Breaking News

ଲୋକପ୍ରିୟ ଓଡିଆ ଅଭିନେତ୍ରୀ ପ୍ରିୟା ଚୌଧୁରୀ (Priya Choudhury) ଙ୍କ ପୁରା ପରିବାର ବିଷୟରେ ପ୍ରଥମ ଥର ଜାଣନ୍ତୁ

ଆଜି ଆମେ ଆପଣ ମାନଙ୍କୁ କହିବୁ ଓଲିଉଡ ଜଗତର ଫେମସ ଅଭିନେତ୍ରୀ ‘ପ୍ରିୟା ଚୌଧୁରୀ’ ଙ୍କ ଜୀବନ ଶୈଳୀ ବିଷୟରେ।ଆପଣ ମାନେ ସମସ୍ତେ ନିଶ୍ଚୟ ପ୍ରିୟା ଚୌଧୁରୀ ଙ୍କୁ ଜାଣିଥିବେ ଓ ତାଙ୍କ ଅଭିନୟ ମଧ୍ୟ ଦେଖିଥିବେ।ସେ ଖୁବ ସୁନ୍ଦର ଅଭିନୟ କରନ୍ତି ଓ ତାଙ୍କ ଏହି ସୁନ୍ଦର ଅଭିନୟ ପାଇଁ ସେ ଆଜି ବହୁତ ଲୋକପ୍ରିୟତା ହାସଲ ମଧ୍ୟ କରିଛନ୍ତି।ସେ ତାଙ୍କର ଏହି ସୁନ୍ଦର ଅଭିନୟ ମାଧ୍ୟମରେ ଏକ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରି ପାରିଛନ୍ତି।

କିନ୍ତୁ ଦୁଃଖର ବିଷୟ ଏହା କି ଆଜି କା ଏ ସମୟରେ ଏହି ଅଭିନେତ୍ରୀ ଙ୍କୁ ଆଉ ଚଳଚିତ୍ର ରେ ଦେଖିବାକୁ ମିଳୁନାହିଁ।ଆଜି ଆମେ ଆପଣ ମାନଙ୍କୁ ପ୍ରିୟା ଚୌଧୁରୀ ଙ୍କର ରିଅଲ ଲାଇଫ ବିଷୟରେ କହିବୁ। ଆସାନ୍ତୁ ଜାଣିବା ପ୍ରିୟା ଚୌଧୁରୀ ଏବେ କଣ କରୁଛନ୍ତି।ଏବଂ ତାଙ୍କ ବୈବାହିକ ଜୀବନ ବିଷୟରେ ମଧ୍ୟ ଜାଣିବା।ତେବେ ଡେରି ନ କରି ଆସନ୍ତୁ ଜାଣିବା।

ଆମେ ଆପଣ ଙ୍କୁ କହି ରଖୁଛୁ କି ପ୍ରିୟା ପ୍ରଫେସନ ରେ ଜଣେ ଅଭିନେତ୍ରୀ ଆହୁରି ସେ ମଧ୍ୟ ମଡେଲିଙ୍ଗ କରନ୍ତି। ଏହି ଅଭିନେତ୍ରୀ ଜଣକ ୨୫ ଜୁଲାଇ ୧୯୮୯ ମସିହାରେ ଜନ୍ମ ଲାଭ କରିଥିଲେ ।ଏବେ ତାଙ୍କ ବୟସ ପ୍ରାୟ 30 ପ୍ରିୟା ଭୁବନେଶ୍ୱର ରେ ଜନ୍ମ ହୋଇଥିଲେ।ଏବଂ ସେ ହିନ୍ଦୁ ପରିବାର ର ଅଟନ୍ତି।

 

ପ୍ରିୟା ନିଜର କ୍ୟାରିଅର 2008 ମସିହାରୁ ନିଜର ପ୍ରଥମ ଫିଲ୍ମି ଡ୍ରିମ ଗାର୍ଲ ରୁ ଆରମ୍ଭ କରିଥିଲେ। ଏହି ଫିଲ୍ମ ମାଧ୍ୟମରେ ସେ ବେଶ ଲୋକପ୍ରିୟତା ମଧ୍ୟ ହାସଲ କରିଥିଲେ ।ଏବଂ ସେ 2009 ମସିହା ରେ ଫିଲ୍ମି ଅଭିମନ୍ୟୁ କରିଥିଲେ ଫିଲ୍ମି ଟି ମଧ୍ୟ ହିଟ ହୋଇଥିଲା।ଆହୁରି ମଧ୍ୟ 2014 ମସିହାରେ ତୋ ବାଟ ଚାହିଁଛି ରାତି ସାରା’ ଫିଲ୍ମି କରିଥିଲେ ଓ ଦର୍ଶକ ମାନଙ୍କ ମନ କୁ ଜିତିପାରିଥିଲେ। ଏହାଛଡା ତାଙ୍କର ଫିଲ୍ମ ‘ରୁମକୁ ଝୁମାନା’, ‘ଗୁଡ଼ ବଏ’, ‘ଦୋସ୍ତି’, ‘ଚାନ୍ଦିନୀ ଆଇ ମିସ ୟୁ’, ‘ହିରୋ’, ଏମିତି ବହୁତ ଗୁଡିଏ ହିଟ ଫିଲ୍ମି କରିଛନ୍ତି ପ୍ରିୟା ଚୌଧୁରୀ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *