Breaking News

ଲୋକପ୍ରିୟ Serial ରାଧା କୃଷ୍ଣ ରେ ଅଭିନୟ କରୁଥିବା କଳାକାର ମାନଙ୍କର ପ୍ରକୃତ ସ୍ତ୍ରୀ ଙ୍କ ଆଗରେ ଫେଲ ମାରିଯିବେ ବଡ଼ ବଡ଼ ହିରୋଇନ…

ହେଲୋ ଫ୍ରେଣ୍ଡ୍ ଏବେ ପ୍ରସାରିତ ହେଉଥିବା ଟିଭି ସୋ ରାଧାକୃଷ୍ଣ ଦର୍ଶକ ମାନେ ବୋହୁତ ପସନ୍ଦ କରୁଛନ୍ତି ରାଧାକୃଷ୍ଣ ଙ୍କ ଆଲୋଖିକ୍ ପ୍ରେମ ଉପରେ ଆଧାରିତ ଏହି ସୋ ବୋହୁତ କମ୍ ସମୟରେ ଟିଭି ରେ ଫେମସ ହୋଇ ଗଲାଣି କଣ ଆପଣ ମାନେ ଏହି ସୋ ର ରିଅଲ ଲାଇଫ ପାର୍ଟନର ଙ୍କ ବିଷୟରେ ଜାଣିଛନ୍ତି ଯଦି ଜାଣି ନାହାନ୍ତି ତେବେ ଆସନ୍ତୁ ଜାଣିବା |

ନମ୍ବର 1 ରେ ସୁମେଦ ମୁଡ଼ଗଲକର – ସୁମେଦ ଏହି ସୋ ରେ ଛୋଟ କୃଷ୍ଣ ର ଚରିତ୍ରରେ ଅଭିନୟ କରୁଛନ୍ତି ଆଉ ତାଙ୍କୁ ଦର୍ଶକ କୃଷ୍ଣଙ୍କ ଚରିତ୍ରରେ ବୋହୁତ ପସନ୍ଦ ମଧ୍ୟ କରୁଛନ୍ତି ସୁମେଦ ଗୋଟିଏ ମରାଠୀ ପରିବାରରୁ ଆସିଛନ୍ତି ସେ ଟିଭି ଅଭିନେତ୍ରୀ ସୁନିଶା ସର୍ମା ଙ୍କୁ ଭଲ ପାଉଛନ୍ତି |

ନମ୍ବର 2 ରେ ହିମାଂଶୁ ସୋନି – ଏହି ସୋ ରେ ହିମାଂଶୁ ଭଗବାନ ଶ୍ରୀକୃଷ୍ଣ ଙ୍କର ବଡ ଅବତାର ର ଚରିତ୍ରରେ ଅଭିନୟ କରୁଛନ୍ତି ଏମିତିରେ ସେ ଏହି ସୋ ରେ ବୋହୁତ କମ୍ ନଜର ଆସନ୍ତି ତଥାପି ଦର୍ଶକ ତାଙ୍କୁ ବୋହୁତ ପସନ୍ଦ କରୁଛନ୍ତି ତାଙ୍କର ସ୍ତ୍ରୀ ଙ୍କ ନାମ ଶୀତଲ ଅଟେ ସେ ଶୀତଲ ଙ୍କ ସହିତ 2 ବର୍ଷର ପ୍ରେମ ପରେ ବିବାହ କରି ଥିଲେ |

ନମ୍ବର 3 ରେ ଅର୍ପିତ ରାଙ୍କା – ସୋ ରେ ଭୟଙ୍କର କଂସ ର ଚରିତ୍ରରେ ଅଭିନୟ କରିଥିବା ଅଭିନେତା ଅର୍ପିତ ରାଙ୍କାଙ୍କୁ ଦର୍ଶକ ଏହି ଚରିତ୍ରରେ ବୋହୁତ ପସନ୍ଦ କରୁଛନ୍ତି ତାଙ୍କର ସ୍ତ୍ରୀ ଙ୍କ ନାମ ନିଧୁ ସୁମାନି ରାଙ୍କା ଅଟେ |

ନମ୍ବର 4 ରେ ହର୍ଷ ବସିଶ – ଶର୍ଷ ସୋ ରାଧାକୃଷ୍ଣ ରେ ଶ୍ରିଧାମ ଙ୍କ ଚରିତ୍ରରେ ଅଭିନୟ କରୁଛନ୍ତି ତାଙ୍କର ସ୍ତ୍ରୀ ଙ୍କ ନାମ ହେଉଛି ରିତୁ ବସିଶ ଅଟେ ସେ ଦେଖିବା ପାଇଁ ବୋହୁତ ସୁନ୍ଦର |

ନମ୍ବର 5 ରେ ମଲ୍ଲିକା ସିଂ – ସୋ ରାଧାକୃଷ୍ଣ ରେ ରାଧା ଚରିତ୍ରରେ ଅଭିନୟ କରୁଥିବା ଅଭିନେତ୍ରୀ ମଲ୍ଲିକା ସିଂହ ଙ୍କୁ ଦର୍ଶକ ରାଧା ଚରିତ୍ରରେ ବୋହୁତ ପସନ୍ଦ କରୁଛନ୍ତି ସେ ଦେଖିବା ପାଇଁ ବହୁତ ସୁନ୍ଦର ଅଟନ୍ତି ସିଏ ଏବେ ବି ବିବାହ କରି ନାହାନ୍ତି ଆପଣ ମାନଙ୍କୁ ଏହି ସୋ ର ଆକ୍ଟର ମାନଙ୍କର ରିଅଲ ଲାଇଫ ପାଟନର୍ କେମିତି ଲାଗିଲା କମେଣ୍ଟ ରେ ଜଣାନ୍ତୁ |

About odisha news

Check Also

Big News: ଚର୍ଚ୍ଚାରେ Sachin Tendulkarଙ୍କ ଝିଅ Sara Tendulkar ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ |

ନମସ୍କାର ଦର୍ଶକ ବନ୍ଧୁ ଚର୍ଚ୍ଚାରେ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ଖୁବ ଶୀଘ୍ର ଫ୍ୟାନ୍ସଙ୍କୁ ଦେବେ ସରପ୍ରାଇଜ ଗ୍ଲାମର ଦୁନିଆରେ …

Leave a Reply

Your email address will not be published.