Breaking News

କିପରି ହୋଇଥିଲା ଭଗବାନ ଶ୍ରୀ କୃଷ୍ଣଙ୍କ ମୃତ୍ୟୁ !

ଦର୍ଶକବନ୍ଧୁ ଆପଣମାନେ ଭଗବାନ ଶ୍ରୀକୃଷ୍ଣ ଲୀଲା ବିଷୟରେ ନିଚୟ ଜାଣିଥିବେ ତାଙ୍କ ଲୀଲାକୁ କେହିବି ବୁଝି ପାରନ୍ତି ନାହିଁ ସେନିଜର ସୁନ୍ଦର ହସରେ ସମସ୍ତ ହୃଦୟକୁ ଖେଣ କରି ଚୋରି କରିଦେଇଥନ୍ତା ଯେବେ ଶ୍ରୀକୃଷ୍ଣ ଭଗବାନ ବିଷ୍ଣୁଙ୍କ ସପ୍ତମ ଅବତାର ସେ ଏବଂ ଏହି ସୃଷ୍ଟି ପାଳନ କର୍ତ୍ତା ତାଙ୍କ ଯୋଗୁଁରୁ ଏହି ସୃଷ୍ଟି ଚାଲିଛି ଏବଂ ଚାଲୁଥିବ ଶ୍ରୀକୃଷ୍ଣ ନିଜ ଭକ୍ତ ମାନଙ୍କର ସମୟ ସମୟରେ ପରୀକ୍ଷା ଦେଇଥାନ୍ତି |

ତେବେ ସେ ଏହି ଜୀବନକୁ ସରଳ ଓ ଖୁସିରେ ବଞ୍ଚିବା ଲାଗି ଅନେକ କଥା କହିଛନ୍ତି ଯେପରିକି କ୍ରମ କରିବାଟା ମନୁଷ୍ୟର କର୍ତ୍ତବ୍ୟ କେବଳ ସେ କ୍ରମ କରିଚାଲିବା ଏବଂ ଫଳର କଥା ଭଗବାନ ଉପରେ ଛାଡି ଦବ ଭଗବାନ ଆମ ନିଜକୁ କ୍ରମ ଅନୁସାରେ ଫଳ ପ୍ରଦାନ କରିଥନ୍ତା |

ତେବେ ଆଜି ଆମେ ଭଗବାନ ଶ୍ରୀକୃଷ୍ଣ କିପରି ମୃତୁ ହେଇଥିଲା ସେ ସମ୍ପର୍କ ବିଷୟରେ ଆଲୋଚନ କରିବା ତେବେ ଏହି କାହାଣୀର ଆରମ୍ଭ ହେଉଛି ମହାଭାରତ ସମୟରୁ ଯେତେବେଳେ ମହାଭାରତ ଦୁଧର୍ୟ୍ଯ ଧନ ସମେତ 99 ଜଣକ ଭାଇ ମୃତୁ ହେଇଗଲା ସେତେବେଳେ ମାତା ଗାନ୍ଧାରୀ ଏହା ଶୁଣି ଶୋକ ପାଳନ କଲେ ଏବଂ କ୍ରୋଧରେ ଶ୍ରୀକୃଷ୍ଣକୁ ଅଵିଶାପ କଲେ କି 36 ବର୍ଷ ପରେ ଯଦୁବଂଶ ନାଶ ହେବ ଏବଂ ଦ୍ବାରିକା ମଧ୍ୟ ଧୋନ୍ସ ହେଇଯିବ |

ତେବେ ମାତା ଗାନ୍ଧରୀଙ୍କ କ୍ରୋଧ ଶାନ୍ତ ହେଇଯିବ | ସେ ଏହି ଅଵିଶାପ ପାଇଁ ଶ୍ରୀକୃଷ୍ଣ ଙ୍କୁ ଖେମା ମାଗିଥିଲେ ଏବଂ ଶୋକ ପ୍ରକାଶ କଲେ ସେତେବେଳ ଶ୍ରୀକୃଷ୍ଣ ମାତା ଗାନ୍ଧାରୀଙ୍କ ବୁଝାଇଲେ ଏହା ବିଧି ଓ ବିଧାନ ଆପଣ ମାଧ୍ୟମ ଅଟନ୍ତି ତେଣୁ ଆପଣ ଶୋକ କରନ୍ତୁ ନାହିଁ |

ଠିକ ଏହାର 36 ବର୍ଷ ପରେ ଯୋଜୁ ବଂଶର ରାଜା ମାନଙ୍କ ବିଷୟରେ ଗର୍ଵ ଅହଂକାର ଭରି ଯାଇଇଥିଲା ଏବଂ ସେହି ଅହଂକାରରେ ଆଜି ରାଜାମାନେ ପରସ୍ପର ପରସ୍ପର ଉପରେ ଆକ୍ରମଣ କରିଚାଲିଲେ ଏବଂ ଯୋଯୁ ବଂଶର ରାଜା ମାନଙ୍କର ବିନାଶ ଆରମ୍ଭ ହେଇଗଲା ତେବେ ଏହା ଦେଖି ଶ୍ରୀକୃଷ୍ଣ ବଡ ଭାଇ ବଳ ରାମ ମଧ୍ୟ ସେ ଦେହ ତ୍ୟାଗ କରି ଶେଷର ନାଗରୂପ ରେ ପଳେଇ ଗଲେ |

ଶ୍ରୀକୃଷ୍ଣ ବଣକୁ ଚାଲିଗଲେ | ସେ ବନକୁ ଯାଇ ବିଶ୍ରାମ କଲେ ଏବଂ ଠିକ ସେଇ ସମୟରେ ଗଲେ ଶିକାରୀ ଆସି ଶ୍ରୀ କୃଷ୍ଣ ପାଦକୁ ହରିଣ କାନ ଭାବି ତୀର ଚାଲିଦେଲା ଏବଂ ଶ୍ରୀ କୃଷ୍ଣଙ୍କର ମୃତୁ ଘଟିଲା | ସେହି ଶିକାରୀ ହେଉଛି ରାମାୟଣର ବାଲିନି ଯାହାକୁ ରାମଚନ୍ଦ୍ର ବଧ କରି ଦେଇଥିଲେ ଏବଂ ଏହି ପରି ଭାବରେ ଶ୍ରୀକୃଷ୍ଣ ଙ୍କର ମୃତୁ ଘଟିଲା |

About odisha news

Check Also

ଶ୍ରାବଣ ମାସରେ ( ନନ୍ଦୀ ) କାନରେ କହିଦିଅନ୍ତୁ ଏହି ଶବ୍ଦ, ଆଉ ତାପରେ ଦେଖନ୍ତୁ ଚମତ୍କାର, ଧନର ବର୍ଷା ହେବ…

ନମସ୍କାର ଦର୍ଶକବନ୍ଧୁ ଶ୍ରାବଣ ମାସ ଅର୍ଥାତ ବର୍ଷ ଜଳଭରା ଏବଂ ସବୁଜ ଜିମା ପରିବେଶ ଏହି ମାସରେ ଧରିତ୍ରୀ ସୁନ୍ଦର …

Leave a Reply

Your email address will not be published.