Breaking News

ଲୋକପ୍ରିୟ ଓଡିଆ ହିରୋ Buddhaditya Mohanty ପରିବାର ଓ ଜୀବନୀ – ପ୍ରଥମ ଥର ପାଇଁ ଦେଖନ୍ତୁ ପୁରା ପରିବାର ଫଟୋ

ଅପଣମାନେ ସମସ୍ତେ ଜାଣିଥିବେ ଆମ ଓଲିଉଡ ଜଗତରେ ଅଭିନୟ କରୁଥିବା ସମସ୍ତ ଅଭିନେତା ମାନଙ୍କୁ ନିଶ୍ଚୟ ଦେଖିଥିବେ ।ଓଲିଉଡ ଜଗତରେ ଅଭିନୟ କରୁଥିବା ଏହି ଅଭିନେତା ମାନେ ନିଜ ଜୀବନରେ ବହୁତ କଷ୍ଟ ଓ ସଂଘର୍ଷ କରି ଏହି ଫିଲ୍ମ ଇଣ୍ଡଷ୍ଟ୍ରିରେ ସଫଳତା ପାଇଛନ୍ତି ।ଆଜି ଆମେ ଆପଣ ମାନଙ୍କୁ ଏମିତି ଏକ ଅଭିନେତାଙ୍କ ବିଷୟରେ କହିବାକୁ ଯାଉଛୁ ଆମ ଅଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧ ହାସଲ କରିଛନ୍ତି ।ତେବେ ଆସନ୍ତୁ ଜାଣିବା ସେହି ଅଭିନେତା ଙ୍କ ବିଷୟରେ।


ଆମେ ଆଜି ଯାହାଙ୍କ ବିଷୟରେ କହିବାକୁ ଯାଉଛୁ ସେ ହେଉଛନ୍ତି ବୁଦ୍ଧଦିତ୍ୟ ମହାନ୍ତି। ଆପଣ ମାନେ ସମସ୍ତେ ବୁଦ୍ଧାଦିତ୍ୟଙ୍କର ବହୁତ ଓଡିଆ ଫିଲ୍ମ ଦେଖିଥିବେ । ବୁଦ୍ଧଦିତ୍ୟ ଆମ ଅଲିଉଡ ଫିଲ୍ମ ଜଗତରେ ବହୁତ ସୁପର ହିଟ ଫିଲ୍ମରେ ଅଭିନୟ କରି ବହୁତ ଲୋକପ୍ରିୟତା ହାସଲ କରିଛନ୍ତି । କେତେବେଳେ ହିରୋ ଭୂମିକାରେ ତ କେତେବେଳେ ଖଳନାୟକ ଭୂମିକାରେ ଆମେ ତାଙ୍କୁ ଅଭିନୟ କରିବାର ଦେଖିଛେ। ବୁଦ୍ଧଦିତ୍ୟଙ୍କ ଷ୍ଟାଇଲ ଓ ଅଭିନୟକୁ ଦେଖିବା ପାଇଁ ଦର୍ଶକ ମାନେ ବହୁତ ଅଧିକ ପସନ୍ଦ କରନ୍ତି ।


ହେଲେ ଆପଣ ମାନେ କଣ ଜାଣିଛନ୍ତି କି ବୁଦ୍ଧଦିତ୍ୟଙ୍କ ପରିବାର ଓ ଜୀବନୀ ବିଷୟରେ। ଯାହା ବିଷୟରେ ବହୁତ କମ ଲୋକ ଜାଣିଛନ୍ତି।ଆମେ ଆଜି ଆପଣମାନଙ୍କୁ ତାଙ୍କ ବିଷୟରେ ବହୁତ କିଛି ଅଜଣା କଥା ଆମେ ଆପଣ ମାନଙ୍କୁ କହିବୁ।ତେବେ ଡେରି ନ କରି ଆସନ୍ତୁ ଜାଣିବା।

ବୁଦ୍ଧଦିତ୍ୟଙ୍କ ଘର ହେଉଛି କଟକରେ ସେ ତାଙ୍କ ପରିବାର ସହ କଟକରେ ରୁହନ୍ତି।ତାଙ୍କ ବାପା,ମା ଆଉ ଭଉଣୀ ମଧ୍ୟ ଅଛନ୍ତି। ସେ ପ୍ରଥମେ ୨୦୦୭ ମସିହାରେ ନିଜ ଅଭିନୟ କାରିୟରକୁ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ଫିଲ୍ମ ନାମ ଥିଲା ‘ଆଇ ଲଭ ମାଇ ଇଣ୍ଡିଆ’ ।
ପିଲାଟି ଦିନରୁ ଅଭିନୟ କରିବାର ରୁଚି ଥିଲା ।ସେ ପିଲା ବେଳେ ବହୁତ ନାଟକରେ ଅଭିନୟ କରିଛନ୍ତି।ସେ 2007 ରେ ତାଙ୍କର ଅଭିନୟ କରିବା ଆରମ୍ଭ କରିଥିଲେ .


ଏହାପରେ ସେ ନିଜର ଦୁତୀୟ ଫିଲ୍ମ ‘ନନ୍ଦିନୀ ଆଇ ଲଭ ୟୁ’ରେ ମୁଖ୍ୟ ଅଭିନେତାର ଭୂମିକା ପଦର୍ଶନ କରିଥିଲେ ।ଏହି ଫିଲ୍ମି ଟି ତାଙ୍କର ମଧ୍ୟ ସୁପୁର ହିଟ ହୋଇଥିଲା। ସେ ବହୁତ ଗୁଡିଏ ଆୱାର୍ଡ ମଧ୍ୟ ଜିତିପାରିଛନ୍ତି ଅଭିନୟ କରି। ସେ ବହୁତ କମ ଦିନ ମଧ୍ୟରେ ଏହି ଅଲିଉଡ ଇଣ୍ଡଷ୍ଟ୍ରିରେ ପ୍ରସିଦ୍ଧି ହାସଲ କରିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *