Breaking News

ଲକଡାଉନରେ ଲୋକଙ୍କୁ ସାହାଯ୍ୟ କରିଥିବା ଶ୍ରେଷ୍ଠ-୧୦ ସାଂସଦଙ୍କ ମଧ୍ୟରେ ରାହୁଲ !

ଆପଣ ମାନେ ଜାଣିଥିବେ ରାହୁଲ ଗାନ୍ଧୀ ଜଣେ ହୃଦୟ ବାନ ନେତା ଓ ଯୁବକ ମାନଙ୍କ ପାଇଁ ପ୍ରେରଣା ସେ ଆଜି ଏମିତି କିଛି କଥା ଜାଣିବା ରାହୁଲ ଗାନ୍ଧୀ ଙ୍କ ବିଷୟରେ । ସେ ଏହି ଲକଡାଉନ ରେ ଲୋକ ମାନଙ୍କୁ ବହୁତ ସାହାଯ୍ୟ କରିଛନ୍ତି ।କୋରୋନା ମହାମାରୀ ପାଇଁ ଲାଗିରହିଥିବା ଲକଡାଉନ ସମୟରେ ନିଜ ନିଜ ସଂସଦୀୟ କ୍ଷେତ୍ରର ଲୋକଙ୍କ ପାଇଁ ଉତ୍କୃଷ୍ଟ କାର୍ଯ୍ୟ କରିଥିବା ସାଂସଦଙ୍କ ମଧ୍ୟରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ମଧ୍ୟ ସାମିଲ ଅଛନ୍ତି।

ଏକ ସର୍ଭେ ରିପୋଟ ରୁ ଜଣା ପଡ଼ିଛି ବିଜେପି ସାଂସଦ ଅନୀଲ ଫିଜୋରିଆ ନେଲ୍ଲୋରରୁ ସାଂସଦ ଅଡାଲା ପ୍ରଭାକର ରେଡ୍ଡୀ ଏବଂ ୱାୟନାଡରୁ କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ସେହୁ ଅଳ୍ପ କିଛି ନେତାଙ୍କ ମଧ୍ୟରେ ସାମିଲ ଅଛନ୍ତି। ଯେଉଁମାନେ ଲକଡାଉନ ସମୟରେ ନିଜ ନିର୍ବାଚନମଣ୍ଡଳୀରେ ଲୋକମାନଙ୍କୁ ସବୁଠାରୁ ଅଧିକ ସାହାଯ୍ୟ କରିଛନ୍ତି।

ଦିଲ୍ଲୀ ର ଏକ ସଂସ୍ଥା ଏହି ସର୍ଭେ ଅକ୍ଟୋବର 1 ରୁ ଆରମ୍ଭ କରିଥିଲା।ସର୍ଭେ ର ନାମାଙ୍କନ କୁ ଭିତି କରି 25 ଜଣ ଲୋକସଭା ସାଂସଦ ଏଥି ପାଇଁ ଛୋଟ ଲିଷ୍ଟ କରାଯାଇଥିଲା ସେହି ସାଂସଦ ମାନଙ୍କ ନିର୍ବାଚନ ମଣ୍ଡଳୀ ରେ ଲୋକମାନଙ୍କୁ ଭେଟି ଶ୍ରେଷ୍ଠ 10 ସାଂସଦ ଚୟନ କରାଯାଇଥିଲା।

ଏହି ୧୦ ଜଣ ସାଂସଦଙ୍କ ମଧ୍ୟରେ ପ୍ରଥମ ସ୍ଥାନରେ ବିଜେପିର ଅନିଲ ଫିରୋଜିଆ ଅଛନ୍ତି ।ଦିତୀୟ ରେ ଅଛନ୍ତି ପ୍ରଭାକର ରେଡ୍ଡୀ।ତୃତୀୟ ରେ ଅଛନ୍ତି ରାହୁଲ ଗାନ୍ଧୀ।,ଚତୁର୍ଥ ରେ ଅଛନ୍ତି ମହୁଆ ମିତ୍ର, ପଞ୍ଚମ ରେ ଅଛନ୍ତି ,ତେଯ୍ୟସି ସୂର୍ଯ୍ୟ, ଷଷ୍ଠ ରେ ଅଛନ୍ତି ହେମନ୍ତ ତୁକାରାମ ଗୋଡସେ ସପ୍ତମ ସୁଖବୀର ସିଂ ବାଦଲ, ଅଷ୍ଟମରେ ବିଜେପିର ଶଙ୍କର ଲଲୱାନି, ନବମରେ ଡିଏମକେ (DMK) ର ଡକ୍ଟର ଟି ସୁମତି ଥାମିଝାଚି ଥାଙ୍ଗାପାଣ୍ଡିଆନ୍ ଏବଂ ଦଶମ ସ୍ଥାନରେ ବିଜେପିର ନିତିନ ଜୟରାମ ଗଡକରୀ ସାମିଲ ଅଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *