Breaking News

LIC ରଦମଦାର ସ୍କିମ ମାତ୍ର ଥରେ ପଇସା ରଖି ଜୀବନ ସାରା ମାସକୁ ପାଆନ୍ତୁ 12,000 ଟଙ୍କା ଏମିତି ଉଠାନ୍ତୁ ଲାଭ…

ଦର୍ଶକବନ୍ଧୁ LIC ତରଫରୁ ଆସିଛି ଏକ ଦମଦାର ସୂଚନା ଯଦି ଆପଣ ହାତ ଛଡ଼ା କରିବେ ପରେ ପସ୍ତେଇ ପାରନ୍ତି ତେବେ LIC ଆଣିଛି ଆପଣମାନଙ୍କ ପାଇଁ ଏକ ଦମଦାର ଖୁସି ଖବର ତେବେ ଏହି ପଲିସିରେ ଆପଣ ମାନଙ୍କୁ ମିଳିବ ହଜାର ହଜାର ଟଙ୍କା ଜାଣନ୍ତୁ ଆପଣମାନେ କିପରି ଏହି LIC ର ଫାଇଦା ଉଠେଇ ପାରିବେ |

ତେବେ ଦର୍ଶକବନ୍ଧୁ LIC ଆଣିଦେଇଛି ଆପଣମାନଙ୍କ ପାଇଁ ଏକ ଦମଦାର ଖୁସି ଖବର ସମସ୍ତଙ୍କୁ ଅବସର ପରେ ପ୍ରତି ମାସ ପେନସନ ଆବଶ୍ୟକ ହୋଇଥାଏ ଏଥି ପାଇଁ ଠିକ ଜାଗାରେ ପ୍ଳାନିଙ୍ଗ ଏବଂ ଠିକ ସ୍ଥାନରେ ନିବେଶ କରିବା ଆବଶ୍ୟକ ହୋଇଥାଏ ଦେଶରେ ସବୁ ଠାରୁ ବଡ଼ ବୀମା କମ୍ପାନୀ LIC ସବୁ ବର୍ଗର ଲୋକଙ୍କୁ ଆବଶ୍ୟକତାକୁ ଧ୍ୟାନରେ ରଖି ପ୍ଲାନ ଲଞ୍ଚ କରିଥାଏ |

ବନ୍ଧୁଗଣ କମ୍ପାନୀ ଲୋକଙ୍କ ପେନସନ ସହ ଜଡ଼ିତ ଆବଶ୍ୟକତାକୁ ଧ୍ୟାନରେ ରଖି LIC ପେନସନ ପ୍ଲାନ ଆରମ୍ଭ କରିଛି | ଯଦି ଆପଣ ନିକଟରେ ଅବସର ନେଇଛନ୍ତି ତାହା ଆପଣ ମାନଙ୍କୁ ପିଏଫ ଫଣ୍ଡ ଏବଂ ଗ୍ରାଜୁଟି ଟଙ୍କା ମିଳିଛି ତେବେ ଆପଣ ଏହି ପ୍ଳାନରେ ନିବେଶ କରିପାରିବେ ପ୍ରତି ମାସ ଆପଣ ମାନେ ପେନସନ ପାଇବେ LIC କାଲକୁଲେଟର ଅନୁସାରେ ଯଦି ଆପଣ 30,00,000 ଟଙ୍କାର ଆନ୍ୟୁଟି କିଣିଛନ୍ତି ତେବେ ଆପଣମାନଙ୍କୁ 12,300 ଟଙ୍କାର ପେନସନ ମିଳିବ |

ଦର୍ଶକବନ୍ଧୁ ଆନ୍ୟୁଟି କିଣିବାର ବ୍ୟକ୍ତିର ସର୍ବ ନିମ୍ନ ବୟସ 40 ବର୍ଷ ହୋଇଥିବା ଦରକାର ସେହିଭଳି ସର୍ବାଧିକ 80 ବର୍ଷ ହୋଇଥିବା ଦରକାର ଆପଣ ସର୍ବନିମ୍ନ 12,000 ଟଙ୍କାର ଆନ୍ୟୂଟି କିଣିପାରିବେ |ଏଥିରେ ନିବେଶ କରିବାର କୌଣସି ସର୍ବନିମ୍ନ ସୀମା ରଖାଯାଇ ନାହିଁ|

ତେବେ ବନ୍ଧୁଗଣ କେହି ବି ବ୍ୟକ୍ତି ଏହି ପ୍ଲାନ ଅନୁଯାଇ ଥରେ ବି ପ୍ଲାନ ଭରିବାର ବାର୍ଷିକ ଛଅ ମାସ ତିନି ମାସ ଆଧାରରେ ପେନସନ ପାଇବେ LIC ସରଳ ପେନଶନ ପ୍ଲାନ ଅନୁଯାଇ ପଲିସି ଆରମ୍ଭ ହେବାର ଛଅ ମାସ ପରେ କେହି ବି ବ୍ୟକ୍ତି ଲୋନ ନେଇପାରିବେ | ଜଏଣ୍ଟ ଲାଇଫ ଆନ୍ୟୁଟି ବ୍ୟକ୍ତି ତାଙ୍କ ସମ୍ପର୍କୀୟଙ୍କ ନାମରେ ଲୋନ ପାଇପାରିବେ |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.