ବନ୍ଧୁଗଣ ଲୁଣରେ ଆମର ବହୁତ ଉପଯୋଗିତା ରହିଛି ଡାଲି ବା ତରକାରୀରେ ଯଦି ଲୁଣ ଅଧିକ ହେଲା ତେବେ ବେକାର ହୋଇଯାଏ ଏବଂ ଖୁବ କମ ହୋଇଗଲେ ମଧ୍ୟ ବେକାର ହୋଇଯାଏ ଏହି ଲୁଣ ଆମର ଆୟୁଷ ବଢ଼ାଇଥାଏ ଏହି ଲୁଣ ଅମାର ଆୟୁଷ ମଧ୍ୟ କମାଇଥାଏ ଲୁଣର ଉପଯୋଗ ଠିକ ଭାବରେ କରିବା ବହୁତ କମ ଲୋକ ଜାଣିଛନ୍ତି କିନ୍ତୁ ଆଜି ଆମେ ଆପଣଙ୍କୁ କହିବୁ ଖାଦ୍ୟରେ ଲୁଣର ବେବହାର କିପରି କରାଯାଏ ତାହା ଆମେ କହିବୁ ନାହିଁ କିନ୍ତୁ ଲୁଣର କିଛି ଚମତ୍କାରୀ ଉପାୟ ବିଷୟରେ କହିବୁ |
ଲୁଣ ଅନେକ ପ୍ରକାରର ହୋଇଥାଏ ଯେମିତିକି ପାହାଡି ଲୁଣ ସମୁଦ୍ର ଲୁଣ କଲା ଲୁଣ ଏବଂ ସାଧାରଣ ଲୁଣ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ଲୁଣକୁ ଚନ୍ଦ୍ର ଏବଂ ଶୁକ୍ରର ପ୍ରତିନିଧି ବୋଲି କୁହାଯାଇଥାଏ | ରାହୁଙ୍କର ପ୍ରତୀକ ବୋଲି କୁହାଯାଇଥାଏ ଧର୍ମ ଶାସ୍ତ୍ର ସହିତ ଜଡିତ ଅନେକ ଅଜଣା କଥା ଆମକୁ ଅନେକ ଲାଭ ଦେଇଥାଏ ତେଣୁ ମୁଁ ଆଜି ଆପଣଙ୍କ ପାଇଁ ଧର୍ମ ସମ୍ବଧିତ କିଛି ଅଜଣା କଥା ଏବଂ ଏମିତି ଅନେକ ଉପାୟ ନେଇଆସିଛି ଯାହା ଆପଣଙ୍କ ଜୀବନକୁ ଖୁସିରେ ଭରି ଦେବାରେ ସହାୟତା ହେବ |
ଏହି ଉପାୟକୁ କରିବା ଦ୍ୱାରା ଆପଣ ଆପଣଙ୍କ ଘରକୁ ଅଶୁଭ ସମସ୍ୟା ଗୁଡିକ ଘରୁ ଭାର କରି ପାରିବେ | ପ୍ରଥମେ ଆପଣ ଅଳ୍ପ ଲୁଣ ଆଣନ୍ତୁ ଓ ଖଣ୍ଡେ ଲାଲ କପଡା ଆଣନ୍ତୁ ଏବଂ ସେଥିରେ ଏହି ଲୁଣକୁ ବାନ୍ଧି ଦିଅନ୍ତୁ ତାପରେ ସେହି ଲାଲ କାପଡ଼ାକୁ ଆପଣ ଆପଣଙ୍କ ଘରର ମୁଖ୍ୟ କବାଟରେ ଟାଙ୍ଗି ଦିଅନ୍ତୁ | ବନ୍ଧୁଗଣ ଏହା କରିବା ଦ୍ୱାରା ଘରେ ଖରାପ ଶକ୍ତି ପ୍ରବେଶ କରିପାରି ନଥାଏ ଏବଂ କାହାର ନଜର ମଧ୍ୟ ପଡ଼ିନଥାଏ |
ଏହା ବ୍ୟତୀତ ଏହି ଲାଲ କପଡ଼ାକୁ ଆପଣଙ୍କର ଧନ ରଖିବା ସ୍ଥାନ ଯେମିତିକି ବାକ୍ସ ଉପରେ ଟାଙ୍ଗି ଦିଅନ୍ତି ତେବେ ତାହା ଦ୍ୱାରା ମଧ୍ୟ ଆପଣଙ୍କର ଧନର ଦୁଇଗୁଣ ଉର୍ନତି ହୋଇଥାଏ | ଆପଣଙ୍କ ଘରେ ଅଯଥା ଖର୍ଚ୍ଚ ହେଉଛି ତାହାନେ ଲୁଣକୁ କୌଣସି ପ୍ଲାଷ୍ଟିକି ପାତ୍ରରେ ସବୁବେଳେ ରଖିବା ଦରକାର ଏହା ସହିତ ଆପଣ କାଚ ପାତ୍ରରେ ମଧ୍ୟ ରଖି ପାରିବେ ଆଉ ଏହା ମଧ୍ୟ ଜାଣି ରଖନ୍ତୁ ଯେ ଲୁଣ ଯଦି ତଳେ ଢାଳି ହୋଇଗଲା |
ତେବେ ଏହା ଦ୍ୱାରା ଚନ୍ଦ୍ର ଏବଂ ଶୁକ୍ର ଦୁହେଁ ବହୁତ କମଜୋର ହୋଇଯାନ୍ତି | ଯାହା ଦ୍ୱାରା ଆପଣଙ୍କ ଘରୁ ମାତା ଲକ୍ଷ୍ମୀ ଘର ଛାଡି ଚାଲି ଯାଆନ୍ତି ଏବଂ ଆପଣଙ୍କ ଘରେ ଋଣ ହାର ବଢ଼ିଯାଇଥାଏ ଏହା ସହିତ ରୋଷେଇ କଲା ବେଳେ ତରକାରୀ ଚଖାନ୍ତୁ ନାହିଁ ଏହା ଦ୍ୱାରା ଭୋଜନର ପବିତ୍ରତା ନଷ୍ଟ ହୋଇଥାଏ ଏବଂ ଘରକୁ ଦରିଦ୍ରତା ମାଡି ଆସିଥାଏ |
Check Also
ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…
ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …