Breaking News

Konark ମନ୍ଦିର ବାଲି ଖୋଲି ସାରିବା ପରେ ବାହାରିଲା ଏହି ମୂର୍ତ୍ତି, ସୂର୍ଯ୍ୟଦେବଙ୍କ ମୂର୍ତ୍ତି ମିଲିଲା ପୂଜା ଆରମ୍ଭ ହେବକି ନାହିଁ କଣ କହିଲେ ସେଠିକାର ପୂଜାରୀ ମାନେ ଦେଖନ୍ତୁ !

ନମସ୍କାର ବନ୍ଧୁଗଣ ୧୯୦୩ ମସିହା ର ଘଟଣା ସୂର୍ଯ୍ୟ ମନ୍ଦିର କୋଣାର୍କ କୁ ହଠାତ୍ ବନ୍ଦ କରିଦିଆଗଲା | ଏହାର କାରଣ ଲୋକ ଲୋଚନକୁ ଆଣିଲେ ନାହିଁ ୧୦୧୮ ବର୍ଷ ବିତି ଗଲାଣି ମଧ୍ୟ ତାହା ର ସଠିକ୍ କାରଣ କାହାକୁ ଜଣା ନାହିଁ ଏବଂ ସେହି କାରଣ ବିଷୟରେ କିଏ ମଧ୍ୟ କଥା ହେବାକୁ ଚାହାନ୍ତି ନାହି କାହିଁ କେତେ ଦୁରୁ ଦେଶ ବିଦେଶ ରୁ ପର୍ଯ୍ୟଟକ ଆସି କୋଣାର୍କ ମନ୍ଦିର ରୁ ବୁଲି ଯାଆନ୍ତୁ କିନ୍ତୁ ଏହି ମନ୍ଦିରର ସୂର୍ଯ୍ୟ ଦେବତା କୁ ଦର୍ଶନ ନ କରି ଫେରି ଯାଆନ୍ତି ଅନେକ ଅଲୌକିକ ରହସ୍ୟ ରହିଛି | ଏହି ମନ୍ଦିର ରେ ଯେପରି କି ଏହି ମନ୍ଦିର ଅଭିଶପ୍ତ ଅଟେ ଏହି ମନ୍ଦିର ଟି ଅନେକ ବର୍ଷ ଧରି ବାଲିରେ ପୋତି ଥିଲା |

ଏହି ମନ୍ଦିର ର ଚୁଡ଼ା ରେ କମ୍ବକ ଲାଗିଥିଲା ନର୍ତ୍ତକୀ ମାନକର ନଚିବା ଶଦ୍ଦ ରାତି ସମୟରେ ଶୁଭେ ଏହି ମନ୍ଦିର କୁ ନେଇ ଆଜିବି ବୋହୁତ ଗୁଡିଏ ରହସ୍ୟ ରହିଛି ଯାହା କୁ ଶୁଣି ଆପଣ କର ଚେତା ଉଡ଼ିଯିବ କିନ୍ତୁ ଗୋଟିଏ ପ୍ରଶ୍ନ ଯଦି ଏତେ ସବୁ ରହସ୍ୟ ଏହି ମନ୍ଦିର କୁ ନେଇ ଅଛି | ତଥାବି ଭାରତ ସରକାର ଆଜିବି କୋଣାର୍କ ମନ୍ଦିର ର ମୁଖ ଦ୍ବାର ଫିଟାଇ ବା ପାଇ ରାଜି ନୁହଁନ୍ତି ସତରେ କଣ ଏହି ମନ୍ଦିର ଅଭିଶପ୍ତ ଅଟେ ସତରେ କଣ ଏମିତି ରହସ୍ୟ ଅଛି ଏହି ମନ୍ଦିର କୁ ଲୋକ ମାନେ ଦେଖିଲେ ଅନ୍ଧ ହୋଇଯିବେ ତେବେ ଦର୍ଶକ ବନ୍ଧୁ ଚାଲନ୍ତୁ ଆଜି କୋଣାର୍କ ମନ୍ଦିର ର ଏହି ସବୁ ରହସ୍ୟ ବିଷୟରେ ଜଣିନେବା |

