Breaking News

LICର ନୂଆ ଧମକେଦାର ଅଫର, ମାତ୍ର 12000 ଦେଇ ସାରା ଜୀବନ ପାଆନ୍ତୁ Pension ଦେଖନ୍ତୁ ଯଦି ଆପଣଙ୍କର ମୄ-ତ୍ୟୁ ହୋଇଗଲା କେମିତି ପାଇବେ ତାଙ୍କ !

ନମସ୍କାର ବନ୍ଧୁଗଣ ଆସିଲା ବଡ ଅପଡେଟ LIC ର ନୂଆ ଧମାକେଧାର ଅଫର୍ ମାତ୍ର ୧୨୦୦୦ ଦେଇ ସାରାଜୀବନ ପାଆନ୍ତୁ ପେନସନ ଭାରତ ବିମାନ ଜୀମା LIC ପୁଣି ଥରେ ସମସ୍ତ କ ପାଇ ଏକ ଭଲ ଅଫର୍ ନେଇଆସିଚି ୧୨୦୦୦ ଟଙ୍କା ଜମା ଦେବେ ଆଉ ଜୀବନ ସାରା ପେନସନ ପାଇବେ LIC ସବୁଠାରୁ ବଡ଼ ବିମା କମ୍ପାନୀ ଅଟେ କାହିଁକି ସେ ମଝିରେ ମଝିରେ ଏମିତି ସବୁ ଅଫର୍ ବାହାର କରିଥାଏ ଯେଉଁଥିରେ ଆପଣ ବୋହୁତ ଲାଭବାନ ରହିବେ LIC ର ଏହି ଯୋଜନା ର ନାମ ହେଉଛି ସରଳ ପେନସନ ସ୍କିଲ୍ ଏହି ବର୍ଷ ଜୁଲାଇ ମାସରୁ ହିଁ ନିଜର ଏହି ନୂଆ ପ୍ଲାନ୍ କୁ ଚାଲୁ କରୁଅଛି |

ଏହା ଏକ ବାର୍ଷିକ ପ୍ଲାନ୍ ଯୋଜନା ଅଟେ ତେବେ ଦର୍ଶକବନ୍ଧୁ ଏଥିରେ ଆପଣ ମାନକୁ ସର୍ବନିମ୍ନ କେତେ ଟଙ୍କା ବିନିଯୋଗ କରିବା ପାଇଁ ପଡିବ ଏବଂ ଆପଣ କର ବୟସ ସୀମା କେତେ ରହିବ ତାର ସଂପୂର୍ଣ୍ଣ ବିବରଣୀ ଜାଣିବା ତେବେ ଦର୍ଶକବନ୍ଧୁ ସାଧାରଣ ଲୋକ ମାନେ ଏହି ଯୋଜନା ରେ ଭର୍ ପୁର୍ ଲାଭ ଉଠାଇ ପାରିବେ LIC ର ସରଳ ପେନସନ ସ୍କିଲ କୁ ଆପଣ ଅନଲାଇନ ଏବଂ ଅଫ୍ଲାଇନ ଦ୍ବାରା କିଣି ପାରିବେ ଆପଣ ଜଣେ ନୁହେ ମିଳିତ ଭାବରେ ଏହି ସ୍କିଲ୍ଲ ର ଲାଭ ଉଠାଇ ପାରିବେ ଅର୍ଥାତ୍ ଏହି ଯୋଜନା ର ଲାଭ ଆପଣ ପାଇବା ସହ ଆପଣ କ ପରେ ଆପଣଙ୍କ ପରିବାର ର ସଦସ୍ୟ ବି ଏହି ଯୋଜନା ର ଲାଭ ଉଠାଇ ପାରିବେ | ପଲିସି ନେବାର ୬ ମାସ ପରେ ଆପଣ ଏହି ପଲିସି ଆଧାର ରେ ଲୋନ ନେଇ ପାରିବେ |

ସବୁଠାରୁ ମୁଖ୍ୟ କଥା ହେଉଛି ଆପଣ କ ବୟସ ଆଧାର ରେ ହିଁ ପ୍ରୀମିୟମ ରାଶି ନିର୍ଭର ହୋଇଥାଏ ତେବେ ପ୍ରଥମେ ଆପଣ LIC ର ୱେବସାଇଟ କୁ ଯାଆନ୍ତୁ ଏହା ପରେ ସରଳ ପେନସନ ସ୍କିଲ କୁ ଯାଇ ପ୍ଲାନ୍ କିଣି ପାରିବେ ଏହି ଯୋଜନା ଅନୁସାରେ ଆପଣ କୁ ସର୍ବ ନିମ୍ନ ୧୨୦୦୦ ଟଙ୍କା ଦେବା କୁ ପଡିବ | ଏହା ଠାରୁ ଯେତେ ଅଧିକ ଟଙ୍କା ଚାହିଁଲେ ବି ଆପଣ ଏଥିରେ ଜମା କରି ପାରିବେ ପଲିସି ନେବାର ବୟସ ସର୍ବନିମ୍ନ ୪୦ ହୋଇଥିବା ଦରକାର ଓ ସର୍ବାଧିକ ୮୦ ବର୍ଷ ରହିଛି ଯଦି କୌଣସି ବ୍ୟକ୍ତି ମାସକୁ ଥରେ ପ୍ରିମିୟମ ନ ଦେଇ ପାରନ୍ତି ତେବେ ସେମାନେ ମାସକୁ କିମ୍ବା ୨ ମାସକୁ ଥରେ ଦେଇପାରିବେ |

ଏଥି ପାଇଁ ପଲିସି ନେଇଥିବା ବ୍ୟକ୍ତି କୁ ଅଧିକ ଟଙ୍କା ଦେବାକୁ ପଡିବ ନାହିଁ ସରଳ ପେନସନ ଯୋଜନା ରେ ଟଙ୍କା ନିବେଶ କରୁଥିବା ଲୋକ ମାନକ ପାଇଁ LIC ଦୁଇଟି ଅପ୍ସନ୍ ରଖିଛି ପ୍ରଥମ ରେ ହେଉଛି ପଲିସି ଶେଷ ହେବା ପରେ | ପ୍ରତି ମାସରେ ପେନସନ ନେଇପାରିବେ ମୃ-ତ୍ୟୁ ପରେ ତାଙ୍କର ପରିବାର କୁ ଟଙ୍କା ମିଳିବ କିମ୍ବା ପଲିସି ନେଇଥିବା ବ୍ୟକ୍ତି ର ମୃତ୍ୟୁ ପରେ ତାଙ୍କର ସ୍ବାମୀ କିମ୍ବା ସ୍ତ୍ରୀ ପ୍ରତି ମାସରେ ପେନସନ ରୂପରେ ଟଙ୍କା ପାଇଁ ପାରିବେ ଏହା ସହ ତାଙ୍କର ମୃ-ତ୍ୟୁ ପରେ ବି ମୂଳ ଟଙ୍କା ଫେରି ପାଇବେ ତେବେ ଦର୍ଶକ ବନ୍ଧୁ ଏହା ଥିଲା lic କୁ ନେଇ କିଛି ନୂଆ ଅପଡେଟ |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.