Breaking News

କୁକୁର କାମୁଡିବା ପରେ ପିଲା ବିନିଗଲା କୁକୁର ଲୋକଙ୍କ ଉଡ଼ିଗଲା ହୋସ ଦେଖନ୍ତୁ ପୁରା Video…

ବନ୍ଧୁଗଣ ଆପଣମାନେତ ଭଲଭାବରେ ଜାଣିଥିବେ ଏବେ ଯୁଗ ଏତେ ଆଧୁନିକ ହୋଇଗଲାଣି ଗଲାଣିଯେ ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ପ୍ରୟ ସମସ୍ତେ ସୋସିଆ ମିଡ଼ିଆରେ ଯୋଡିହୋଇ ରହିଥାନ୍ତି ତେବେ ଏହି ସୋସିଆଲ ମିଡ଼ିଆରେ ଆପଣମାନେ ଅନେକ ସମୟରେ ଅନେକ ଭିନ୍ନ ଭିନ୍ନ ପ୍ରକାରର ଭିଡ଼ିଓ ଦେଖିବାକୁ ପାଉଥିବେ ।ତେବେ ଦର୍ଶକ ବନ୍ଧୁ ବର୍ତମାନ ସମୟରେ ଏଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯାହାକି ଆପଣଙ୍କୁ ଚକିତ କରିରଖିଦେବ |

ତେବେ ଦର୍ଶକବନ୍ଧୁ ବର୍ତମାନ ସମୟରେ ସୋସିଆଲ ମିଡ଼ିଆରେ ଚହଳ ସୃଷ୍ଟି କରିଥିବା ଭିଡ଼ିଓ ବିଷୟରେ ଆସନ୍ତୁ ଜାଣିନେବା ଦର୍ଶକ ବନ୍ଧୁ ଗୋଟେ ଛୋଟ ପିଲା କୁକୁର ଭଳି ଭୁକୁଥିବାର ଆପଣମାନେ କେବେବି ଦେଖିନଥିବେ କିନ୍ତୁ ବର୍ତ୍ତମାନ ଏଭଳି ଏକ ଭିଡ଼ିଓ ସାମ୍ନାକୁ ଆସିଛି ଯେଉଁଥିରେ ଚକିତ କରିଦେବଭଳି ଭିଡ଼ିଓ ଦେଖିବାକୁ ମିଳିଛି |

ତେବେ ବନ୍ଧୁଗଣ ଏହା ଦେଖା ଯାଉଛିଯେ ଏକ ଛୋଟ ଛୁଆଟି ମେଡିକାଲରେ ରହି ଚିକିତ୍ସିତ ହେଉଥିବା ବେଳେ ସେ କିଛିବି କଥା କହୁନାହିଁ କିନ୍ତୁ କୁକୁର ପରି ଭୋ ଭୋ ହେଉଛି |

ବନ୍ଧୁଗଣ ଏହି ଭିଡ଼ିଓକୁ ସମସ୍ତେ ଦେଖିବା ପରେ କହୁଛନ୍ତିଯେ ପିଲାଟିକୁ ରାବିଜ ରୋଗ ହେଇଛି ତେବେ ଆପଣଙ୍କୁ କହିରଖୁଛିଯେ ସେହି ଛୋଟ ପିଲାଟିକୁ ରାବିଜ କିମ୍ବା କୁକୁର କାମୁଡ଼ା ରୋଗ ହୋଇନାହିଁ ତେବେ ଜଣେଇ ରଖୁଛୁଯେ ସେହି ପିଲାଟି କୌଣସି ମାନସିକ ତଥା କୌଣସି ଅଜଣା ରୋଗରେ ପୀଡିତ ହେବା କାରଣରୁ ମଣିଷ ପରି କଥା ହବା ବଦଳରେ କୁକୁର ପରି ଭୋ ଭୋ ହେଉଛି |

ବନ୍ଧୁଗଣ ଜାଣି ରଖନ୍ତୁ ଯେ ଏହି ରାବିଜ ରୋଗ ଯେ କୌଣସି କୁକୁର କାମୁଡ଼ା ଦ୍ୱାରା ହୋଇନଥାଏ ଯଦି କୌଣସି କୁକୁରକୁ ରାବିଜ ରୋଗ ହୋଇଥାଏ ତେବେ ସେହି କୁକୁର କାମୁଡ଼ାରେ ରାବିଜ ରୋଗ ହୋଇଥାଏ ଏହି ପିଲାଟିକୁ ରାବିଜ ରୋଗ ହୋଇନାହିଁ ପିଲାଟି କୌଣସି ମାନସିକ ତଥା କୌଣସି ଅଜଣା ରୋଗରେ ପୀଡିତ ହୋଇଛି ଏଥିପାଇଁ ପିଲାଟିକୁ ଉପଯୁକ୍ତ ଚିକିତ୍ସା ପ୍ରଦାନ କରି ସୁସ୍ଥ ବକରିବା ଉଚିତ |

About odisha news

Check Also

Big Update : ପୁଣି ଚାଷୀଙ୍କ ଖାତାକୁ ଆସିଲା ପିଏମ କିଷାନ ଯୋଜନା 6 ହଜାର ଟଙ୍କା କେଉଁ ଚାଷୀମାନଙ୍କୁ ମିଳିଲା ଟଙ୍କା ଜାଣନ୍ତୁ |

ବନ୍ଧୁଗଣ ଆସନ୍ତୁ ଜାଣିବ PM KISAN ଯୋଜନାର ବଡ ଖବର ତେବେ ଆପଣ ମାନେ ଯଦି PM KISAN ଯୋଜନାର …

Leave a Reply

Your email address will not be published.