Breaking News

ଲାଜ ନ କରି ରାତିରେ ମହିଳାଙ୍କ ଠାରୁ ନିଅନ୍ତୁ ଏହି 1 ଜିନିଷ, ଭିକାରୀରୁ ହେଇଯିବେ ରାଜା !

ଭାରତରେ ମହିଳାଙ୍କୁ ଦେବୀ ଭାବରେ ପୂଜା କରାଯାଇଛି ଏହାର କାରଣ ମହିଳଙ୍କ ଗୁଣ ଏମିତି ରହିଥାଏ ଯାହା ଜଣେ ପୁରୁଷ କେବେ ଚିନ୍ତା କରିପାରିବ ନାହିଁ | ଆଜିକା ସମୟରେ ମହିଳା ମାନଙ୍କୁ ବହୁତ ଶତନ୍ତ୍ରତା ମିଳିଯାଇଛି କିନ୍ତୁ ବହୁତ ବର୍ଷ ତଳେ ମହିଳା କଥା କହିବାକୁ ଶହେ ଥର ବିଚାର କରିବାକୁ ପଡିଥାଏ ମହିଳା ଚାହିଁଲେ ଘରକୁ ନର୍କ କରିପାରେ |

ତେବେ ତାଙ୍କ ଶୋଭାବ ଅନୁସାରେ ତାଙ୍କର ଚିନ୍ତା ଧାରା ହୋଇଥାଏ ଯେଉଁ ମାନେ ମହିଳା ଅଧିକ ଚିନ୍ତା ଧାରା ରଖି ଥାନ୍ତି ଆଉ ବାହାରେ କମ କଥା କହନ୍ତି ତାଙ୍କ ଜୀବନ ବହୁତ ସହନ ଶିଳ ହୋଇଥାଏ | ଶାସ୍ତ୍ର ଅନୁଯାଇ ବହୁତ ଏମିତି କଥା କୁହା ଯାଇଛି ଯାହା ମଣିଷକୁ କହିବା ଉଚିଛି ନୁହେଁ ଶାସ୍ତ୍ର ଅନୁଯାଇ ମହିଳା ଆଦର ସନମାନ କରିନଥାଏ ତାଙ୍କୁ ଖରାପ ଭାଷା କହିଥାଏ |

ତାଙ୍କ ଉପରେ ହାତ ଉଠେଇଥାଏ ମାତା ଲକ୍ଷ୍ମୀ କେବେ ତାଙ୍କ ଘରକୁ ପ୍ରବେଶ କରନ୍ତି ନାହିଁ ଓ ସେହି ଘରୁ ସବୁବେଳେ ଆର୍ଥିକ ହାନି ହୋଇଥାଏ | ତେବେ ଶାସ୍ତ୍ର ରେ ମଧ୍ୟ କୁହାଯାଇଛି ଯେଉଁ ଘରେ ମହିଳାଙ୍କ କାମ ପାଇଁ ନବା ଉଚିତି ମାନେ କରନ୍ତି ଆଉ ମହିଳାଙ୍କୁ ସମସ୍ତେ ସାନମାନ ଦେଇଥାନ୍ତି ସେହି ଘରେ କେବେ ଧନ ରହିନଥାଏ କିଛି ନରହିଲେ ନାଡିୟ ଶାନ୍ତ ମଧ୍ୟ ରହିଥାଏ ଆଜି ମୁଁ ଆପଣଙ୍କୁ କହିବାକୁ ଯାଉଛି |

ବନ୍ଧୁଗଣ କବାଟ ଆଡକୁ ପାଦ କରି ଶୋଇବା ଭଲ ନୁହେଁ ଯେଉଁ ଘରେ ମାତା ଲକ୍ଷ୍ମୀ କେବେ ବାସ କରନ୍ତି ନାହିଁ ଶାସ୍ତ୍ର ଅନୁସାରେ ମହିଳା ଙ୍କର ସବୁଠାରୁ ବଡ ଗହଣା ଲାଜ ହୋଇଥାଏ ସେଥି ପାଇଁ ଆପଣଙ୍କୁ ପ୍ରେମ ମାଗିବେ ନାହିଁ ଆପଣ ନିଜେ ପ୍ରେମ ଦେବାକୁ ଉଚିଛି ହୋଇଥାଏ |

ଯେଉଁ ପୁରୁଷ ରାତିରେ ତା ସ୍ତ୍ରୀ ସହିତ ପ୍ରେମ ଶମ୍ବଦ ରଖିବା କେବେ ଆସନ୍ତି ଆସିନଥାଏ ଓ ସେହି ବେକ୍ତି ଜୀବନେ ବହୁତ ସୁଖୀ ରହିଥାନ୍ତି ତେବେ ଜୀବନରେ ନିଜ ସ୍ତ୍ରୀ କୁ ପ୍ରେମ ଠାରୁ ବଞ୍ଚିତ ରଖନାହିଁ କାହିଁକି ଘର ଲକ୍ଷ୍ମୀ ଘରେ ରହିଲେ ଆପଣଙ୍କ ମନ ବାହାର କାମରେ ଲାଗିଥାଏ | ଜାଣିଲେ ଲାଜ ନକରି ମହିଳା ମାନଙ୍କ ଠାରୁ ନିଅନ୍ତୁ ଏହି ଗୋଟିଏ ଜିନିଷ |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.