Breaking News

ଲକଡାଉନ ପରେ କଲେଜ ରେ ନଜର ଆସିଲେ ଭୂମିକା ଦାସ (Bhumika Das) . . ଭିଡିଓ ହେଲା ଭାଇରାଲ

ଯଦି ଆପଣମାନେ ଓଡିଆ ଫିଲ୍ମ ଦେଖୁଥିବେ ତେବେ ଆପଣ ଭୂମିକା ଦାସ ଙ୍କୁ ନିଶ୍ଚିନ୍ତ ଜାଣିଥିବେ | ଆଜି ପ୍ରଥମଥର ଭୂମିକା ଦାସ କଲେଜ ଯିବା ସମୟରେ ବହୁତ ଅସୁବିଧାର ସମ୍ମୁଖିନ୍ନ ହେଉଛନ୍ତି | ଆପଣମାନେ ନିଶ୍ଚିନ୍ତ ଜାଣିବାକୁ ଚାହୁଁଥିବେ ଯେ ସେ କେଉଁ କଲେଜ ରେ ପଢୁଛନ୍ତି | ସେ ଭୁବନେଶ୍ବର ର ଏକ ଘରୋଇ କଲେଜ ରେ ପାଠ ପଢୁଛନ୍ତି ଏବଂ ଲକଡାଉନ ଖୋଲିବା ପରେ ପ୍ରଥମକରି ସେ କଲେଜ ଯାଇଛନ୍ତି |

ଭୂମିକା ଦାସ ଙ୍କୁ ଦେଖିବା ପାଇଁ ତାଙ୍କ କଲେଜ ରେ ବହୁତ ଭିଡ ହୋଇଥିଲା | ଏବଂ ଭୂମିକା ଙ୍କ ସାଙ୍ଗ ମାନେ ତାଙ୍କ ସହ ସେଲଫି ନେଇଥିଲେ | ଭୂମିକଙ୍କୁ ଦେଖିବା ପାଇଁ ତାଙ୍କ କଲେଜ ସାମ୍ନା ରେ ଏତେ ଭିଡ ହୋଇଥିଲା ଯେ ତାଙ୍କୁ ଏଥିପାଇଁ ବହୁତ ଅସୁବିଧା ର ସମୁଖୀନ ହେବାକୁ ପଡିଥିଲା |

ଆପଣମାନେ ଜାଣିବାକୁ ପାଉଥିବେ ଯେ ଭୂମିକା ଙ୍କର ଦୁଇଟି ନୂଆ ଓଡିଆ ଫିଲ୍ମ ଆସିବାକୁ ଯାଉଛି |ଏହି ଦୁଇଟି ଫିଲ୍ମ ର ସୁଟିଙ୍ଗ ଏବେ ବହୁତ ଜୋରସୋର ରେ ଚାଲୁଅଛି | ଗୋଟିଏ ଫିଲ୍ମ ରେ ପ୍ରଥମ କରି ଜ୍ଯୋତି ଏବଂ ଭୂମିକା ନଜର ଆସିବାକୁ ଯାଉଛନ୍ତି |

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ବୁଢ଼ୀ ହେଲେଣି କିନ୍ତୁ ଆଜି ଯାଏଁ ବିବାହ କରି ନାହାନ୍ତି ଏହି ଓଡ଼ିଆ ହିରୋଇନି ମାନେ !

ନମସ୍କାର ଦର୍ଶକବନ୍ଧୁ ଆମ ଅଲିଉଡ଼ ଇଣ୍ଡଷ୍ଟ୍ରି ର ବହୁ ସାରା ହିରୋଇନି ମାନେ ଅଛନ୍ତି ଯେଉଁ ମାନେ ବିଭାହ ପାଇଁ …

Leave a Reply

Your email address will not be published.