Breaking News

କିନ୍ନର ଙ୍କୁ ପ୍ରେମ କଲେ ଓ ପରେ ବିବାହ କଲେ ଏହି ଯୁବକ !

ପ୍ରେମ କିଛି ବୁଝେ ନା ଜାତି,ଧର୍ମ,ବର୍ଣ୍ଣ ଇତ୍ୟାଦି କିଛି ବି ବୁଝେନା।ପ୍ରେମ ପବିତ୍ର।ଥରେ ଭଲ ପାଇବା ଆସି ଗଲେ ତାକୁ ପାଇବା ପାଇଁ ପ୍ରେମିକ ସାତ ଦରିଆ ପାର ହୋଇ ପ୍ରେମିକା ପାଖକୁ ଆସି ଯାଏ।ପ୍ରେମ ପାଇଁ ପ୍ରେମିକ ପ୍ରେମିକା କିଛି ବି କରିପାରନ୍ତି। ।ଦୁନିଆରେ ଏପରି କିଛି ପ୍ରେମ ଅଛି ଯାହା ଅତ୍ୟନ୍ତ ପବିତ୍ର ଓ ଏପରି କିଛି ପ୍ରେମିକ-ପ୍ରେମିକା ଅଛନ୍ତି ଯେଉଁମାନେ ପରସ୍ପରକୁ ନିଜ ଜୀବନ ଠାରୁ ବେଶୀ ଭଲ ପାଇଥାନ୍ତି।

ଆପଣମାନେ ପ୍ରେମ ରେ ବହୁତ ବାଧା ଦେଖିଥିବେ ତଥାପି କୃଷ୍ଣ ସହ ରାଧାଙ୍କ ବିଷୟରେ ଜାଣିଥିବେ।ପ୍ରେମ ହେଉଛି ଗୋଟିଏ ପବିତ୍ର ବନ୍ଧନ।ଏହି ପ୍ରେମକୁ ବିବାହ ବନ୍ଧନରେ ପରିବର୍ତ୍ତନ କରନ୍ତି।

ଯୁବକ ଜଣକ ଦୀର୍ଘ ୫ ବର୍ଷ ହେବ ତାଙ୍କ କିନ୍ନର ପ୍ରେମିକ ସହ ସମ୍ପର୍କ ରେ ଥିଲେ | ସୁପ୍ରିମ କୋର୍ଟ ଙ୍କ ନିୟମାନୁସାରେ, ଯଦି ଜଣେ ଯୁବକ ଜଣେ କିନ୍ନର ଙ୍କୁ ବିବାହ କରିବା ପାଇଁ ରାଜି ଥିବେ ତେବେ ସେ ବିବାହ କରି ପାରିବେ |


ତେବେ ଘଟଣା ସ୍ଥଳ ରେ ଯୁବକ ଜଣ ଙ୍କ ପ୍ରଥମେ କୋର୍ଟ ମ୍ୟାରେଜ କରିଥିଲେ ତାପରେ ତାଙ୍କୁ ମା ବୁଢୀ ଠାକୁରାଣୀଙ୍କ ମନ୍ଦିର ରେ ବିବାହ କରିଥିଲେ |
ଏ ନେଇ ସେମାନଙ୍କ ଘର ଲୋକ ଙ୍କର ସମ୍ପୂର୍ଣ ସହ ମାଟି ରହିଛି ଏବଂ ସମସ୍ତଙ୍କ ଆଶୀର୍ବାଦ ଏବଂ ଉପସ୍ଥିତି ରେ ଏ ବିବାହ ସାମପରନା ହୋଇଛି|


ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଅହିରାଜ ସାପକୁ ଧରି ଚର୍ଚ୍ଚାରେ ମହିଳା , ଭାଇରାଲ ହେବାରେ ଲାଗିଛି ଭିଡିଓ , 1 ଲକ୍ଷ ରୁ ଅଧିକ ଦେଖିସାରିଲେଣି

ବିଷଧର ସାପର ନା ଶୁଣିବା ମାତ୍ରେ ଛୁଆଠୁ ଆରମ୍ଭ କରି ବୟସ୍କ ପର୍ଯ୍ୟନ୍ତ ସମସ୍ତେ ଛା- ନି- ଆ ହେଇଯାଆନ୍ତି। …

Leave a Reply

Your email address will not be published. Required fields are marked *