Breaking News

ଲିପି ମହାପାତ୍ର ଙ୍କର ମୋଟ ସମ୍ପତ୍ତି ଆପଣ ମାନେ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ..

ଆପଣ ମାନେ ସମସ୍ତେ ଆମ ଓଲିଉଡ ଜଗତର କଳାକାର ମାନଙ୍କୁ ଜାଣିଥିବେ ଓ ବହୁତ ସଙ୍ଘର୍ଷ କରି ଆଜି ଏହି ଓଲିଉଡ ଜଗତରେ ପ୍ରବେଶ କରିଛନ୍ତି।ଆପଣ ମାନେ ଜାଣିଥିବେ ଏହି କଳାକାର ମାନେ କିଛି ନା କିଛି କାରଣ ପାଇଁ ସବୁବେଳେ ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ରେ ରହିଥାନ୍ତି।ଆମେ ଆଜି ଏମିତି ଜଣେ ଅଭିନେତ୍ରୀ ଙ୍କ ବିଷୟରେ କହିବୁ ଯେ କି ତାଙ୍କର ସୁନ୍ଦର ଅଭିନୟ ପାଇଁ ସେ ଆଜି ବହୁତ ଲୋକପ୍ରିୟ ହେଇପାରିଛନ୍ତି।ସେ ଆଉ କେହି ନୁହନ୍ତି ଆପଣ ମାନଙ୍କର ପ୍ରିୟ ଅଭିନେତ୍ରୀ ଲିପି ମହାପାତ୍ର।ଆପଣ ମାନେ ତାଙ୍କୁ ଲୋକପ୍ରିୟ ଧାରାବାହିକ ତାରା ତାରିଣୀ ରେ ନିଶ୍ଚୟ ଦେଖିଥିବେ।


ଆଜି ଆମେ ଆପଣ ମାନଙ୍କୁ କହିବୁ ଲିପି ମହାପାତ୍ର ଙ୍କର ରିଅଲ ଲାଇଫ ଓ ସମ୍ପତି ବିଷୟରେ ।ଆପଣ ମାନେ କଣ ଜଣିଛନ୍ତି କି ଲିପି ଙ୍କର ସମ୍ପତି କେତେ ଏହା ଖୁବ କମ ଲୋକ ଜଣିଛନ୍ତି ।ତେବେ ବନ୍ଧୁଗଣ ଡେରି ନ କରି ଆସନ୍ତୁ ଜାଣିବା ଲିପି ଙ୍କର ସମ୍ପତି ବିଷୟରେ।

C
ଲିପି ତାଙ୍କର ସୁନ୍ଦର ଅଭିନୟ ପାଇଁ ଆଜି ବହୁତ ଫେମସ ହୋଇ ପାରିଛନ୍ତି ।ଲିପି ଙ୍କର ପିଲାବେଳୁ ଅଭିନୟ କରିବାକୁ ରୁଚି ରଖିଥିଲେ।ଆପଣ ମାନେ ଜଣିଛନ୍ତି କି ଲିପି ଙ୍କର ବାପା ମା ତାଙ୍କୁ ଆଇପିଏସ କରିବାକୁ ଚାହୁଥିଲେ କିନ୍ତୁ ଲିପି ଙ୍କର ଅଭିନୟ କରିବା ପାଇଁ ରୁଚି ଥିଲା।ଲିପି ପିଲାବେଳୁ ଭଲ ଅଭିନୟ କରିଥିଲେ ଓ ଭଲ ପାଠ ମଧ୍ୟ ପଢୁଥିଲେ।ଲିପି କଲେଜ ରେ ପଡ଼ିଲା ବେଳେ କେତେ ଗୁଡିଏ ଆଲବମ ଗୀତ ମଧ୍ୟ କରିଥିଲେ। ସେ ପାଖା ପାଖି ୩୦୦୦ଟି ଓଡିଆ ଆଲବମ ଗୀତ କରିଛନ୍ତି, ସେଥିପାଇଁ ତାଙ୍କୁ ଆଲବମ କ୍ଵିନ ମଧ୍ୟ କୁହାଯାଏ


ଆମେ ଆପଣଙ୍କୁ ଏଠି କହିରଖୁଛୁ କି ଲିପିଙ୍କର ବରମପୁର ଓ ଭୁବନେଶ୍ବରରେ ଦୁଇଟି ବଡ ଆଲିସନ ଘର ରହିଛି।ଲିପି ମହାପାତ୍ର ବ୍ରାଣ୍ଡ ପ୍ରମୋସନ ରୁ ବହୁତ ଟଙ୍କା ମଧ୍ୟ କମାଇଥାନ୍ତି।ସେ ଗୋଟିଏ ଓଡ଼ିଆ ଫିଲ୍ମି ରେ ଅଭିନୟ କରିବା ପାଇଁ 4 ରୁ 5 ଲକ୍ଷ ଟଙ୍କା ଡିମଣ୍ଡ କରିଥାନ୍ତି।ଯଦି ଆମେ ଲିପି ଙ୍କର ମୋଟ ସମ୍ପତି ଦେଖିବା ତେବେ ତାଙ୍କ ର ମୋଟ ସମ୍ପତି ହେଉଛି ପ୍ରାୟ 3 ରୁ 4 କୋଟି ଟଙ୍କା।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

 

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *