Breaking News

କୋଟିଏ ରେ ଗୋଟିଏ ଅଟନ୍ତି ଏହି 5ଟି ନାମର ଝିଅ ( ଗଙ୍ଗା ଭଳି ପବିତ୍ର ), ମିଳିଲେ କେବେବି ଛାଡ଼ନ୍ତୁ, Maa Lakhmi ଙ୍କର ଅବତାର ଅଟନ୍ତି !

ଏହି ଦୁନିଆରେ ସବୁ ଝିଅ ଙ୍କୁ ବୁଝିବା ବହୁତ୍ କଷ୍ଟ ହୋଇଥାଏ ଝିଅ ଙ୍କ ମନରେ କଣ କେତେ ବେଳେ ଚାଲିଥାଏ ସେଟା କେହି ବି କହିପାରିବେନି । ଯଦି ଭଗବାନ ନାରୀଙ୍କୁ ବୁଝି ପାରିଲେନି ସାମାନ୍ୟ ମନୁଷ୍ୟ କିପରି ବୁଝିବ ।ଝିଅ ମାନଙ୍କ ବ୍ୟବହାର ଅଲଗା ହୋଇ ଥାଏ ସେତେ ବେଳେ କିଏ କଣ ପତିକ୍ରୀୟ ରଖେ କହି ହେବନି ଏମିତି ବି ଝିଅ ଅଛନ୍ତି ପାଣି ଭଳି ନିର୍ମଳ ଗଙ୍ଗା ଭଳି ସ୍ୱଚ୍ଛ ହୋଇଥାନ୍ତି ।

ଏମିତି ରେ ଶ୍ୱଭବରେ ଶାନ୍ତ ଏବଂ ବହୁତ୍ ଚାଲାକ୍ ଅଟନ୍ତି ଏବଂ ଭରସା ଯୋଗ୍ୟ ହୋଇନଥାନ୍ତି ଆଜି ଆମେ ଜାଣିବା ସେହି ଝିଅଙ୍କ ବିଷୟରେ ଯେଉଁ ଝିଅ ମାନେ ବହୁତ୍ ପବିତ୍ର ଯେଉଁ ଝିଅ ମାନଙ୍କ ନାମ ଏହି ଅକ୍ଷର ରୁ ଆରମ୍ଭ ସେମାନେ ବହୁତ୍ ହୋଇଥାନ୍ତି ଆପଣ ମଧ୍ୟ ଦେଖନ୍ତୁ ଆପଣଙ୍କ ନାମ ର ଆକ୍ଷର ଥାଏ ପାରେ ।

ନମ୍ବର 1. B ଅକ୍ଷର ଥାଏ ସେହି ଝିଅ ମାନେ ବହୁତ୍ ଶାନ୍ତ ଏବଂ ନିଜ ଜୀବନ ସାଥି ଙ୍କ ର ବହୁତ୍ ବିଶ୍ଵସ୍ତ ହୋଇଥାନ୍ତି ଏମାନେ କେଉଁ ପରିସ୍ଥିତି ରେ ନିଜ ସାଥୀ ଙ୍କ ହାତ ଛଡାଣ୍ଟିନି ଏମାନ ଙ୍କ ବ୍ୟବହାର ବହୁତ୍ କୋମଳ ହୋଇଥାଏ ଏମାନଙ୍କୁ ଏହି କାରଣ ରୁ ପବିତ୍ର ମନା ଯାଏ ।

ନମ୍ବର 2ରେ ଅଛି N ଅକ୍ଷରେ ଥିବା ଝିଅମାନେ ବହୁତ୍ ତେଜସ୍ଵୀ ହୋଇଥାନ୍ତି ଏମାନେ ନିଜ ପରିବାର ନିଜ ସାଥୀ ଙ୍କ ର ବହୁତ୍ ଧ୍ୟାନ ରଖି ଥାଆନ୍ତି ଏମାନେ ଏମିତି କିଛି କାମ କରନ୍ତିନି ଯେଉଁଥିରେ ନିଜ ପରିବାର ନାମ ଖରାପ କରିବେନି ଏହି କାରଣାରୁ ଏମାନଙ୍କୁ ପବିତ୍ର ମନାଯାଏ ।

ଏବେ ଆସିଲା p ନାମ ରେ ଥିବା ଝିଅ ସମ୍ପର୍କ ବାନ୍ଧି ରଖିବାକୁ ଚେଷ୍ଟା କରନ୍ତି କହିଦଉଚୁ ଏହି ଝିଅ ମାନେ ସମସ୍ତ ଙ୍କ ମନ କଥା ବୁଝି ଥାଆନ୍ତି ହୋଇ ପାରେ ସେମାନଙ୍କ ଠୁ ବଡ଼ କି ଛୋଟ ଏମାନେ କାହାରିକୁ ଦୁଃଖ ଦେଇ ନଥାନ୍ତି ଏ ମାନେ ସମସ୍ତଙ୍କ ମଧ୍ୟ ରେ କଥା କହି ଥାଆନ୍ତି ଏହି କାରଣରୁ ଏମାନଙ୍କୁ ପବିତ୍ର ମାନାଯାଇ ଥାଏ ।

ନମ୍ବର4. ରେ ଆସୁଛି S ଅକ୍ଷର ଏହି ଝିଅ ମାନେ ବହୁତ୍ ପବିତ୍ର ଓ ଲାଜ କୁରା ହୋଇ ଥାଆନ୍ତି ଏମାନେ ପରିବାର ମଜ୍ୟଦ ର ଧ୍ୟାନ ରଖନ୍ତି ନିଜ ପରିବାରକୁ ଖୁସି ରେ ରଖିବାକୁ ଚେଷ୍ଟା କରନ୍ତି ଓ ଇଚ୍ଛା ପୁରଣ କରି ଥାଆନ୍ତି ।

ନମ୍ବର 5. M ଅକ୍ଷର ରୁ ଆରମ୍ଭ ହୋଇଥିବା ଝିଅ ମାନେ ବହୁତ୍ ଶାନ୍ତ ସ୍ୱଭାବର ଏମାନଙ୍କ କଥା ଜୋରସେ କହି ଥାଆନ୍ତି ଏମାନେ କାହାରି ନିରାଶ କରନ୍ତିନି ନିଜ ଜୀବନ ସାଥି ଙ୍କୁ ବହୁତ୍ ଖୁସି ରେ ରଖନ୍ତି ।

About odisha news

Check Also

ବାଛନ୍ତୁ ଗୋଟିଏ ରଙ୍ଗର Kalasa, ଆଉ ଜାଣନ୍ତୁ ଆପଣଙ୍କର ଆଗାମୀ ଦିନର ଭବିଷ୍ୟତ ବିଷୟରେ, ସବୁ କିଛି ହୋଇଯିବ ସତ ଥରେ ନିଶ୍ଚିତ ଦେଖନ୍ତୁ…

ହେଲୋ ଫ୍ରେଣ୍ଡ୍ ବାଛନ୍ତୁ ଏଥି ମଧ୍ୟରୁ କୌଣସି ବି ଗୋଟିଏ ରଙ୍ଗ ଓ ଜଣାନ୍ତୁ ନିଜ ଭବିଷ୍ୟତ ଜଡିତ କିଛି …

Leave a Reply

Your email address will not be published.