Breaking News

ବଡ଼ ଖବର – ଏଲପିଜି ସବସିଡି ସମ୍ବନ୍ଧରେ ସରକାରଙ୍କ ନୂଆ ଯୋଜନା, ଆସିବ ଟଙ୍କା ?

ନମସ୍କାର ଦର୍ଶକବନ୍ଧୁ ଲପିଜି ଗ୍ୟାସ ସବ୍ସିଟି ନୂଆ ଯୋଜନା ବ୍ୟାଙ୍କ ଖାତାକୁ ଆସିବା ଟଙ୍କା ଦିଗତ ଦିନ ଗୁଡିକରେ 31 ପରେ ସବ୍ସିଟି ଲାଗୁହେବ ତେବେ ସରକାର ଲପିଜି ଉପରେ ଏକ ନୂଆ ଯୋଜନା ପ୍ରସୂତ କରୁଛନ୍ତି ଚାଲନ୍ତୁ ଜାଣିବା ସରକାରଙ୍କ ନୂଆ ଯୋଜନା ବିଷୟରେ | ଗ୍ରହକ ମାନେ ଲପିଜି ସିଲିଣ୍ଡର ସବ୍ସିଟି ଉପରେ ବଡ଼ ଖବର ପାଇବାକୁ ଯାଉଛନ୍ତି ଘରେଇ ଗ୍ୟାସ ମୂଲ୍ୟ |

ଏହି ସମୟରେ ଲପିଜି ସିଲିଣ୍ଡର 1000 ପହଞ୍ଚିବ ବୋଲି ଏହି ବିଷୟରେ ଆଲୋଚନା ଚାଲିଛି ଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି ନେଇ ସରକାରଙ୍କ ମତା ମତ ଏପର୍ଯ୍ୟନ୍ତ ସାମ୍ନାକୁ ଆସିନି | କିନ୍ତୁ ସରକାରଙ୍କ ଆକଳନ ମୂଲ୍ୟରେ ଦର୍ଶାଯାଉଛି ଏକ ସିଲିଣ୍ଡର ପାଇଁ ଗ୍ରାହକ 1000 ଟଙ୍କା ପରେ ଦେବାକୁ ପଡୁଛି |

ଲପିଜି ଗ୍ୟାସ ସିଲିଣ୍ଡର ଉପରେ ସରକାର ଦୁଇଟି ଯୋଜନା ଆଲୋକିତ କରିପାରିବେ ପ୍ରଥମେ ସବ୍ସିଟି ବିନା ସରକାର ସିଲିଣ୍ଡର ଯୋଗେଇବ ଉଚିତି ଦ୍ୱତୀୟ ରେ ହେଉଛି କେତେକ ମନନିହିତ ଗ୍ରାହକ ମାନଙ୍କୁ ସବ୍ସିଟିର ସୁବିଦା ଦିଆଯିବ ଉଚିତି | ଆସନ୍ତୁ ଜାଣିବା ସବ୍ସିଟି ଉପରେ ସରକାରଙ୍କ ଯୋଜନା କଣ ସବ୍ସିଟି ଦେବା ପାଇଁ ସରକାର ଏପର୍ଯ୍ୟନ୍ତ କିଛିବି ନିସ୍ପତି କରି ନାହାଁନ୍ତି |

କିନ୍ତୁ ଏପର୍ଯ୍ୟନ୍ତ ମିଳିଥିବା ସୂଚନା ଅନୁଯାଇ ଦଶ ଲକ୍ଷ୍ୟର ଆୟ ନିୟମ ବଳବଦର ରହିବ ଉଜାଲା ଯୋଜନା ହିତାଧିକାରୀ ମାନେ ସବ୍ସିଟି ଲାଭ ପାଇବେ ସବ୍ସିଟି ପାଉଥିବା ଲୋକଙ୍କ ପାଇଁ ଶେଷ ହୋଇପାରେ | ଗତ କିଛି ମାସ ଧରି ଲପିଜି ଉପରେ ସବ୍ସିଟି ଆସିବା ଆରମ୍ଭ କରିଛି 2021 ଆର୍ଥିକ ବର୍ଷରେ ସବ୍ସିଟି ଉପରେ ସରକାରଙ୍କ ଖର୍ଚ୍ଚ 3559 କୋଟି ଟଙ୍କା ରହିଥିଲା |

2020 ଆର୍ଥିକ ବର୍ଷରେ ଏହି ଖର୍ଚ୍ଚ 24468 କୋଟି ଟଙ୍କା ଥିଲା ବାସ୍ତବରେ ଏହା ଜାନୁଆରୀ 2015 ରେ ଆରମ୍ଭ ହୋଇଥିଲା ଯାହା ଅଧୀନରେ ଗ୍ରାହକ ମାନଙ୍କୁ ସବ୍ସିଟି ଯୁକ୍ତ ଲପିଜି ସିଲିଣ୍ଡର ସମ୍ପୂର୍ଣ୍ଣ ପରିମାଣ ଦେବାକୁ ପଡେ | ସବ୍ସିଟି ପଇସା ସରକାର ବ୍ୟାଙ୍କ ଖାତାକୁ ଫେରସ୍ତ କରୁଛନ୍ତି |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.