Breaking News

କୁନି ତାରିଣୀ ବାପା ମା ଙ୍କ ବିବାହ ବାର୍ଷିକ ଉତ୍ସବ କେମିତି ପାଳନ କଲେ

ବନ୍ଧୁଗଣ ଆମ ଓଡ଼ିଶାର ଲୋକମାନେ ଓଡ଼ିଆ ଚଳଚ୍ଚିତ୍ର ଦେଖିବା ଅପେକ୍ଷା ଓଡ଼ିଆ ଧାରାବାହିକ ଦେଖିବାକୁ ଭଲ ପାଆନ୍ତି।ଆପଣ ମାନେ ଦେଖିଥିବେ ସନ୍ଧ୍ୟା ସମୟରେ ଯେତେବେଳେ ସିରିଏଲ ଦେଉଥାଏ ସେତେବେଳେ ଘରେ ଗହଳି ହୋଇଥାଏ ।ଆମ ଲୋକମାନେ ଏହି ସିରିଏଲ ଦେଖିବା ସହ ଏହି ସିରିଏଲ ରେ ଅଭିନୟ କରୁଥିବା ସମସ୍ତ କଳାକାର ମାନଙ୍କ ବିଷୟରେ ଅଧିକ ଜାଣିବାକୁ ଇଚ୍ଛା କରନ୍ତି।


ତେବେ ବନ୍ଧୁଗଣ ଆପଣ ମାନେ ଓଡ଼ିଆ ଲୋକପ୍ରିୟ ସିରିଏଲ ତାରା ତାରିଣୀ ନିଶ୍ଚୟ ଦେଖିଥିବେ। ଏହି ସିରିଏଲ ଟି ଲୋକମାନଙ୍କ ମନକୁ ଛୁଇଁ ପାରିଛି ।ଏହି ସିରିଏଲ ରେ ସମସ୍ତ କଳାକାର ମାନେ ଜବରଦସ୍ତ ଅଭିନୟ ମଧ୍ୟ କରିଛନ୍ତି।ତେବେ ବନ୍ଧୁଗଣ ଏହି ତାରା ତାରିଣୀ ସିରିଏଲ ରେ ଆପଣ ମାନେ କୁନି ତାରିଣୀ ଙ୍କୁ ନିଶ୍ଚୟ ଜାଣିଥିବେ ଓ ତାଙ୍କର ସୁନ୍ଦର ଅଭିନୟ ମଧ୍ୟ ନିଶ୍ଚୟ ଦେଖିଥିବେ।ତେବେ ଏହି ସିରିଏଲ ରେ କୁନି ତାରିଣୀ ତାଙ୍କର ସୁନ୍ଦର ଅଭିନୟ ପାଇଁ ବହୁତ ଲୋକପ୍ରିୟତା ପାଇଛନ୍ତି।ତେବେ ତାଙ୍କ ଜବରଦସ୍ତ ଅଭିନୟ ଆପଣ ମାନେ ପ୍ରାୟ ସବୁଦିନ ଦେଖୁଥିବେ।


ତେବେ ବନ୍ଧୁଗଣ ଏହି କୁନି ତାରିଣୀ ଙ୍କର ମା ଓ ବାପା ଙ୍କର ବିବାହ ବର୍ଷିକ ଏବେ ଖୁବ ଧୁମ ଧାମ ରେ ପାଳନ କରିଛନ୍ତି।ତେବେ ସେ କେମିତି ପାଳନ କରିଛନ୍ତି ଆଉ କଣ ସବୁ କରିଛନ୍ତି ଆସନ୍ତୁ ଜାଣିବା।


ତାଙ୍କ ବାପା ଓ ମା ଙ୍କର ବିବାହ ବର୍ଷିକ ଉପଲକ୍ଷେ ସେ ଶ୍ରୀ ରାମଚନ୍ଦ୍ର ମନ୍ଦିର ଯାଇଛନ୍ତି।ଓ ତାଙ୍କ ବାପା ମା ଙ୍କ ସହ ତାଙ୍କ ଭାଇ ମଧ୍ୟ ଯାଇଛନ୍ତି।ତେବେ କୁନି ତାରିଣୀ ଙ୍କର ପ୍ରକୃତ ନାମ ହେଉଛି ଆଇସା ।ମନ୍ଦିର ଯାଇ ତାଙ୍କ ବାପା ମା ଭଲରେ ରୁହନ୍ତୁ ବୋଲି ସେ ପାର୍ଥନା କରିଛନ୍ତି।କୁନି ତାରିଣୀ ତାଙ୍କ ସୋସିଆଲ ମିଡ଼ିଆ ଆକାଉଣ୍ଟ ରେ ଏହା ଜଣେଇଛନ୍ତି।ଓ ବହୁତ ଗୁଡିଏ ଫଟ ପୋଷ୍ଟ କରିଛନ୍ତି।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଓଡିଆ ସିରିଏଲ ଅଭିନେତ୍ରୀ ତନୁଜା ଖୁଡୀଙ୍କୁ (Ranjita Panigrahi) ନେଇ ଆସିଲା ବହୁତ ବଡ ଦୁଃଖ ଖବର, ଦୁଃଖରେ ଭାଙ୍ଗି ପଡିଲେ ରଞ୍ଜିତା

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଦେଖିଥିବେ ତରଙ୍ଗ ଟିଭି ରେ ପୂର୍ବ ରୁ ପ୍ରସାରିତ ତାରା ତାରିଣୀ ଧାରାବାହିକ …

Leave a Reply

Your email address will not be published. Required fields are marked *