Breaking News

ଲବଙ୍ଗ ଖାଇବାର ଚମତ୍କାର ଫାଇଦା !! ଆଶ୍ଚର୍ଯ ହୋଇଯିବେ ଆପଣ

ଆସନ୍ତୁ ଜାଣିବା ଲବଙ୍ଗ ର ଉପକାରିତା |ପ୍ରତିଦିନ ରାତିରେ ଶୋଇବା ପୂର୍ବ ରୁ ଗରମ ପାଣି ରେ ଦୁଇଟି ଲବଙ୍ଗ ମିଶାଇ ଖାଆନ୍ତୁ ,ଦେଖନ୍ତୁ ମିଳିବ ଜବରଦସ୍ତ ଫାଇଦା
ଭାରତୀୟ ମସଲା ମଧ୍ୟ ରେ ସବୁଠାରୁ ପୁରୁଣା ମସଲା ହେଉଛି ଲବଙ୍ଗ |ଲବଙ୍ଗ ଖାଦ୍ୟ ର ସ୍ଵାଦ ବଢେଇବା ସହିତ ପୌଷ୍ଟିକତା ବି ବଢାଏ |ଭରପୁର ମାତ୍ରା ରେ ଔଷଧିୟ ଗୁଣ ଥିବା ରୁ ଆୟୁର୍ବେଦ ରେ ମଧ୍ୟ ବହୁ ପୁରାତନ ଯୁଗରୁ ବ୍ୟବହାର ହେଇ ଆସୁଛି ଲବଙ୍ଗ |

ନିୟମିତ ରୂପେ ଲବଙ୍ଗ ସେବନ କରିବା ଦ୍ଵାରା ଅନେକ ପେଟ ରୋଗ ସହିତ ଦାନ୍ତ ରୋଗ, ତଣ୍ଟି ଦରଜ ସମସ୍ୟା ରୁ ମଧ୍ୟ ମୁକ୍ତି ମିଳି ଥାଏ |ଏଥିରେ ଭିଟାମିନ –ଇ ,ଭିଟାମିନ –ସି ଫୋଲେଟ ,ଭିଟାମିନ –ଏ ,ଥିଆମିନ ,ଭିଟାମିନ –ଡି ,ଓମେଗା 3 ଏବଂ ଫ୍ୟାଟି ଏସିଡ ସହିତ ଅନ୍ୟ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି |ରାତି ରେ ଶୋଇବା ପୂର୍ବରୁ ଏକ ଗ୍ଲାସ ଗରମ ପାଣି ରେ ଦୁଇ ଟି ଲବଙ୍ଗ ମିଶାଇ ଖାଇବା ଦ୍ଵାରା ବହୁତ ଦୁରା ରୋଗ ଭଲ ହୋଇ ଥାଏ |ତେବେ ଆସନ୍ତୁ ଜାଣିବା ଲବଙ୍ଗ ଖାଇବା ଦ୍ଵାରା ଆଉ ଆଉ କଣ କଣ ଲାଭ ମିଳେ |

ରାତି ରେ ଲବଙ୍ଗ ଖାଇକି ଶୋଇଲେ ବିଭିନ୍ନ ପେଟ ସମସ୍ଯା ,କୋଷ୍ଠ କାଠିନ୍ୟ ,ଡାଇରିଆ ,ଏସିଡିଟି ଦୂର ହୋଇ ଥାଏ |ଏହା ଦ୍ଵାରା ଆପଣଙ୍କ ପାଚନ କ୍ରିୟା ରେ ସୁଧାର ଆସି ଥାଏ |ଗରମ ପାଣି ସହିତ ଲବଙ୍ଗ ଖାଇବା ଦ୍ଵାରା ଦାନ୍ତ ର ଦରଜ ଦୂର ହୋଇ ଥାଏ |ତଣ୍ଟି ଦରଜ ଦୂର କରିବା ରେ ଲବଙ୍ଗ ସହାୟକ ହୋଇ ଥାଏ |ହାତ ଏବଂ ଗୋଡ ଥରିବା ସମସ୍ୟା ଥିଲେ ଲବଙ୍ଗ ଏଥିରେ ତମ କୁ ସାହାର୍ଯ୍ୟ କରିବ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଯଦି ଆପଣ ରାତିରେ ଭାତ ଖାଉଛନ୍ତି ତାହାଲେ ନିଶ୍ଚୟ ଦେଖନ୍ତୁ, ଭାତ ଖାଇବା ଦ୍ୱାରା କଣ ସବୁ ଅସୁବିଦା ହୋଇଥାଏ !

ବନ୍ଧୁଗଣ ଭାତକୁ ଆମ ଭୋଜନ ମହତ୍ୱ ପୁର୍ଣ ଖାଦ୍ୟ ମାନାଯାଇଥାଏ ଏହାକୁ ଆମେ ବହୁତ ମହତ୍ୱ ପୂର୍ଣ୍ଣ ଭାବେ ଖାଦ୍ୟ …

Leave a Reply

Your email address will not be published.