ଏହି ମନ୍ଦିର ନିଜର କଳା କୃତୀ ପାଇ ସାରା ବିଶ୍ୱରେ ପ୍ରସିଦ୍ଧ ଏହି ମନ୍ଦିର ଏକ ରଥ ସଦୃଶ ଦେଖା ଯାଏ ଯେଉଁ ଥିରେ ୧୨ ଟି ଚକ ଲାଗି ଅଛି ଏବଂ ଏହି ରଥ କୁ ୭ ଟି ଘୋଡ଼ା ଟାଣି ବାକୁ ଲାଗିଛନ୍ତି ରାଜା ଲାଙ୍ଗୁଡ଼ା ନରସିଂହ ଦେବ ସୂର୍ଯ୍ୟ କ ପାଇ ଏହି ମନ୍ଦିର ନିର୍ମାଣ କରିଥିଲେ ମନ୍ଦିର ର ୧୨ ଟି ଚକ ବର୍ଷ ର ୧୨ ଟି ମାସ ବୋଲି ମନା ଯାଏ ଏବଂ ପ୍ରତ୍ୟେକ ଚକରେ ଥିବା ୮ ଟି ଅଖ ର ଦିନର ୭ ପ୍ରହର କୁ ଦର୍ସାଏ ଦୁଇ ଭାଗରେ ବିଭକ୍ତ କରାଯାଇଛି | ଏହି ମନ୍ଦିର କୁ ପ୍ରଥମ ଟି ହେଉଛି ନଟ ମନ୍ଦିର ଯେଉଁଥିରେ ସୂର୍ଯ୍ୟ କର ପ୍ରଥମ କିରଣ ପଡ଼ିଥାଏ ଏହି ମନ୍ଦିର ସମ୍ମୁଖରେ ଦୁଇଟି ସିଂହ ଏବଂ ଦୁଇ ଟି ହାତୀ ଉପରେ ବିରାଜମାନ ଥିବାର ଦେଖିଥାଉ |

ଏହା ଧନ ଏବଂ ଅହଂକାର ର ପୂର୍ଣ୍ଣ ପ୍ରତୀକ ଅଟେ ପୂରଣ ମାନ୍ୟତା ଅନୁସାରେ ପ୍ରଭୁ ଶ୍ରୀ କୃଷ୍ଣ କର ପୁତ୍ର ସାମ କୁ କୁଷ୍ଟ ରୋଗ ହୋଇଥିଲା ଏହି ରୋଗ ର ମୁକ୍ତି ପାଇ ୠଷି କଟପା ସୂର୍ଯ୍ୟ ଦେବ କୁ ପୂଜା କରିବା ପାଇଁ ଅନୁମତି ଦେଇଥିଲେ ସାମ ସମୁଦ୍ର କୂଳରେ ୧୨ ବର୍ଷ ତପସ୍ୟା କରିଥିଲେ ସୂର୍ଯ୍ୟ ଦେବ ଯିଏ କି ସମସ୍ତ ରୋଗର ନାସ ଅଟନ୍ତି ସାମ କ ତପସ୍ୟା ରେ ପ୍ରସନ୍ନ ହୋଇ ତାଙ୍କ ରୋଗ ଭଲ କରିଦେଇଥିଲେ ତପସ୍ୟା ସରିଲା ପରେ ସାମ ଯେତେବେଳେ ଚନ୍ଦ୍ର ଭାଗା ରେ ସ୍ନାନ କରୁଥିଲେ ତାଙ୍କୁ ଏକ ସୂର୍ଯ୍ୟ ଦେବ କ ପ୍ରତିମା ମିଳିଥିଲା ଏବଂ ସେହି ସମୟରେ ସେହି ସ୍ଥାନ ରେ ଏକ ସୂର୍ଯ୍ୟ ଦେବ କ ପାଇ ଏକ ମନ୍ଦିର ସ୍ଥାପନ ପାଇ ମନରେ ପ୍ରୟାସ କରିଥିଲେ | କୋଣାର୍କ ର ଲୋକ କଥା ଅନୁସାରେ ଆଜିବି ଏଠାରେ ସନ୍ଧ୍ୟା ସମୟରେ ନର୍ତ୍ତକୀ ମାନକର ଆତ୍ମା ନୃତ୍ୟ କରୁଥିବାର ବିଶ୍ଵାସ କରାଯାଏ ଯେଉଁ ମାନେ ରାଜା ଶାସନ ବେଳେ ରାଜ ଦରବାର ରେ ନୃତ୍ୟ କରୁଥିଲେ |

କୁହାଯାଏ ଯେ ଏହି ମନ୍ଦିର ର ନିର୍ମାଣ କାର୍ଯ୍ୟ ଏକ ସ୍ୟଣ୍ଡୟୁଜି ସଦୃଶ ର କରାଯାଇଥିଲା ଯାହାର ମଧ୍ୟ ଭାଗରେ ଲୁହା ପଥର ଓ ଲୁହା ର ଚାଦର ଦିଆଯାଇଥିଲା ଏବଂ ତାହାରି ଉପରେ ମନ୍ଦିର ର ପିଲର ମାନକର ଭାର ରଖା ଯାଇଥିଲା ଆଉ ମନ୍ଦିର ରେ ଥିବା ବାବନ୍ ତାର ଚୁମ୍ବକ ସମସ୍ତ ମନ୍ଦିର ର ଭାର ସମ୍ୟ ରକ୍ଷା କରୁଥିଲା କିନ୍ତୁ ଏହି ଚୁମ୍ବକ ଆଉ ନାହିଁ ବିଦେଶୀ ମାନେ ଏହାକୁ ଭାଙ୍ଗି ଦେଇଥିଲେ ଯାହାଫଳରେ ସଂପୂର୍ଣ୍ଣ ମନ୍ଦିର ର ସନ୍ତୁଳନ ବିଗିଡି ଯାଉଥିଲା ଏବଂ ମନ୍ଦିର ଟି ଧିରେ ଧୀରେ ଭାଙ୍ଗି ବାକୁ ଲାଗିଲା ୧୫୦୮ ମସିହା ରେ ମୁସଲମାନ ଶାସକ କ ଠାରୁ ସୂର୍ଯ୍ୟ ଦେବକର ପ୍ରତିମା କୁ ଲୁଚାଇ ରଖିବା ପାଇ |

ଅନେକ ବର୍ଷ ଧରି ମନ୍ଦିର ର କାର୍ଯ୍ୟ କର୍ତ୍ତା ମାନେ ସେହି ପ୍ରତିମା କୁ ବାଲି ତଳେ ଲୁଚାଇ ରଖିଥିଲେ ଏବଂ ପରେ ସେହି ପ୍ରତିମା କୁ ପୁରୀ ର ଜଗନ୍ନାଥ ମନ୍ଦିର ର ଇନ୍ଦ୍ର ମନ୍ଦିର ରେ ରଖାଗଲା ପ୍ରତ୍ନ ତତ୍ତ୍ଵ ମାନକ ମତରେ ନୂଆ ଦିଲ୍ଲୀ ରେ ଥିବା ରାଷ୍ଟ୍ର ସଂଘ ରେ ସୂର୍ଯ୍ୟ ଦେବ କର ଯେଉଁ ମୂର୍ତ୍ତି ଏବେ ମଧ୍ୟ ଅଛି ତାହା ହିଁ କୋଣାର୍କ ମନ୍ଦିର ର ମୁଖ୍ୟ ଦେବତା ଅଟନ୍ତି ମନ୍ଦିର ର ପୂଜ୍ୟ ଦେବତା କୁ ନେଇଯିବା ପରେ ଏଠାରେ ପୂଜା ଅର୍ଚ୍ଚନା ବନ୍ଦ କରିଦିଆଗଲା ତେଣୁ ଏଠାକୁ ତୀର୍ଥ ଯାତ୍ରୀ ମାନ କର ଯିବା ଆସିବା ବନ୍ଦ ହୋଇଗଲା ଏହା ବୋହୂ ବର୍ଷ ଧରି ଜଙ୍ଗଲରେ ଲୁଚି ଗଲା ୧୯୦୧ମସିହା ରେ ଇଂରେଜ ଶାସକ କ ଆଦେଶ ଅନୁସାରେ ଜଗମୋହନ ର ୪ ପାର୍ଶ୍ୱରେ ବଡ ବଡ ପ୍ରାଚୀର ନିର୍ମାଣ କରି ମନ୍ଦିର କୁ ବାଲିରେ ସଂଗ୍ରହିତ କରି ରଖାଗଲା |

ଯାହା ଦ୍ଵାରା ମନ୍ଦିର ଟି ପ୍ରାକୃତିକ ବିପର୍ଯ୍ୟୟ ରୁ ନଷ୍ଟ ହେବ ନାହିଁ ଆଜି କୁ ୧୧୮ ବର୍ଷ ବିତି ଯାଇଥିଲେ ମଧ୍ୟ ମନ୍ଦିର ର ମୁଖ ଦ୍ୟର୍ ଏବେ ମଧ୍ୟ ବନ୍ଦ ହୋଇ ରହିଛି ବୋହୂ ବାର ଏହାକୁ ଖୋଳିବା ପାଇ ସୋର ମଧ୍ୟ ଉଠିଥିଲା କିନ୍ତୁ ଶେଷ ମୁହୂର୍ତ୍ତ ରେ ନିଷ୍ପତି ବଦଳାଇ ଦିଆଯାଇଥିଲା ତେବେ କଣ ଏହି ମନ୍ଦିର କୁ ପ୍ରାକୃତିକ ବିପର୍ଯ୍ୟୟ ରୁ ରକ୍ଷା କରିବା ପାଇଁ ଏହାଙ୍କୁ ଖୋଲା ଯାଇ ନାହିଁ ନା ଏହାର ଅର୍ ପାର୍ଶ୍ଵରେ ଏଁମିତି କିଛି ରହସ୍ୟ ରହିଛି ଯାହା କୁ ସର୍ବ ସମ୍ମୁଖ କୁ ଅଣା ଯାଉନାହିଁ |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.