ଦର୍ଶକବନ୍ଧୁ ଆପଣମାନେ ଜାଣିଛନ୍ତି କି ମନୁଷ୍ୟ ମାନଙ୍କର 3ଟି ପକ୍ୱଥାଏ ନାରୀ ,ପୁରୁଷ ଏବଂ କିନ୍ନର ଆମ ମଣିଷ ସମାଜ ନିଜ ମିଛ ଅହଂକାର ଏବଂ ଗର୍ଵ ପାଇଁ କିନ୍ନରଙ୍କୁ ତଡି ଦେଇଥାଏ କିନ୍ନରଙ୍କୁ ଆଦି ଶକ୍ତିର ଅର୍ଦ୍ଧନାରୀର ରୂପ ବୋଲ କୁହାଯାଏ କିନ୍ତୁ ସେମାନେ ଆମ ହସ ଖସୁରେ ସାମିଲ ହୋଇ ତାଙ୍କୁ ଆଶ୍ରିବାଦ କରିଥାନ୍ତି | କିନ୍ନରଙ୍କ ଅଭିଶାପ ଏବଂ ଆଶ୍ରିବାଦ ଏହି ଦୁଇଟି ମହତ୍ତ୍ୱପୂର୍ଣ୍ଣ ଅଟେ ତେବେ ଏମାନଙ୍କର ଅନ୍ତିମ ସଂସ୍କାର ବହୁତ ରହସ୍ୟମୟ ହେଇଥାଏ ଏହା ଗରୁଡ ପୁରାଣରେ ବର୍ଣ୍ଣିତ ଅଛି |
କିନ୍ନର ମାନଙ୍କୁ ଏମିତି ଏକ ଆଶ୍ରିବାଦ ପ୍ରାପ୍ତ ହୋଇଛି ଯେ ଯେଉଁ କିନ୍ନର ମୃତ୍ୟୁବରଣ କରିବାକୁ ଚାହଁଥାଏ ସେ ମୃତ ପୂର୍ବରୁ ଜାଣି ଯାଆନ୍ତି କି ସେମାନଙ୍କ ଆୟୁ ପୁରି ଆସିଲାଣି ତେଣୁ ସେମାନେ ମୃତ୍ୟୁର କିଛି ଦିନ ପୂର୍ବରୁ କର୍ମ ତ୍ୟାଗ କରି ରହିଥାନ୍ତି | ଏହା ପରେ ଯେଉଁ କିନ୍ନର ମୃତ୍ୟୁବରଣ କରେ ତାହାର ମୃତ ଦେହକୁ କଳା କନାରେ ଗୁଡ଼ାଇ ଦେଇଥାନ୍ତି | କିନ୍ନରର ଶରୀରକୁ ଅଧ ରାତିରେ ନିଆ ଯାଇଥାଏ କିନ୍ନରଙ୍କ ମୃତ ଶରୀରକୁ ହିନ୍ଧୁ ଧର୍ମ ଭଳି ପୋଡା ଯାଇନଥାଏ ସେମାନଙ୍କ ଶରୀରକୁ ପୋତି ଦିଆ ଯାଇଥାଏ |
କିନ୍ନରଙ୍କ ମୃତ ଦେହକୁ ଅନ୍ୟ କିନ୍ନର ମାନେ ମଝିରେ ରଖି ଗାଳି ଦେଇଥାନ୍ତି ଏବଂ ଚପଲ ମାରି ଥାଆନ୍ତି ଏହା ପଛରେ ଥିବା ରହସ୍ୟ ହେଉଛି ଏମିତି କରିବା ଦ୍ବାରା ଯେଉଁ କିନ୍ନର ମୃତ୍ୟୁବରଣ କରିଥାଏ ତାହା ଏହି ଜନ୍ମରେ ଥିବା ସବୁ ପାପ କ୍ଷୟ ହୋଇଯିବ କିନ୍ନର ମାନେ କେହି କିନ୍ନର ମରିଗଲେ ଦୁଃଖ ବା ଶୋକ କରନ୍ତି ନାହିଁ ଓଲଟା ତା ମୃତ ଦେହ ରଖି ନାଚନ୍ତି |
କିନ୍ନରମାନଙ୍କ ଶବକୁ ଅନ୍ୟ ଲୋକଙ୍କ ପରି ଚାରି କାନ୍ଧରେ ବୁହାଯାଏ ନାହଁ ବରଂ ସିଧା କରି ନିଆଯାଏ ଯଦି କୌଣସି ବ୍ୟକ୍ତି କିନ୍ନର ଶବ ଦାହ ଦେଖନ୍ତି ସେ ମଧ୍ୟ ପର ଜନ୍ମରେ କିନ୍ନର ହେବେ ତେଣୁକରି କିନ୍ନର ମାନେ ଆଗରୁ ଲୋକ ମାନଙ୍କୁ ସଜାଗ କରନ୍ତି ଯେପରି କେହି ତା ମୃତ ଦେହ ନଦେଖନ୍ତୁ | କିନ୍ନର ମାନଙ୍କ ଶବକୁ ଯଦି କେହି ଵ୍ୟକ୍ତି ଲୁଚିକି ଦେଖେ ସେ ବଞ୍ଚିବା କଷ୍ଟକର ହେଇଥାଏ|
କିନ୍ନର ମୃତ୍ୟୁ ପରେ ଅନ୍ୟ କିନ୍ନର ମାନେ ଏକ ସପ୍ତାହ ପର୍ଯ୍ୟନ୍ତ ବ୍ରତ ରଖନ୍ତି ଏବଂ ନିଜର ଭଗବାନ ଏଇରବନଙ୍କ ନିକଟରେ ପ୍ରାର୍ଥନା କରନ୍ତିଯେପରି ମୃତ୍ୟୁବରଣ କରିଥିବା କିନ୍ନର ଯଦି କୌଣସି ସ୍ବଭାଗ୍ୟରୁ ବଞ୍ଚିତ ଥିବ ତାହା ପୂର୍ବ ଜନ୍ମରେ ପୁରା ହେଉ |