ଖେଳି ଯାଇଥିଲା ଆଉ ସେହି ଦିନ ରାତିଲେ ସେ ଏକ ସ୍ବପ୍ନ ଦେଖିଲେ | ତାଙ୍କୁ ସ୍ୱପ୍ନରେ ମା ଆସିକହିଲେ ଦୁର୍ଗା ଭିତରେ ଥିବା ଏକ ପଥର ତଳେ ସେ ଅଛନ୍ତି ଏ କଥା ଯାଇଁ ଗୋପାଳ ପୂଜା ପଣ୍ଡାଙ୍କୁ ଜଣାଇଥିଲେ ସେ ଏକଥା ଯାଇଁ ରାଜାଙ୍କୁ ଜଣାଇଥିଲେ |
ଏହି କତ୍ତୃହ ଶୁଣି ସେତେବେଳେ କଣିକା ରାଜା ସେହି ସ୍ଥାନକୁ ଖୋଲିବାକୁ ଲାଗିଲେ ଆଉ ଶେଷରେ ମାଙ୍କ ମୂର୍ତ୍ତିକୁ ବାହାର କରିଲେ | ଗୋପାଳ ନିଜ ମୁଣ୍ଡରେ ମାଙ୍କ ମୂର୍ତ୍ତିକୁ ବୋହି ଆଣିଥିଲେ କିନ୍ତୁ ଏବେକାର ଚଣ୍ଡୀ ଚକ ନିକଟରେ ମାଙ୍କୁ ନେବା ସମ୍ଭବ ହେଲା ନାହିଁ ଆଉ ସେହି ଜାଗାରେ ଗୋପାଳ ମୂର୍ତ୍ତିକୁ ଥୋଇଦେଲେ ସେବେ ଠାରୁ ଚଣ୍ଡି ଚକ କୁହଜୁଥିବା ଅଞ୍ଚଳରେ ଥିବା ବଉଳ ଗଛ ମୂଳରେ ମାଙ୍କ ମୂର୍ତି ସ୍ଥାପନ ହେଲା ସେବେ ଠାରୁ ମା ଏଠାରେ ପୂଜା ପାଇ ଆସୁଛନ୍ତି ସମୟ ଗାଡି ଚାଲିବ ପରେ ରାଜ ଅନ୍ୟ କର୍ମୀଙ୍କ ସାହାଯ୍ୟରେ ମନ୍ଦିର ସ୍ଥାପନା କରିଥିଲେ |
ସେହି ପରି ଆଉ ଏକ କିମ୍ବଦନ୍ତୀ ଅନୁସାରେ କଣିକା ରାଜ ଥିବା ପୁରହିତ ଥିବା ହଂସ ପଣ୍ଡା ମା ଙ୍କର ସନ୍ଧାନ ପାଇଥିଲେ ସେ ଗାଈ ଚରାଇବାକୁ ବାରବାଟି ଦୁର୍ଗକୁ ଯାଉଥିଲା ବେଳେ ଥକି ପଡ଼ିଥିଲେ ଆଉ ଏକ ପଥର ଉପରେ ବସି ପଡ଼ିଥିଲେ | ବସିଲା ପରେ ତାଙ୍କୁ ବିଚିତ୍ର ଅନୁଭବ ହୋଇଥିଲା ସେହି ଦିନ ତାଙ୍କୁ ସ୍ବପ୍ନ ଦେଶ ହେଲା ପରେ ରାଜାଙ୍କୁ କହି ସେହି ଜାଗାକୁ ଖୋଲିବା ଆରମ୍ଭ କରିଥିଲେ କୁହାଯାଏ ସେହି ଜାଗାକୁ ଖୋଲିବା ସମୟରେ 42 ଶଗଡ଼ ନାଲି ସିନ୍ଦୂର ବାହାରି ଥିଲା ଆଉ ସେହି ସ୍ଥାନରେ ହିଁ ମାଙ୍କ ମନ୍ଦିର ତିଆରି କରାଯାଇଥିଲା |
ଏମିତି ଅନେକ କିମ୍ବଦନ୍ତୀ ରହିଛି ମାଙ୍କ ଆବ୍ର ଭାବ ଓ ମସ୍ନଡିର ନିର୍ମାଣ କୁ ନେଇ କିମ୍ବଦନ୍ତୀ ଯାହାକି ହଉନା କାହିଁକି ମାଙ୍କ କରୁଣା ଓ ମାଙ୍କ ଉପରେ ସେବେ ଯେମିତି ଆସ ଥିଲା ଏବେବି ସେମିତି ଭରଷା ରହିଛି | ପ୍ରତି ଦିନ ଅନେକ ଭକ୍ତ ମା କଟକ ଚଣ୍ଡୀଙ୍କ ଦର୍ଶନ କରିବା ପାଇଁ ମନ୍ଦିର କି ଆସିଥାନ୍ତି ମାଙ୍କ ପ୍ରତି ଭକ୍ତଙ୍କ ଅତୁଟ ବିଶ୍ୱାସ ରହିଛି ମା ଙ୍କୁ ଯାହା ମାଗିଲେ ମା ତାହା ଦିଅନ୍ତି ଭକ୍ତଙ୍କ ମନସ୍କମାନ କୁ ମା ଅବଶ୍ୟ ପୂରଣ କରିଥାନ୍ତି ପ୍ରତି ଗୁରୁବାର ଓ ସଂକ୍ରାନ୍ତି ଦିନ ମା ଙ୍କ ଷୋଡଶ ଭେଷ ଦେଖିବା ପାଇଁ ମନ୍ଦିରକୁ ଅନେକ ଭକ୍ତ ଧାଡି ଲାଗିଥାନ୍ତି
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …