Breaking News

କୁମ୍ଭ ରାଶିର ବ୍ୟକ୍ତି ମାନେ କରନ୍ତୁ ଏହି ୭ଟି ଉପାୟ, ଦେଖିବେ ଆପଣଙ୍କର Sabu ଦୁଃଖ କଷ୍ଟ ଦୂର ହୋଇଯିବ….

ନମସ୍କାର ବନ୍ଧୁଗଣ ଆଜି ଆମେ ଜାଣିବା କୁମ୍ଭ ରାଶି ର ବ୍ୟକ୍ତି ବିଶେଷ କ ପାଇଁ କିଛି ବିଶେଷ ଉପାୟ ବିଷୟରେ ଯାହା ଦ୍ଵାରା ସେମାନଙ୍କ ଭାଗ୍ୟ ସଂପୂର୍ଣ୍ଣ ଭାବରେ ବଦଳି ଯିବ କୁମ୍ଭ ରାଶିର ବ୍ୟକ୍ତି ମାନେ ଆପଣ ସବୁ ଦିନ ସୂର୍ଯ୍ୟ ଦେବାକୁ ଅର୍ଘ୍ୟ ଅର୍ପଣ କରନ୍ତୁ ଏବଂ ପ୍ରତ୍ୟେକ ଦିନ ସ୍ନାନ କରିବା ପରେ ସୂର୍ଯ୍ୟ ଦେବ କୁ ଜଳ ଅର୍ପଣ କରନ୍ତୁ | ଯଦି ଆପଣ ଏହିଭଳି ନୀତି ଦିନ କରନ୍ତି ତେବେ ଆପଣ ନିଶ୍ଚିତ ଜୀବନରେ ଉନ୍ନତି କରିବେ ଏହା ସହିତ ଧନ ମାନସମ୍ମାନ ସବୁ କିଛି ପାଇ ପାରିବେ କିନ୍ତୁ ଜଳ ସର୍ବଦା ତମ୍ଭା ପାତ୍ର ରେ ଜଳ ଅର୍ପଣ କରନ୍ତୁ |

ଯଦି ସମ୍ଭବ ତାହେଲେ ସେଥିରେ କିଛି ଲାଲ ରଙ୍ଗର ପୁଷ୍ପ ଏବଂ ସିନ୍ଦୂର ମିଶାଇ ଅର୍ପଣ କରନ୍ତି ଯଦି ଆପଣ ଏହି ଭଳି କରନ୍ତି ତେବେ ଆପଣ କ ଜୀବନ ରେ ସମସ୍ତ ଦୁଃଖ କଷ୍ଟ ଧିରେ ଧିରେ ଦୂର ହେବା କୁ ଲାଗିବ |

ବନ୍ଧୁଗଣ ୨ୟ ରେ ଆପଣ ରୂପା ର କୌଣସି ଏକ ଜିନିଷ କୁ ଧାରଣ କରନ୍ତି ଆପଣ ରୂପାର ମୁଦି ମଧ୍ୟ ଧାରଣ କରି ପାରିବେ ଯଦି ଏପରି କରନ୍ତି ତେବେ ଏହା ବୋହୁତ ପ୍ରକାର ର ଲାଭ ପ୍ରଦାନ କରିଥାଏ | ଯଦି ଏହା ସମ୍ଭବ ନୁହେଁ ତେବେ ଆପଣ ରୂପାର କିଛି ଜିନିଷ ପାଖରେ ରଖନ୍ତୁ ଦେଖିବେ ଆପଣ କ ଜୀବନ ରୁ ସମସ୍ତ ଦୁଃଖ ଦୂର ହେବାକୁ ଲାଗିବ |

ବନ୍ଧୁଗଣ କୁମ୍ଭ ରାଶି ର କାରକ ଗ୍ରହ ଶନି ଦେବ ହୁଅନ୍ତି ଯଦି ଆପଣ ଶନି ଦେବ କୁ ଖୁସି କରେଇ ପାରନ୍ତି ତାହେଲେ ଆପଣ କୁ ଜୀବନ ରେ ଉଚ୍ଚ ସ୍ଥାନ ରେ ପହଞ୍ଚିବା ପାଇ କେହି ଆପଣ କୁ ମଧ୍ୟ ଅଟକାଇ ପାରିବେ ନାହିଁ ଏବଂ ଆପଣ ନିଶ୍ଚିତ ଭାବରେ ଧନ ବାନ ହୋଇଯିବେ ଏବଂ କେହି ମଧ୍ୟ ଅଟକାଇ ପାରିବେ ନାହିଁ ଶନି ଦେବ କୁ ପୂଜା କରନ୍ତୁ ଏବଂ ସମୟ ସମୟ ରେ ତାର ପ୍ରତିକାର ମଧ୍ୟ କରନ୍ତୁ ଶନି ମନ୍ଦିର ରେ କିଛି ତେଲ ଦାନ କରି|

ଶନି ଚାଳିଶା ର ପାଠ କରନ୍ତୁ ନିଜ ଗୃହରେ ରହୁଥିବା ବଡ କୁ ମଧ୍ୟ ସମ୍ମାନ ଦିଅନ୍ତୁ ଏବଂ ମନ୍ଦିର ରେ ଯାଇ କିଛି ଶ୍ରମ ଦାନ କରନ୍ତୁ ମନ୍ଦିର ରେ ବସିଥିବା ଦୁଃଖୀ ଲୋକ କୁ କିଛି ଖାଇବା କୁ ଦିଅନ୍ତୁ ଏବଂ ସ୍ତ୍ରୀ କୁ କେବେ ମଧ୍ୟ ଅପମାନ କରନ୍ତୁ ନାହିଁ ଯଦି ଆପଣ ଶନି ଦେବ କର କୃପା ପାଇବାକୁ ଚାହୁଛନ୍ତି ତେବେ ଆପଣ କେବେ ମଧ୍ୟ କଳା ବସ୍ତ୍ର ପରିଧାନ କରନ୍ତୁ ନାହିଁ ଯଦି ଆପଣ ଶରୀର ପୀଡ଼ା ରେ ପୀଡ଼ିତ ତଥା ମାନସିକ ଚିନ୍ତା ରେ ଅଛନ୍ତି ତାହେଲେ |

ଆପଣ ସାତ ଟି ଶନିବାର ମାଟି ପତ୍ର ରେ ସୋରିଷ ତେଲ ଭରି ସେଥିରେ ଆପଣ କ ମୁହଁକୁ ଦେଖନ୍ତୁ ଏବଂ ପରେ ସେହି ତେଲ କୁ ଶନି ଦେବ କ ନିକଟରେ ଅର୍ପଣ କରନ୍ତୁ ଦେଖିବେ ଆପଣଙ୍କ ସମସ୍ତ ଦୁଃଖ କଷ୍ଟ ବା ଜୀବନରେ ଆସିଥିବା ସବୁ ସମସ୍ୟା ଦୂର ହେବା କୁ ଲାଗିଵ |

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.