Breaking News

ଆସିଲା ବଡ ନିସ୍ପତି , ଆଜିଠୁ ସାରା ଓଡିଶା ରେ ଲକଡାଉନ || ଲାଗିଲା କର୍ଫୁ

ବର୍ତ୍ତମାନ ବଳବତ୍ତର ରହିଛି ନାଇଟ କର୍ଫ୍ଯୁ ସାରା ଓଡିଶା ରେ | ବର୍ତ୍ତମାନ ରାଜ୍ୟ ସରକାର ଙ୍କ ପକ୍ଷରୁ ଆଜି ବଡ ନିସ୍ପତି ନିଆଯାଇଛି | ବର୍ତ୍ତମାନ ସଂକ୍ରମଣ ୩୦୦୦ ମୁହାଁ ହୋଇଛି | ତେବେ ସେତେବେଳେ ବାଧ୍ୟ ହୋଇଛନ୍ତି ରାଜ୍ୟ ସରକାର ଏଭଳି ଏକ ବଡ ନିସ୍ପତି ନେବା ପାଇଁ | ଆଜି ୨୦ ମିନିଟ ଯେତେବେଳେ ଶାସନ ସଚିବ ସୁରେଶ ମହାପାତ୍ର ପ୍ରତିକ୍ରିୟା ଥିଲା ତାକୁ ଯଦି ଆଲୋଚନା କରିବା ତେବେ ଦଶଟି ଜିଲ୍ଲା ପାଇଁ ସୁନ୍ଦରଗଡ,ଝାରସୁଗୁଡା,ସମ୍ବଲପୁର,ବରଗଡ,ବଲାଙ୍ଗିର , ନୂଆପଡା, ନବରଙ୍ଗପୁର, କଳାହାଣ୍ଡି ,କୋରାପୁଟ, ମାଲକାନଗିରି ଏହି ସବୁ ଜିଲ୍ଲାରେ ସାପ୍ତାହିକ ସଟଡାଉନ ରହିବ |

ଶନିବାର ଏନବଙ୍ଗ ରବିବାର ସଂପୂର୍ଣ୍ଣ ରୂପେ ବନ୍ଦ ରହିବା ଏବଂ ଏହି ସମୟରେ ଜରୁରୀ କାଳୀନ ସେବା ହିଁ ଚାଲିବ | ଆଉ ଯେଉଁ ମାନେ ଯିବା ଆସିବା କରୁଛନ୍ତି ବିଶେଷ କରି ବିଦ୍ୟୁତ, ପାନୀୟ ଜଳ ,ଗ୍ଯାସ ସେଇମାନେ ପ୍ରମାଣ ପତ୍ର ମଧ୍ୟ ଦେଖେଇବେ | ତାହା ଛଡା ଉପୋରକ୍ତ ସବୁ ଜିଲ୍ଲା ମାନଙ୍କରେ ନାଇଟ କର୍ଫ୍ଯୁ ର ମଧ୍ୟ ସମୟ ପରିବର୍ତ୍ତନ କରାଯାଇଛି | ଏବଂ ଏକ ଗୁରୁତ୍ଵ ପୂର୍ଣ୍ଣ ନିସ୍ପତି ନିଆଗଲା ସନ୍ଧ୍ଯା ୬ ଟା ରୁ ଆରମ୍ଭ କରି ସକାଳ ୫ଟା ପର୍ଯ୍ୟନ୍ତ | ନାଇଟ କର୍ଫ୍ଯୁ ରହିବ | ତେବେ ଏହି ସବୁ ସହରାଞ୍ଚଳ ମାନଙ୍କ ରେ ନାଇଟ କର୍ଫ୍ଯୁ ବଳବତ୍ତର ରହିବ | ତାହା ଛଡା ବିବାହ ଏବଂ ଅନ୍ତିମ ସଂସ୍କାର ରେ ମଧ୍ୟ ରାଜ୍ୟ ସରକାର କେଉଁଠି ନା କେଉଁଠି ରୋକ ଲଗାଇଛନ୍ତି |

ବାହାଘର ପାଇଁ ରାଜ୍ୟ ସରକାର ପରମିସନ ଦେଇଛନ୍ତି ୫୦ | ଏହାଛଡା ଅନ୍ତିମ କାର୍ଯ୍ୟ ୨୦ ଲୋକ ଙ୍କ ମଧ୍ୟରେ ସମ୍ପାଦିତ ହେବ | ତେବେ ଯେହେତୁ ରାଜ୍ୟ ଏକ ସଙ୍କଟ ସମୟଦେଇ ଗତି କରୁଛି ତେବେ ଏଭଳି ଏକ କଟକଣା ରାଜ୍ୟ ସରକାର ଜାରି କରିଛନ୍ତି | ତେବେ ବସ ଚଳାଚଳ କୁ ମଧ୍ୟ ରୋକ ଲଗାଯାଇଛି | ଏହାଛଡା ଅନ୍ତଃରାଜ୍ୟ ବସ ଚଳାଚଳ ଉପରେ ମଧ୍ୟ ରୋକ ଲଗାଯାଇଛି | ତେବେ ରାଜ୍ୟ ରେ ମଧ୍ୟ ଯେଉଁ ବସ ଚାଲୁଅଛି ସେଥିରେ ମଧ୍ୟ ରୋକ ଲଗାଯିବ | ଯେତିକି ସିଟ ସେତିକି ଲୋକ ବସ ରେ ଯାଇପାରିବେ | ତେବେ ଯାତ୍ରା ଏବଂ ଅପେରା ଉପରେ ମଧ୍ୟ ରାଜ୍ୟ ସରକାର ରୋକ ଲଗାଇଛନ୍ତି | କେବଳ ୧୦୦୦ ଲୋକ ଯାତ୍ରା ଦେଖିପାରିବେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଆସିଗଲା ମେଟ୍ରିକ୍ ପରୀକ୍ଷା ରେଜଲ୍ଟ ତାରିଖ ଶୀଘ୍ର ଦେଖନ୍ତୁ, ବାହାରିବାକୁ ଯାଉଛି ମାଟ୍ରିକ ରେଜଲ୍ଟ…ଦେଖନ୍ତୁ କେଉଁ ସମୟରେ ବାହାରିବା ରେଜଲ୍ଟ !

ବର୍ତମାନର ବଡ଼ ଖବର ଛାତ୍ର ଛାତ୍ରୀ ଙ୍କ ପାଇଁ ବଡ଼ ଖୁସି ଖବର ଆସନ୍ତା ବୁଧବାର ପ୍ରକାଶ ପାଇବ ପାଇବା …

Leave a Reply

Your email address will not be published.