ତେବେ ଦ୍ୱତୀୟ ବିବାହ କରିଛନ୍ତି ଓଲିଉଡ଼ ର ଲୋକପ୍ରିୟ ଅଭିନେତ୍ରୀ କୋଏଲ ବାନାର୍ଜୀ ତେବେ ଆପଣମାନେ ତ ଜାଣିଥିବେ କୋଏଲ ବାନାର୍ଜୀ ଆଉ ବବିମିଶ୍ର ଙ୍କ ଯୋଡି କୁ ଦେଖିବାକୁ ଲୋକମାନେ ବେଶ ପସନ୍ଦ କରିଥାନ୍ତି ଏବଂ ଦୁହିଜଣ ଦୁହିଜଣଙ୍କୁ ଭଲପାଇ ପ୍ରେମ ବିବାହ କରିଥିଲେ କିନ୍ତୁ ବର୍ତ୍ତମାନ ସମୟରେ କୋଏଲ ବବିମିଶ୍ରଙ୍କ ଠୁ ଅଲଗା ହୋଇଯାଇଛନ୍ତି ଏବଂ ତାଙ୍କ ଡିଭର୍ସ ମଧ୍ୟ ସାରିଛି କୋଏଲ ସବୁବେଳେ ଓଡିଶା ଛାଡି କୋଲକାତାରେ ରହୁଥିଲେ |
ସେ ବର୍ତ୍ତମାନ ସମୟରେ ବେଙ୍ଗଲୀ ଫିଲ୍ମ ମଧ୍ୟ କରୁଛନ୍ତି ଏବଂ ସେ ସେଇ କୋଲକାତାରେ ବିବାହ ମଧ୍ୟ କରିଛନ୍ତି ଏବଂ ସେ ତାଙ୍କ ଦ୍ୱତୀୟ ସ୍ୱାମୀଙ୍କ ଫୋଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ତେବେ ଏହାକୁ ଦେଖିବା ପରେ ଓଡିଶା ବାସି ଦୁଃଖ ଅନୁଭବ କରିଛନ୍ତି କାରଣ ସବୁବେଳେ ସେମାନେ କୋଏଲଙ୍କ ସହ ବବିମିଶ୍ର ଙ୍କୁ ଦେଖିବାକୁ ପସନ୍ଦ କରିଥାନ୍ତି |
ତେବେ ବବିମିଶ୍ର ଙ୍କ ପ୍ରତିକ୍ରିୟା ନିଆଯାଇଥିଲା ତେବେ ଏହାକୁ ନେଇ ବବିମିଶ୍ର କହିଛନ୍ତି କି କୋଏଲ ବାନାର୍ଜୀ ଯେଉଁଠି ଭି ରୁହନ୍ତୁ ଖୁସିରେ ରୁହନ୍ତୁ ଏବଂ ସେ ତାଙ୍କ ଦ୍ୱତୀୟ ବିବାହ କରି ସେ ବହୁତ ଖୁସିରେ ରୁହନ୍ତୁ ବୋଲି ବବି ମିଶ୍ର କହିଛନ୍ତି |
ତେବେ ବନ୍ଧୁଗଣ ଆପଣମାନେ ଜାଣିଥିବେ କି ବବିମିଶ୍ର ଏବଂ କୋଏଲ ବାନାର୍ଜୀ ନିଜର ଲାଇଫ କୁ ବହୁତ ଭଲରେ ଷ୍ଟାର୍ଟ କରିଥିଲେ କିନ୍ତୁ କିଛି କାରଣରୁ ସେମାନେ ଅଲଗା ହୋଇଯାଇଛନ୍ତି ତେବେ ଦର୍ଶକବନ୍ଧୁ ଆପଣଙ୍କର କଣ ରହିଛି ମତାମତ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |