Breaking News

କରୋନା ଟିକା ନେବା ପରେ ଏହି ସବୁ କଥାକୁ ଧ୍ୟାନ ରଖନ୍ତୁ , କରନ୍ତୁ ନାହିଁ ଏହି କାମ

ଯେପରିକି ଆପଣମାନେ ନିଶ୍ଚୟ ଜାଣିଥିବେ ଦେଶ ରେ କରୋନା ମହାମାରୀ ର ଦ୍ଵିତୀୟ ଲହରୀ କେତେ ମାତ୍ର। ରେ ଭୟଙ୍କର ପରିସ୍ଥିତି ସୃଷ୍ଟି କରିଛି | ତେବେ ଟୀକା ଦାନ ପ୍ରକ୍ରିୟା ମଧ୍ୟ ବେସ ଭଲ ଭାବରେ ଚାଲୁଅଛି । ବନ୍ଧୁଗଣ ଯଦି ଆପଣ ମାନେ ଟୀକା ନେଇଛନ୍ତି ତେବେ କିଛି ବିଶେଷ ନିୟମାବଳି ଜାଣି ରଖନ୍ତୁ। ତେବେ ଆସନ୍ତୁ ଜାଣିବା କରୋନା ଭ୍ୟାକ୍ସିନ ନେବା ପରେ କେଉଁ ସବୁ କାର୍ଯ୍ୟ କରିବା ଆଦୌ ଉଚିତ ନୁହେଁ ।

୧. କରୋନା ଟୀକା ନେବା ପରେ କେବେ ହେଲେ ତୁରନ୍ତ କାମକୁ ଯାଆନ୍ତୁ ନାହିଁ।ତେବେ ନିହାତି ଭାବରେ ଅତିକମ ରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଘରେ ବିଶ୍ରାମ ନିଅନ୍ତୁ । ତେବେ ଦେଖାଯାଇଛି ଯେ କିଛି ବ୍ୟକ୍ତି ଙ୍କ ମଧ୍ୟରେ କୋଭିଡ ଟୀକା ନେବାର ତୁରନ୍ତ ନଚେତ ୨୪ ଘଣ୍ଟା ପରେ ପାର୍ଶ୍ଵ ପ୍ରତିକ୍ରିୟା ଦେଖାଦେଇଛି । ଯାହା ସାମାନ୍ଯ ମାତ୍ର ଏଥିରେ କୌଣସି ବ୍ୟସ୍ତ ହୁଅନ୍ତୁ ନାହିଁ |

୨. ଏହି ଟୀକା ର ପ୍ରଥମ ଡୋଜ ନେବା ପରେ କେବେ ହେଲେ ଭିଡ଼ ମଧ୍ୟ କୁ ଯାଆନ୍ତୁ ନାହିଁ । ଏହା ସହିତ ଯାତ୍ରା ରେ ମଧ୍ୟ ଯାଆନ୍ତୁ ନାହିଁ ।


୩. ଏହି ଟୀକା ନେବା ପରେ ଧୂମ୍ରପାନ ଏବଂ ମଦ ଠାରୁ ଦୂରେଇ ରୁହନ୍ତୁ । ତେବେ ଅତି କମ ରେ ଦୁଇ ରୁ ତିନି ଦିନ ପର୍ଯ୍ୟନ୍ତ ଧୂମ୍ରପାନ ଏବଂ ମଦ ର ସେବନ କରନ୍ତୁ ନାହିଁ । ଏହା ଆପଣଙ୍କ ପାଇଁ ବହୁତ ଖରାପ ହୋଇପାରେ।

୪. ଏହି ଟୀକା ନେବା ପରେ ଡାକ୍ତର ଙ୍କ ସହିତ ପରାମର୍ଶ ନିଅନ୍ତୁ । ଯଦି ଆପଣଙ୍କ କୌଣସି ଆଲର୍ଜି ସମସ୍ୟା ରହିଛି ତେବେ ଭ୍ୟାକସିନ ନେବା ପରେ ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ରୁହନ୍ତୁ ଏବଂ ଡାକ୍ତର ଙ୍କ ପରାମର୍ଶ କରନ୍ତୁ ।


୫. ବିନା ମାସ୍କ ରେ ବାହାରକୁ ଯିବା ଆସିବା କରନ୍ତୁ ନାହିଁ । ତେବେ ଏହି ଟିକର ପ୍ରଥମ ଦୋଜ ନେବାପରେ ଆପଣଙ୍କ ଦେହରେ ଆଣ୍ଟିବଡି ତିଆରି ହୋଇନଥାଏ ତେବେ ସଂକ୍ରମଣ ର ଆଶଙ୍କା ମଧ୍ୟ ରହିଛି |

୬. କୋଭିଡ ଭ୍ୟାକ୍ସିନ ନେବା ପରେ ନିଜ ଖାଇବାରେ ଅଧିକ ଫଳ, ସବୁଜ ପନିପରିବା ଓ ନଟ୍ସ ରଖନ୍ତୁ | ଏହା ଫଳରେ ଆପଣଙ୍କ ଶରୀର ଭିତରୁ ମଜବୁତ ରହିଥାଏ । ଏହା ଛଡା ଏହି କୋଭିଡ ଟୀକା ନେବା ପରେ ବୟାମ କରନ୍ତୁ ନାହିଁ | ନଚେତ ଆପଣଙ୍କ କାନ୍ଧ ବିନ୍ଧା ହୋଇପାରେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଚମତ୍କାର ବାଳକ ! ମାତ୍ର ୪ ବର୍ଷ ବୟସରେ କରୁଛନ୍ତି ଏପରି କାମ , ଦେଖିଲେ ଆପଣ ବି ବିଶ୍ବାସ କରିବେନି …

ଦୁନିଆରେ ଭିନ୍ନ ଭିନ୍ନ ଲୋକଙ୍କ ପାଖରେ ଅଲଗା ଅଲଗା ପ୍ରକାରର ପ୍ରତିଭା ଲୁଚିକି ରହିଥାଏ। ତା ଛଡା ସମସ୍ତଙ୍କ ଦ୍ଵାରା …

Leave a Reply

Your email address will not be published. Required fields are marked *