Breaking News

କୁକୁର ସହିତ ଯୁବତୀଙ୍କ ବାହାଘର କରାଇଲେ ଗାଁ ଲୋକେ ଚଉଠି ରାତି ଦିନ ଯା ହେଲା ସମସ୍ତେ Dekhi ଆଶ୍ଚର୍ଯ୍ୟ ହୋଇଗଲେ !

ଦର୍ଶକବନ୍ଧୁ କୁକୁର ସହିତ ଯୁବତୀଙ୍କ ବାହାଘର ତାହା ପରେ ଯାହା ହେଲା ଜାଣିଲେ ଚମକି ପଡ଼ିବା ଆପଣମାନେ ଏହି କଳି ଯୁଗରେ ଏମିତି ଭିନ୍ନ ଭିନ୍ନ ଘଟଣା ପ୍ରତି ଦିନ ଘଟୁଛି ତାହାକୁ ଶୁଣିଲେ ମୁଣ୍ଡ ଘୁରାଇ ଦେବାତ ସୁନିଶ୍ଚିତ ସେମିତି ଏକ ଆର୍ଶଯ୍ୟ ଜନକ ଘଟଣା ଘଟିଛି ଝାଡ଼ଖଣ୍ଡର ଏକ ଗ୍ରାମରେ ସେହି ଘଟଣା ଜାଣିବା ପରେ ଆପଣ ମାନେ ଆର୍ଶଯ୍ୟ ହୋଇଯିବେ ସାଧାରଣ ଏକ ପୁଅ ସହିତ ଏକ ଝିଅର ବିବାହ ହୋଇଥାଏ |

କିନ୍ତୁ ଏଠାରେ 18 ବର୍ଷର ଏକ ଝିଅ ସହିତ ଏକ କୁକୁରର ବିବାହ କରିଛନ୍ତି ଏହି କଥାଟି ଶୁଣିବାକୁ ବୋହୁତ ଆର୍ଶଯ୍ୟ ଲାଗୁଛି କିନ୍ତୁ ଏହି କଥାଟି ବାସ୍ତବରେ ସତ ଏହି ବିବାହ ଟି ମଧ୍ୟ ଝିଅର ପରିବାର ଲୋକମାନଙ୍କ ସହମତିରେ ହୋଇଥିଲା ଝିଅଟିର ନାମ ମଙ୍ଗୁଳି ଏବଂ ଝିଅଟି କୁ 18 ବର୍ଷ ବୟସ ହୋଇଥିଲା |

ତେବେ ତଥ୍ୟ ଅନୁସାରେ ସେହି ଝିଅଟିକୁ ଏକ ବାବା କହିଥିଲେ ସେହି ଝିଅଟିର ମଙ୍ଗଳ ଦୋଷ ରହିଛି ଏହି କାରଣରୁ ସେହି ଝିଅ ଟି ଜୀବନରେ ଅନେକ ପ୍ରକାରର କ୍ଷୟ କ୍ଷତି ହୋଇ ପାରେ ବୋଲି ବାବା କହିଥିଲେ ଏହି କାରଣରୁ ସେହି ଝିଅ ଟିର ବାପା ମା ସେହି ଦୋଷ ଅର୍ଥାତ୍ ସେହି ସବୁ ଦୁଃଖ କଷ୍ଟ ହଟାଇବା ପାଇଁ ଚାପ୍ ପକାଇଥିଲେ |

ଉପାୟ ଅନୁସାରେ ସେହି ଝିଅକୁ ଏକ କୁକୁର ସହିତ ବିବାହ କରିବାକୁ କହିଥିଲେ ବାବା ଏହି ବିବାହ ନାମକୁ ମାତ୍ର ହୋଇଥିଲା ଏବଂ ବିବାହ ପରେ ସେହି ଦୋଷ କୁକୁର ଦ୍ବାରା ଖଣ୍ଡନ ହୋଇଯାଇଥିଲା ନିୟମ ଅନୁସାରେ ଯେମିତି ବିବାହ ହେବ ଅର୍ଥାତ୍ ଯେମିତି ବିବାହ ହେବା କଥା ଠିକ୍ ସେହି ପରି ଝିଅଟି ସହିତ କୁକୁରର ବିବାହ ହୋଇଥିଲା ସେହି ବିବାହରେ ମଧ୍ୟ ବନ୍ଧୁ ବାନ୍ଧବ ପଡୋଶୀ ଓ ଗ୍ରାମ ଲୋକମାନଙ୍କୁ ମିଶାଇ ପାଖା ପାଖି 100 ଜଣ ଲୋକ ଉପସ୍ଥିତ ଥିଲେ |

ପ୍ରଥମେ ଯେତେ ବେଳେ କୁକୁର ସହିତ ବିବାହ କରିବାକୁ କୁହାଯାଇଥିଲା ସେ ଝିଅଟି ସେତେ ବେଳେ ରାଜି ହୋଇନଥିଲା ପରେ ସେ ସମସ୍ତ କଥା ଅନୁସାରେ ବିବାହ କରିବା ପାଇଁ ରାଜି ହୋଇଥିଲା ଏହା ମଧ୍ୟ କୁହା ଯାଇଥିଲା ବିବାହ ପରେ ସେହି କୁକୁର କୁ କିଛି ଦିନ ପ୍ରଯ୍ୟନ୍ତ ବଞ୍ଚାଇ ରଖିବ |

ଯେମିତିକି ସବୁ ଦୋଷ କୁକୁର ଦ୍ବାରା କାଟି ଯିବ ଏବଂ ପରେ ସେହି ଝିଅଟି ଅନ୍ୟ କାହାକୁ ବିବାହ କରି ପାରିବ ବିବାହ ପରେ ମଧ୍ୟ ସେହି ଝିଅ ଓ କୁକୁର ର ଚଉଠୀ ହୋଇଥିଲା ନାମକୁ ମାତ୍ର ଏହା ପରେ ଝିଅଟି ଏବେ ଭଲରେ ଅଛି ଏବଂ ନିଜର ସ୍ୱପ୍ନର ରାଜ କୁମାରଙ୍କର ଅପେକ୍ଷାରେ ଅଛି ଏହି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହେବାରେ ଲାଗିଛି |

About odisha news

Check Also

ବର୍ଷା ସହ ଖେଳ Tunguru ଭୋଳ ପାଇଁ ହେଲା କାଳ ଏହି କେସ ରେ ଜେଲ ଗଲେ ଟୁଙ୍ଗୁରୁ ହାତ ଯୋଡି ସମସ୍ତଙ୍କୁ ମାଗିଲେ ସାହାଯ୍ୟ…

ଦର୍ଶକବନ୍ଧୁ ବର୍ଷା ସହିତ ଖେଳ ଟୁଙ୍ଗୁରୁ ପାଇଁ ହେଲା କାଳ ଅଭିଯୋଗରେ ଶେଷରେ ଜେଲ୍ ଗଲା ଟୁଙ୍ଗୁରୁ ଭୋଳ ତେବେ …

Leave a Reply

Your email address will not be published.