Breaking News

ଆପଣଙ୍କର LIC ପଲିସି ଅଛି କି, ଯଦି ହଁ ତେବେ ଏହି ଖବର ଟି ପଢନ୍ତୁ, ବୁଡିଯାଇପାରେ ଆପଣଙ୍କ ଟଙ୍କା, ଅନ୍ୟମାନଙ୍କ ସହ ସେୟାର କରନ୍ତୁ

ଆପଣ ଭିତରୁ କେହି ଏଲ,ଆଇ.ସି କରିଛନ୍ତି କି ଯଦି ହଁ ଏମିତି ଭାବରେ ଆସିପାରେ ଆପଣଙ୍କ ପାଖକୁ କଲ୍ । ଆପଣ ମାନେ ଯଦି ଟିକେ ଅସାବଧାନ୍ ହେଲେ ତାହାଲେ ବୁଡି ଯିବ ଆପଣ ଙ୍କ ସବୁ ଟଙ୍କା । ଯାହା ଆଉ କେବେ ଟଙ୍କା ଫେରି ପାଇବେ ନାହିଁ । ଆଉ ତାପରେ ଆପଣ ଏମିତି ଅସୁବିଧାରେ ପଡିବେ ଯାହା କଥାରେ କହି ହେବନି ।

ଆମେ ଆପଣ ମାନଙ୍କୁ କହୁଚୁ ଯେ ଏଲ,ଆଇ.ସି ବିଷୟରେ ଆସୁଥିବା ଫୋନ୍ କଲ୍ ବିଭିନ୍ନ ସମୟରେ ଏଲ,ଆଇ.ସି ନାରେ ଆସୁଚି କଲ୍ ଯେଉଁ କଲ୍ ରେ ପଲିସି ବାବଦରେ ସଂପୂଣ୍ଣ ତଥ୍ୟ ବିଷୟରେ ମଗାଯାଇଛି । ଠକ ମାନେ ଲୋକ ମାନଙ୍କୁ ଫସାଇ ପଲିସି ର ସବୁ ଟଙ୍କା ହଡ଼ପ କରିନଉଛନ୍ତି । ଦେଶରେ ବିଭିନ୍ନ ଜିଲ୍ଲାରୁ ଅଭି ଯୋଗ ଆସିବାରୁ ଏଲ,ଆଇ.ସି ତାର ଗ୍ରାହକ୍ କୁ ସତର୍କ କରିଛନ୍ତି ।

 

ଆଉ ପରାମର୍ଶ ଦେଇଛି ଯଦି ଆପଣ ଙ୍କ ପାଖକୁ କଲ୍ ଆସୁଛି ତେବେ କୌଣସି ତଥ୍ୟ ତାଙ୍କୁ ଦିଅନ୍ତୁ ନାହିଁ । ଗତ କିଛି ଦିନ ହେଲା ସାରା ଦେଶରେ ଚାଲିଛି ଅନଲାଇନ ଠକେଇ । ଏଥି ସହିତ ବିଭିନ୍ନ ବ୍ୟାଙ୍କ୍ ଓ ପ୍ରତିଷ୍ଠିତ ଅର୍ଥ ଲଗାଣ କମ୍ପାନୀ ର ନାଁ ନେଇ ଠକୁଛନ୍ତି । ଏମିତିକି ଦେଶର ବିମା କମ୍ପାନୀ LIC ନାଁରେ ଠକିବାକୁ ଉଦ୍ୟମ କରିଛନ୍ତି ।

ଖୁବ୍ ଅଧିକାଂଶ ଅଭି ଯୋଗ ଆସିବା ପରେ ଏଲ,ଆଇ.ସି ସତର୍କ କରିଛି ନିଜ ଗ୍ରାହକ ମାନଙ୍କୁ । ଏବେ ଆସନ୍ତୁ ଜାଣିବା ଟୁଇଟର କଣ ଏଲ,ଆଇ.ସି ସୂଚନା ଦେଇଛି । ଯଦି ଆପଣ ମାନେ ଆପଣ ଙ୍କ ପଲିସି ବିଷୟରେ ସୂଚନା ଚାହୁଛନ୍ତି ତାହାଲେ ଆପଣ ଅଫିସିଆଲ୍ ୱେବ୍ ସାଇଟ୍ ଡବୁଲ, ଡବୁଲ୍,ଡବୁଲ୍ .ଏଲ.ଆଇ.ସି ଇଣ୍ଡିଆ .ଇନି କୁ ସର୍ଚ୍ଚ କରି ଦେଖି ପାରିବେ ।

