Breaking News

LIC କୁ ନେଇ ଆସିଲା ବହୁତ ବଡ଼ ଖୁସି ଖବର, LIC ରେ କରନ୍ତୁ ଏହି କାମ ମାସକୁ ମାସ ଆପଣ ପାଇ ପାରିବେ Pension ୧୨ ଟଙ୍କା….ଦେଖନ୍ତୁ କେମିକି କରିବେ ଏହି LIC !

LIC କୁ ନେଇ ଆସିଛି କିଛି ନୂଆ Pension ପ୍ଲାନ ଯେଉଁଥିରେ ଆପଣଙ୍କୁ ମାତ୍ର ଠାରେ ପଇସା ଜମା କଲେ ପ୍ରତିମାସ ପାଇପାରିବେ 12 ହଜାର ଟଙ୍କା ତେବେ କଣ ରହିଛି ଏହି Pension କେମିତି ଏହାକୁ ଆପଣ ଅରିବେ ଆବେଦନ ଆସନ୍ତୁ ନଜର ପକାଇବା ସମ୍ପୂର୍ଣ ଖବର | ସମସ୍ତ ଅବସର ପରେ ପ୍ରତି ମାସରେ pension ଅବଶକ୍ୟତା ରହିଥାଏ ଏଠି ପାଇଁ ଠିକୀ ସମୟରେ ପ୍ଲାନିଙ୍ଗି ଠିକି ଜାଗାରେ ନିବେଶ କରିବା ଦରକାର ହୋଇଥାଏ |

ତେବେ ଦେଶର ସବୁଠାରୁ ବଡ଼ ବୀମା କମ୍ପନୀ ହେଉଛି LIC ସବୁ ବର୍ଗର ଅବଶକ୍ୟତା ଆଖି ଆଗରେ ରଖି ପ୍ଲାନ ମଧ୍ୟ ଲଂଚ କରିଥାଏ ତେବେ କମ୍ପନୀ ଲୋକଙ୍କ Pension ସହିତ ଜଡିତ ଅବଶକ୍ୟତା ଧ୍ୟାନ ରେ ରଖି LIC ସରଳ Pension ପ୍ଲାନ ଆରମ୍ଭ କରିଛି ଯଦି ଆପଣ ଖୁବୁ ଶୀଘ୍ର Pension ପାଇବା ପାଇଁ ଚାହୁଁ ଛନ୍ତି ତେବେ ଆପଣ ଏହି ପ୍ଲାନ ରେ ନିବେଶେ କରି ପାରିବେ ଆପଣ ପରି ମାସରେ Pension ମଧ୍ୟ ପାଇପାରିବେ ଏଠି ପାଇଁ ଆପଣଙ୍କୁ | LIC ନିୟମ ଅନୁଯାଇ ଯଦି ଆପଣ 30 ଲକ୍ଷେ ଟଙ୍କାର ଆନଏଟିକ କିଣୁଛନ୍ତି ତେବେ ଆପଣଙ୍କୁ ପ୍ରତି ମାସରେ 12 ହଜାର 388 ଟଙ୍କାର Pension ମିଳିବ |

ତେବେ ଆନଏଟିକ କିଣିବା ପାଇଁ ବେକ୍ତିଙ୍କ ବୟସ ସର୍ବ ନିମ୍ନ 40 ବର୍ଷ ହୋଇଥିବା ଦରକାର ସେହି ଭଳି ସର୍ବଧିକ 80 ବର୍ଷ ହୋଇଥିବା ଦରକାର | ତେବେ ଆପଣ ସର୍ବନିମ୍ନ 12 ହଜାର ଟଙ୍କାର ବର୍ଷୀକ ଆନଏଟିକ କିଣିପାରିବେ ଅବଶ୍ୟ ଏଥିରେ ନିବେଶ କରିବା ପାଇଁ କୌଣସି ସର୍ବଧିକ ସୀମା ରଖାଯାଇ ନାହିଁ | କେହିବି ବ୍ୟକ୍ତି ଏହି ପ୍ଲାନ ଅନୁଯାଇ ଠାରେ ପ୍ରିମିୟମ ଭରିବା ପରେ ବର୍ଷିକ ଓ 6ମାସ ଏମିତିକି ୩ ମାସ ଆଧାରରେ Pension ମଧ୍ୟ ପାଇପାରିବେ LIC ସରଳ Pension ପ୍ଲାନ ଅନୁଯାଇ ପଲିସି ଆରମ୍ଭ ହେବାର ୬ ମାସ ପରେ କେହିବି ବ୍ୟକ୍ତି ବି ଲୋନ ନେଇ ପାରିବେ |

ତେବେ ଜଏଣ୍ଟ ଲାଇଫି ପ୍ଲାନ ଅପସନ ନେଇଥିବା ବ୍ୟକ୍ତି ତାଙ୍କ ସମ୍ପ୍ରକିୟା ନାମରେ ଲୋନ ସୁବିଧା ପାଇପାରିବେ ତେବେ ଯାହାକି ଏହି ପ୍ଲାନ ର ନାମ ହେଉଛି LIC ସରଳ Pension ପ୍ଲାନ ଯଦି ଆପଣ ଭାବୁଥିବେ ଏହାକୁ କେମିତି apply କରିବେ ତେବେ ଆପଣ ଜାଣି ରଖନ୍ତୁ ନିକଟସ୍ତ LIC ଅଫିସିରେ ଯେମିତିକି LIC ଏଜେଣ୍ଟ ମାନଙ୍କ ସହ ସମ୍ପର୍କ କରିବାକୁ ପଡିବ ଯେଉଁ ଥିରେ ଆପଣ ଥରଟିଏ ପଇସା ଜମା କରି ପ୍ରତି ମାସ ପାଇପାରିବେ ମାସକୁ 12 ହଜାର ଟଙ୍କା |

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.