Breaking News

କୁନି ଝିଅ ସହ ମଜାମସ୍ତି କରୁଛନ୍ତି ସୁଭାଶିଷ ଓ ଅନିଷା ଦେଖନ୍ତୁ …

ଦର୍ଶକବନ୍ଧୁ ଆପଣମାନେ ସୁଭାଶିଷ ଓ ଆନିଶାଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ନିଶ୍ଚିତ ଭାବରେ ଦେଖିଥିବେ ତେବେ ଫ୍ରେଣ୍ଡ୍ସ ଆଜି ଆସନ୍ତୁ ଜାଣିବା କି ସୁଭାଶିଷ ଓ ଆନିଶା ଧାରାବାହିକ ଜଗତରୁ ଦୂରେଇ ରହି ନିଜ କୁନି ଝିଅଙ୍କ ସହ କିପରି ଭାବେ ସମୟ ବିତାଉଛନ୍ତି ତେବେ ଦର୍ଶକ ବନ୍ଧୁ ଆପଣମାନେ ଓଲିଉଡର ଲୋକପ୍ରିୟ ହିରୋ ହିରୋଇନ୍ ସୁଭାଶିଷ ଓ ଆନିଶାଙ୍କୁ ବେଶ୍ ଭଲ ଭାବରେ ଜାଣିଥିବେ ଦୁହେଁ ପରସ୍ପରକୁ ସୁଟିଂ ସେଟ୍ ରୁ ଭଲପାଇ ବିବାହ ବନ୍ଧନରେ ବାନ୍ଧି ହୋଇଥିଲେ।

ସୁଭାଶିଷ ଓ ଆନିଶା ଦୁହେଁ ବୋହୁତ ସାରା ସିନେମା ଓ ବୋହୁତ ସାରା ଧାରାବାହିକରେ ତାଙ୍କର ଜବରଦସ୍ତ ଅଭିନୟ ଦେଖାଇଛନ୍ତି ଆଉ ସେ ବୋହୁତ ସାରା ଆଲବମ୍ ରେ ମଧ୍ୟ ନଜର ଆସିଛନ୍ତି। ଦୁହିଁଙ୍କ ଅଭିନୟକୁ ଦର୍ଶକମାନେ ଖୁବ୍ ପସନ୍ଦ କରନ୍ତି ଆଉ ଏହା ଫଳରେ ସେ ଓଡ଼ିଶାର ଦର୍ଶକମାନଙ୍କ ମନରେ ନିଜର ଏକ ସ୍ଵତନ୍ତ୍ର ପରିଚୟ ସୃଷ୍ଟି କରିପାରିଛନ୍ତି ଏବଂ ଅନେକ ସାରା ଆୱାଡ ମଧ୍ୟ ହାସଲ କରି ପାରିଛନ୍ତି।

ତେବେ ଦର୍ଶକ ବନ୍ଧୁ ଗତବର୍ଷ ଏକ କନ୍ୟା ସନ୍ତାନର ବାପା ଓ ମାଆ ହୋଇଛନ୍ତି ସୁଭାଶିଷ ଓ ଆନିଶା। ସୁଭାଶିଷ ଓ ଆନିଶା ତାଙ୍କର କୁନି ଝିଅଙ୍କ ସହ ଖୁବ୍ ଖୁସୀ ଥିବାର ନଜର ଆସିଛନ୍ତି ଆଉ ତାଙ୍କ ସହ ଖେଳୁ ଥିବାର ମଧ୍ୟ ନଜର ଆସିଛନ୍ତି। ସୁଭାଶିଷ ଙ୍କୁ ଆପଣମାନେ ହେ ପ୍ରଭୁ ଧାରାବାହିକରେ ଜବରଦସ୍ତ ଅଭିନୟ କରୁଥିବାର ନିଶ୍ଚିତ ଭାବରେ ଦେଖିଥିବେ |

କିନ୍ତୁ ଆନିଶା ଶର୍ମା ନିଜ କୁନି ଝିଅଙ୍କ ପାଇଁ ଅଭିନୟ ଜଗତରୁ କିଛିଦିନ ପାଇଁ ଦୂରେଇ ରହିଛନ୍ତି ଏବଂ ବର୍ତ୍ତମାନ ସେ ତାଙ୍କୁ କୁନି ଝିଅଙ୍କ ସହ ଖୁବ୍ ସାରା ମଜାମସ୍ତି କରୁଥିବାର ନଜର ଆସିଛନ୍ତି। ତେବେ ଦର୍ଶକ ବନ୍ଧୁ ଆପଣମାନଙ୍କୁ ସୁଭାଶିଷ ଓ ଆନିଶା କେମିତି ଲାଗନ୍ତି ଆମକୁ ଆମ କମେଣ୍ଟ ବକ୍ସ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।

About odisha news

Check Also

ସରକାର କଲେ ବଡ଼ ଘୋଷଣା ସବୁ ଜିଲ୍ଲାରେ ପ୍ରଦର୍ଶିତ ହେବ ଦମନ ଫିଲ୍ମ ସରକାର ଦେବେ ପଇସା ଦେଖନ୍ତୁ ଏହାକୁ ସୁଣିଲାରେ Babushan କେତେ ଖୁସି ଅଛନ୍ତି !

ନମସ୍କାର ବନ୍ଧୁଗଣ ପ୍ରତ୍ୟେକ ଦିନ ଅର୍ଥାତ୍ ଦିନ କୁ ଦିନ ବଢି ଚାଲିଛି ଦମନ ଓଡ଼ିଆ ସିନେମା ଦମନ ର …

Leave a Reply

Your email address will not be published.