Breaking News

ଲୋକପ୍ରିୟ ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ହୋଇଛି ଭୟ ଙ୍କର ରୋଗ ମେଡ଼ିକାଲ ରେ ହେଲେ ଭର୍ତି!

ଆପଣ ମାନେ ସମସ୍ତେ ଜାଣିଥିବେ ଓଲିଉଡ ଜଗତରେ ଅଭିନୟ କରିଥିବା ଅଭିନେତ୍ରୀ ରଚନା ବାନାର୍ଜୀ ଙ୍କୁ ।ଆପଣ ମାନେ ଜାଣିଥିବେ ରଚନା ଓ ସିଦ୍ଧାନ୍ତ ଙ୍କର ଯୋଡି କୁ ଲୋକମାନେ ଖୁବ ପସନ୍ଦ କରୁଥିଲେ।ରଚନା ଖୁବ ସୁନ୍ଦର ଅଭିନୟ ପାଇଁ ସାରା ଓଡ଼ିଶାରେ ରେ ବହୁତ ଲୋକପ୍ରିୟ ହୋଇପାରିଛନ୍ତି।ତେବେ ଏବେ ଶୁଣିବାକୁ ମିଳିଛି କି ରଚନା ଙ୍କର ଦେହ ଖରାପ ଅଛି ।ତେବେ ଆସନ୍ତୁ ଜାଣିବା କଣ ହୋଇଛି ରଚନା ଙ୍କର।


ଆପଣ ମାନେ ଜାଣିଥିବେ ରଚନା ବାନାର୍ଜୀ ଓଲିଉଡ ଜଗତର 90 ଦଶକ ର ଜଣେ ସୁନ୍ଦର ଅଭିନେତ୍ରୀ।ସେତେବେଳେ ରଚନା ଓଲିଉଡ ଜଗତରେ ବହୁତ ଲୋକପ୍ରିୟ ଥିଲେ କିନ୍ତୁ ଏବେ ତାଙ୍କୁ ଆଉ ଦେଖିବାକୁ ମିଳୁନାହିଁ। ତେବେ ଆପଣ ମାନେ ସମସ୍ତେ ଜାଣିଥିବେ ରଚନା ବାନାର୍ଜୀ ଓଡ଼ିଆ ନୁହନ୍ତି ସେ ଜଣେ ବଙ୍ଗାଳି ସେ ପଶ୍ଚିମ ବଙ୍ଗ ରେ ଜନ୍ମ ହୋଇଥିଲେ।କିନ୍ତୁ ଓଡ଼ିଶାରେ ବହୁତ ଲୋକପ୍ରିୟତା ହାସଲ କରିଥିଲେ ରଚନା କାରଣ ତାଙ୍କର ସୁନ୍ଦର ଅଭିନୟ ଦ୍ୱାରା ଲୋକଙ୍କର ମନ ଜିତିପରିଥିଲେ।

ରଚନା କେବଳ ଓଲିଉଡ ଜଗତରେ ଅଭିନୟ କରିନାହାନ୍ତି ସେ ତେଲୁଗୁ ଓ ବଲିଉଡ ଜଗତରେ ମଧ୍ୟ ଅଭିନୟ କହିଛନ୍ତି ସେ ସେଥିରେ ମଧ୍ୟ ବହୁତ ଲୋକପ୍ରିୟତା ହାସଲ କରିଛନ୍ତି।କିନ୍ତୁ ସେ ବହୁତ ଫିଲ୍ମି ଓଡ଼ିଆ ରେ କରିଛନ୍ତି। ଏବେ କିଛି ଦିନ ହେବ ଶୁଣିବାକୁ ମିଳୁଛି କି ରଚନା ବାନାର୍ଜୀ ଙ୍କୁ କୁଆଡେ କରନା ହୋଇଛି ଓ ସେ ମେଡିକାଲ ରେ ଅଛନ୍ତି।ତେବେ ଏହି ଖବର ତାଙ୍କ ଫ୍ୟାନ ମାନେ ଜାଣିବା ପରେ ତାଙ୍କର ଆରୋଗ୍ୟ କାମନା କରିଛନ୍ତି।


ତେବେ ରଚନା ନିଜେ ଲାଇଭ ଆସି ତାଙ୍କ ଫ୍ୟାନ ମାନଙ୍କୁ କହିଛନ୍ତି କି ତାଙ୍କୁ କୌଣସି ପ୍ରକାର ରୋଗ କି କରନା ହୋଇନାହିଁ।ତାଙ୍କ ଦେହ ସମ୍ପୂର୍ଣ୍ଣ ରୂପରେ ଠିକ ଅଛନ୍ତି ସେ।ଏହା ତାଙ୍କର ନାମରେ ଏକ ମିଥ୍ୟା ଖବର ପ୍ରକାଶ କରାଯାଇଥିଲା।ଏହି କଥା ଶୁଣି ତାଙ୍କ ଫ୍ୟାନ ମାନେ ବହୁତ ଖୁସି ହୋଇଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଗୁ-ରୁ-ତ-ର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହେଲେ ସଙ୍ଗୀତ ନିର୍ଦ୍ଦେଶକ ଗୁଡୁଲି ରଥ (Goodly Rath)

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ର ବଡ ଦୁଃଖ ର ଖବର ଯେ ଆମ ଓଡିଆ ଇଣ୍ଡଷ୍ଟ୍ରି ପାଇଁ , …

Leave a Reply

Your email address will not be published. Required fields are marked *