Breaking News

ଦେଖନ୍ତୁ Vairal ଭିଡ଼ିଓ – ସିଂହ ଆଗରେ ନାଚୁଥିଲେ ଏହି ମହିଳା, ହଠାତ ସିଂହ ଯାହା କଲା ଶୁଣିଲେ ବିଶ୍ବାସ କରିବେନି …

ଜଙ୍ଗଲର ରାଜା ହେଉଛି ସିଂହ । ଯାହା ହେଉଛି ଗୋଟିଏ ଶକ୍ତିଶାଳୀ ପଶୁ ଏକଥା ତ ସମସ୍ତ ଙ୍କୁ ଜଣା। ଥରେ ଭାବନ୍ତୁ ଯଦି ଆପଣଙ୍କୁ ଗୋଟିଏ ସିଂହ ଥିବା ଜନ୍ତା ଭିତରକୁ ଛଡା ଯାଏ ତାହେଲେ ସେହି ସମୟରେ ଆପଣଙ୍କ ଅବସ୍ଥା କଣ ହେବ ଏମିତି କରିବା ପରକଥା କଥା ଭାବିଲେ ହିଁ ଦେହରେ ଝାଳ ଆସିଯାଉଚି।କିନ୍ତୁ ଆଜି ଆମେ ଯେଉଁ ଘଟଣା ଟି ବିଷୟରେ କହିବୁ ତାକୁ ଶୁଣିଲେ ଆପଣ ସହଜରେ ବିଶ୍ୱାସ କରିପାରିବେ ନାହିଁ କିନ୍ତୁ ଘଟଣା ଟି ପୁରାପୁରି ସତ। କାହିଁକି ନା ସେହି ଘଟଣା ଟିର ଭିଡିଓ ବି ଏବେ ବେଶ ଭାଇରାଲ ହେବାରେ ଲାଗିଚି।

ତେବେ ଆସନ୍ତୁ ଜାଣିବେ ଘଟଣାଟି ବିଷୟରେ। ନିୟୁୟର୍କ ର ବ୍ରୋନ୍କ ଚିଡ଼ିଆ ଖାନାରେ ଘଟିଚି ଏକ ଅଭାବନୀୟ ଘଟଣା। ଗତ ଶନିବାର ଦିନ ଜଣେ ମହିଳା ସେହି ଚିଡ଼ିଆ ଖାନା କୁ ବୁଲିବା ପାଇଁ ଯାଇଥିଲେ। କିନ୍ତୁ ହଠାତ ମହିଳା ଜଣଙ୍କ ମନକୁ କଣ ଆସିଲା କେଜାଣି ସେ ସେଠାରେ ସେପ୍ଟି ବ୍ୟାରିଅର ଡେଇଁ ସିଂହ ଥିବା ଖୁଆଡ଼ ଭିତରକୁ ପଶି ଯାଇଥିଲେ। ଏହା ଦେଖି ସେଠାରେ ଥିବା ଅନ୍ୟ ଲୋକମାନଙ୍କର ହୋସ ଉଡ଼ିଯାଇଥିଲା। କାରଣ ଏମିତି କରିବା ଜଣେ ସାଧାରଣ ଲୋକ ପାଖେ ସମ୍ଭବ ନୁହେଁ।

କିନ୍ତୁ ତା ପରେ ଯାହା ହେଲା ସେକଥା ଶୁଣିଲେ ଆପଣଙ୍କ ପା-ଦ-ତ-ଳୁ ମାଟି ଖସିଯିବ। ମହିଳା ଜଣଙ୍କ ତା ଭିତରକୁ ଡେଇଁ ଲା ପରେ ସିଂହ ଟିଏ ତାଙ୍କ ସମ୍ନାକୁ ଆସିଥିଲା କିନ୍ତୁ ମହିଳା ବିଲକୁଲ ଡ-ରି ଯି-ବା ଭଳି ଦେଖାଯାଉନଥିଲେ। ଆଶ୍ଚର୍ଯ୍ୟ କଥା ସିଂହ ବି ତାର ତାଙ୍କୁ କୌଣସି ପ୍ର-କା-ର ହିଂ-ସ୍ର ପ୍ର-କୃ-ତି ଦେଖାଉ ନଥିଲା। ବରଂ ନିରୀହ ଭଳି ଚାହିଁ ରହିଥିଲା। ଏତିକିରେ ମହିଳାଙ୍କ ମନ ଶାନ୍ତି ହେଲାନି ଯେ ସେ ତାକୁ ର-ଗେ-ଇ-ବା ପାଇଁ ତା ଆଗରେ ନାଚିବାକୁ ଲାଗିଲେ।

ତା ପରେ ସିଂହଟି କିଛି ପ୍ରତିକ୍ରିୟା ନକରି ସେମିତି ଠିଆ ହେଇଥାଏ। ଏମିତି କିଛି ସମୟ କରିବା ପରେ ମହିଳା ଜଣଙ୍କ ତା ଭିତରୁ ବାହାରି ଆସିଲେ। ମହିଳାଙ୍କର ସିନା କିଛି ହେଲାନାହିଁ କିନ୍ତୁ ଚିଡ଼ିଆଖାନା ର ଅଧିକାରୀ ଏହାକୁ ଅ-ତି ଗୁ-ରୁ-ତ-ର ଭାବେ ନେଇଛନ୍ତି କାରଣ ସେପ୍ଟି ବ୍ୟାରିଅର ଭାଙ୍ଗିବା ଏକ ଗୁ-ରୁ-ତ-ର ଅ-ପ-ରା-ଧ ଏଥିପାଇଁ ତାଙ୍କୁ ଦଣ୍ଡ ଦିଆଯିବା ମଧ୍ୟ ଦରକାର। କିନ୍ତୁ ଅନ୍ୟପଟେ ଭିଡିଓ ଟି ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାସହ ଲୋକେ ଏହାକୁ ବହୁତ ପସନ୍ଦ ମଧ୍ୟ କରିଛନ୍ତି।

 

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଷ୍ଟେଟ ବ୍ୟାଙ୍କ ର ବଡ ଦୁର୍ନୀତି !! ଆଦିବାସୀ ବ୍ୟକ୍ତିଙ୍କ ଆକାଉଣ୍ଟରୁ ୧୮ ଲକ୍ଷ ଗାଏବ , ଆପଣଙ୍କ ପଇସା କେତେ ସୁରକ୍ଷିତ ?

ଲୋକମାନେ ନିଜର ଟଙ୍କାକୁ ଘର ଅପେକ୍ଷା ବ୍ୟାଙ୍କରେ ରଖିବାକୁ ପସନ୍ଦ କରିଥାନ୍ତି।କାରଣ ସେଠାରେ ତାଙ୍କର ଟଙ୍କା ସୁରକ୍ଷିତ ରହିଥାଏ। ଲୋକ …

Leave a Reply

Your email address will not be published. Required fields are marked *