Breaking News

କିପରି ଦୁଷ୍ଟ ହେଉଛନ୍ତି ସୁଭାସି ଓ ଆନିଶା ଙ୍କ କୁନି ଝିଅ ଦେଖିଲେ ହସି ହସି ଗଡିଯିବେ

ଦର୍ଶକବନ୍ଧୁ ଆପଣମାନେ ଓଲିଉଡ଼ ର ଜବରଦସ୍ତ ଯୋଡି ସୁଭାସିସ ଓ ଅନିଶା ଙ୍କୁ ତ ବେଶ ଭଲଭାବରେ ଜାଣିଥିବେ ଓ ତାଙ୍କର ଜବରଦସ୍ତ ଅଭିନୟ ଆପଣମାନେ ବହୁତ ସାରା ସିରିଏଲ ଓ ଆଲବମ ରେ ନିଶ୍ଚିତ ଭାବରେ ଦେଖିବାକୁ ପାଇଯାଇଥିବେ ଓ ତାଙ୍କର ଅଭିନୟ କୁ ସାରା ଓଡ଼ିଶାର ଦର୍ଶକମାନେ ବହୁତ ପସନ୍ଦ କରିବା ସହ ଏହି ଯୋଡି କୁ ବହୁତ ସାରା ଭଲପାଇବା ମଧ୍ୟ ଦେଇଛନ୍ତି |

ତେବେ ବନ୍ଧୁଗଣ ଗତ କିଛିଦିନ ପୂର୍ବେ ସୁଭାସିସ ଓ ଅନିଶାଙ୍କ ଗୋଟେ କୁନିଝିଅ ଜନ୍ମ ନେଇଥିଲା ଯାହାଙ୍କ ନାଁ ସେମାନେ ଭିଅନା ତେବେ ଦର୍ଶକବନ୍ଧୁ ବର୍ତ୍ତମାନ ସମୟରେ ଭିଅନାଙ୍କ କ୍ଷୀରି ଖିଆ ସରିଯାଇଛି ତେବେ ଏହି କ୍ଷୀରି ଖିଆ ରେ ତାଙ୍କ ଘରେ ବହୁତ ସାରା ଲୋକମାନେ ବା ଗେଷ୍ଟ ମାନେ ଯିବାର ନଜର ଆସିଛନ୍ତି |

ତେବେ ଦର୍ଶକବନ୍ଧୁ କୁନିଝିଅ ଭିଅନାଙ୍କ ସହିତ ଅଧକାଂଶ ସମୟ ବିତାଉଥିବାର ନଜର ଆସିଛନ୍ତି ସୁଭାସିସ ଓ ଅନିଶା ଆପଣମାନେ ଜାଣିଥିବେ ବର୍ତ୍ତମାନ ସମୟରେ ସୁଭାସିସଙ୍କ ଗୋଟେ ନୂଆ ଫିଲ୍ମ ର ସୁଟିଂ ଚାଲିଛି ଯେଉଁଥିରେ ସେ ଦିନ ରାତି ପରିଶ୍ରମ କରୁଥିବାର ନଜର ଆସୁଛନ୍ତି |

ଓ ଏଥି ସହିତ ଅନିଶା ଓଲିଉଡ଼ ଇଣ୍ଡଷ୍ଟ୍ରି ରୁ ଦୁରେଇ ରହିଛନ୍ତି ଆଉ ନିଜର ଝିଅକୁ ବହୁତ ସାରା ସମୟ ଦେଉଛନ୍ତି ଓ ନିଜ ଝିଅ ସହ ଖେକୁଥିବାର ବା ବହୁତ ସାରା ମଜାମସ୍ତି କରୁଥିବାର ନଜର ଆସିଛନ୍ତି ତେବେ ବନ୍ଧୁଗଣ ଆପଣଙ୍କୁ ଏହି ଯୋଡି କେମିତି ଲାଗେ ଆମକୁ କମେଣ୍ଟ ରେ ନିଶ୍ଚିତ ଜଣାଇବେ |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.