 

କୌଣସି ନମ୍ଭର୍ କୁ କଲ୍ କରି ପଲିସି ବିଷୟରେ ସୂଚନା ଜାଣନ୍ତୁ ନାହିଁ । ଆଉ ମାନେ ରଖନ୍ତୁ ଏଲ.ଆଇ.ସି ନାଁରେ କୋୖଣସି କଲ୍ ଆସେ ତାହାଲେ ପାଖରେ ଥିବା ପୋଲିସ ଷ୍ଟେସନ ରେ ଅଭିଯୋଗ ଦାଖଲ କରୁନ୍ତୁ । ଏହା ପରେ ଏହି ଲିଙ୍କ୍ ମଧ୍ୟମାରେ ଆପଣ ଅଭିଯୋଗ ପଠାଇ ପାରିବେ । ଆହୁରି କିଛି କୁହାଯାଇଛି ଯେ କିଛି କଲ୍ ଆସିଲେ ତା ସହ ଅଧିକ କଥା ହୁଅନ୍ତୁ ନାହିଁ ।

ଆଉ କାହା ସହିତ କଥା ହେଲା ବେଳେ ବିବରଣୀ ଗୁଡ଼ିକ କୁହନ୍ତୁ ନାହିଁ । ପଲିସ ସରେଣ୍ଡର ବିଷୟରେ କାହାରିକୁ ଜାଣନ୍ତୁ ନାହିଁ । ଯଦି ଆପଣ ଙ୍କୁ କିଏ ଅଧିକ ଲାଭ ବିଷୟରେ କୁହନ୍ତି ଆପଣ ଙ୍କୁ ତଥ୍ୟ ମାଗେ ତାହାଲେ ତାକୁ ସୂଚନା ଦିଅନ୍ତୁ ନାହିଁ । ଏଲ.ଆଇ.ସି ଟୁଇଟର ରେ ଆହୁରି ମଧ୍ୟ କୁହାଯାଇଛି, କୌଣସି ଗ୍ରାହାକଙ୍କୁ ପଲିସ ସରେଣ୍ଡ କରିବା ପାଇଁ ଏଲ.ଆଇ.ସି ପରାମର୍ଶ ଦେଇନଥାଏ ।

 

ଅଜଣା ନମ୍ବର ରୁ କଲ୍ ଆସିଲେ କଥା ହୁଅନ୍ତୁ ନାହିଁ । ତେବେ ଆପଣ ଯଦି ଅଧିକ ମାତ୍ରାରେ ସୂଚନା ଜାଣିବାକୁ ଚାହୁଁଛନ୍ତି ଏଲ.ଆଇ.ସି. ଡଟ କମ୍ କୁ ଯାଇ ସୂଚନା ଜାଣନ୍ତୁ । ଠକ୍ ମାନଙ୍କ ଫୋନ୍ କଲ୍ ରୁ ସମସ୍ତେ ଗ୍ରାହକ ସାବଧାନ ହେବା ଉଚିତ । ସେମାନେ ପଲିସି ବିଷୟରେ ସୂଚନା ଦେଇ ଠକେଇ କରିଥାନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଏଣିକି ବ୍ୟାଙ୍କ୍ ଏଟିଏମ୍ ରୁ ଟଙ୍କା ଉଠାଇଲେ ଗ୍ରାହକ ମାନଙ୍କୁ ଦେବାକୁ ପଡ଼ିବ ଫାଇନ

ଭାରତୀୟ ରିଜର୍ଭ ବ୍ୟାଙ୍କର ବଡ଼ ନିଷ୍ପତି। ବ୍ୟାଙ୍କ ଗ୍ରାହକ ମାନଙ୍କ ପାଇଁ ବଡ଼ ଖବର। ଏଣିକି ଏଟିଏମ୍ ରୁ ଟଙ୍କା …

Leave a Reply

Your email address will not be published. Required fields are marked *