Breaking News

ଲିଙ୍ଗରାଜ ମନ୍ଦିରର ର ରହସ୍ୟ ଏବଂ ଚମତ୍କାରିତା ବିଷୟରେ ଜାଣିଲେ ଆପଣ ମୁଣ୍ଡ ରେ ହାତ ଦେଇଦେବେ ?

ଦର୍ଶକବନ୍ଧୁ ଆମ ଓଡିଶା କଳା ସଂସ୍କୃତି ପ୍ରାଚୀନ ଐତିହାସିକ ସାରା ବିଶ୍ୱରେ ପ୍ରସିଦ୍ଧ ଯେମିତିକି ଆମ ଦେଶରେ ଅନେକ ପ୍ରାଚୀନ ମନ୍ଦିର ଅଛି ଯାହାର ଭେଦ କରିବା ଆଜିର ଅଧାନିକ ଯୁଗରେ ରହସ୍ୟମୟ ସେମିତି ଏକ ଚମତ୍କାରୀ ଅଲୌକିକ ମନ୍ଦିର ହେଉଛି ଲିଙ୍ଗରାଜ ମନ୍ଦିର ଭୁବନଶ୍ୱେରରେ ସ୍ଥିତ ଏହି ମନ୍ଦିର ଭାରତରେ ଥିବା ପ୍ରାଚୀନ ମନ୍ଦିର ମାନଙ୍କ ଠାରୁ ଅନ୍ୟତମ ଅଟେ | ଏହା ଏପରି ଏକ ମନ୍ଦିର ଏଠାରେ ଭଗବାନ ବିଷ୍ଣୁ ଓ ମହେଶ୍ୱରଙ୍କୁ ଏକା ସାଙ୍ଗରେ ପୂଜା କରାଯାଏ ଏହି ସ୍ଥାନରେ ମାତା ପାର୍ବତୀଙ୍କର ଦୁଇ ରାକ୍ଷସଙ୍କ ସହ ଭୟଙ୍କର ଯୁଦ୍ଧ ହୋଇଥିଲା | ପୌରାଣିକ କଥା ଅନୁସାରେ ମଧ୍ୟଯୁଗ ସମୟରେ ଏଠାରେ 7000 ରୁ ଅଧିକ ଛୋଟ ଛୋଟ ମନ୍ଦିର ଥିଲା ମାତ୍ର ଆଜି ପାଖାପାଖି 500ଟି ମନ୍ଦିର ବଞ୍ଚିଯାଇଛି |

ଲିଙ୍ଗରାଜ ମନ୍ଦିରର ଆକାରରେ ବହୁତ ବଡ଼ ହେଲେ ମଧ୍ୟ ଏହାର ସୁନ୍ଦର କାରୁକାର୍ଯ୍ୟ ଅତ୍ୟଧିକ ସୁନ୍ଦର। ପ୍ରତ୍ୟେକ ଦିନ ହଜାର ହଜାର ଶ୍ରଦ୍ଧାଳୁଙ୍କୁ ଆକୃଷ୍ଟ କରୁଛି ଏହି ମନ୍ଦିର 2017 ମସିହାର ରିପୋର୍ଟ ଅନୁସାରେ ଶିବରାତ୍ରି ଦିନ ଲକ୍ଷରୁ ଅଧିକ ଭକ୍ତ ମାନଙ୍କର ଏକାସହ ସମାଗମ ହେଇଥାଏ ଲିଙ୍ଗରାଜର ଅର୍ଥ ଲିଙ୍ଗ ମାନଙ୍କ ରାଜା ଅର୍ଥାତ୍ ଏହା ଭଗବାନ ଶିବଙ୍କୁ ଦର୍ଶାଇଥାଏ |

ବାସ୍ତବରେ ଏଠାରେ ଭଗବାନ ଶିବଙ୍କ ପୂଜା କରାଯାଏ ପ୍ରଥମେ କୀର୍ତ୍ତିବାସ ଉପରେ କରାଯାଉ ଥିଲା ପରେ ତାଙ୍କ ପୂଜା ହରିହର ନାମରେ କରାଗଲା ଏଠାରେ ଭଗବାନ ମହାଦେବଙ୍କୁ ତ୍ରିଭୁବନେଶ୍ଵର ବୋଲି କୁହାଯାଏ ଅର୍ଥାତ୍ ତିନି ଲୋକ ସ୍ୱର୍ଗ ମର୍ତ୍ତ୍ୟ ଓ ପତଳାର ରାଜା ମାତା ପାର୍ବତୀଙ୍କୁ ଭୁବନେଶ୍ଵରୀ ବୋଲି କୁହାଯାଏ ଏବଂ ପ୍ରତ୍ୟେକ ବର୍ଷ ଲିଙ୍ଗରାଜ ମନ୍ଦିରରେ ରଥ ଯାତ୍ରା ମଧ୍ୟ ହୋଇଥାଏ ଓ ଏହା ବୈଷ୍ଣବୀ ପୂଜାରେ ପଡିଥାଏ |

ସେହିଦିନ ଦେବା ଦେବୀମାନଙ୍କୁ ରଥରେ ବସାଇ ରାମେଶ୍ୱର ମନ୍ଦିରକୁ ନେଇଯାନ୍ତି ଭକ୍ତମାନେ ରଥକୁ ଟାଣି ନେଇଯାନ୍ତି ଭକ୍ତ ଓ ଭାଗବାନଙ୍କର ସେହି ଅପୂର୍ବ ବେଳର ଅତ୍ୟନ୍ତ ଦୁର୍ଲଭ ଓ ଭାବ ବିହ୍ବଳ କରିଦେଇଥାଏ | ଯେଉଁ ଭକ୍ତମାନଙ୍କୁ ଲିଙ୍ଗରାଜ ମନ୍ଦିର ଦର୍ଶନ ପାଇଁ ଅନୁମତି ନାହଁ ସାକ୍ଷତ ଲିଙ୍ଗରାଜ ତାଙ୍କର ସେହି ଭକ୍ତ ମାନଙ୍କର ମନବାଞ୍ଛା ପୁରଣ ପାଇଁ ନିଜ ଭକ୍ତ ମାନଙ୍କ ପାଖକୁ ଚାଲି ଆସନ୍ତି ଆମର ଅନେକ ଓଡ଼ିଆ ଭାଇ ଓ ଭଉଣୀ ମାନେ ପ୍ରତ୍ୟେକ ବର୍ଷ ଏହି ମନ୍ଦିରକୁ ଭଗଵାନଙ୍କ ଦର୍ଶନ ପାଇଁ ଯାଇଥାନ୍ତି |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.