Breaking News

ଆସିଲା ଚାଞ୍ଚଲ୍ୟକର ଖବର ଖୁବଶୀଘ୍ର ଅନୁଭବ କରିବେ କ୍ରିକେଟ ରେ ଏଣ୍ଟ୍ରି ଏପଟେ ରାଜନୀତି ରେ ଏଣ୍ଟ୍ରି ମାରିଲେ ବର୍ଷା

ହଁ ବନ୍ଧୁ କ୍ରିକେଟ୍ ଖେଳୁଥିବା ର ଦେଖିବାକୁ ମିଳିଛି ଉଲିଉଦ୍ ର ସୁପର ଷ୍ଟାର୍ ବିଜେଡ଼ି ସାଂସଦ ଅନୁଭବ ମହାନ୍ତି ଙ୍କୁ । ତେବେ ଗତକାଲି ଅନୁଭାବ ତାଙ୍କ ସୋସିଆଲ ମିଡିଆରେ ଏକ ଫଟୋ ପୋଷ୍ଟ କରିଥିଲେ । ଯେଉଁଥିରେ ସିଏ କ୍ରିକେଟ୍ ଖେଳୁଥିବା ର ନଜର ଆସିଛନ୍ତି ।ଏପଟେ ବର୍ଷା ପ୍ରିୟଦର୍ଶିନୀ କଳିଙ୍ଗ ଷ୍ଟୁଡିଓ ର ପୁନଃ ବିକାଶ ପାଇଁ ଭିତ୍ତି ପ୍ରସ୍ତର ରେ ଯୋଗ ଦେଇଥିଲେ । ସେଥିରେ ମଧ୍ୟ ଆମର ପ୍ରିୟ ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଯୋଗ ଦେଇଥିଲେ ।

ବର୍ଷା ଙ୍କ ର ସେହି ସମାହାର କୁ ଆମନ୍ତ୍ରିତ କରାଯାଇଥିଲା ସେଥିରେ ବର୍ଷା ଯୋଗ ଦେବା ସହ ଉଲିଉଡ୍ ର ଅଭିନେତା ଓ ଅଭିନେତ୍ରୀ ଯୋଗ ଦେଇଥିଲେ ଓ ଅନେକ ବିଜେଡ଼ି ନେତା ମାନେ ମଧ୍ୟ ଯୋଗ ଦେଇଥିଲେ ।ବର୍ଷା ପ୍ରିୟଦର୍ଶିନୀ , ଅନୁ ଚୌଧୁରୀ, ଆକାଶ, ସିଦ୍ଧାନ୍ତ ମହାପାତ୍ର ,ଉତ୍ତମ ମହାନ୍ତି , ଶ୍ରୀତମ ଦାସ ଏହି ଭଳି ବଡ଼ ବଡ଼ କଳାକାର ମାନେ ଯୋଗ ଦେଇଥିଲେ ଓ ସମସ୍ତ ବିଜେଡ଼ି ନେତା ମାନେ ଯୋଗ ଦେଇଥିଲେ କିନ୍ତୁ ଅନୁଭବ ମହାନ୍ତି ଯୋଗ ଦେଇନଥିଲେ ।ଦର୍ଶକ ବନ୍ଧୁ ଜଣା ପଡ଼ିଛି ଯେ ବର୍ଷା ପ୍ରିୟଦର୍ଶିନୀ ଆଗକୁ ରାଜନୀତି କରିବାକୁ ଯାଉଛନ୍ତି ।

ସୋସିଆଲ ମିଡ଼ିଆ ରେ ଚର୍ଚ୍ଚା ର ବିଷୟ ପାଲଟିଛି ଯେ ବର୍ଷା ପ୍ରିୟଦର୍ଶିନୀ ବିଜେଡ଼ି ପ୍ରବେଶ କରିବାକୁ ଯାଉଛନ୍ତି । ଅନୁଭବ ଙ୍କ ପାରିବାରିକ ବିବାଦ ବା ଘରୋଇ କଲୋହଲ ପାଇଁ ତାଙ୍କୁ କୌଣସି ବିଜେଡ଼ି କାର୍ଯ୍ୟ କ୍ରମ କୁ ଡକାଯାଉନି କିନ୍ତୁ ସବୁଠି ବର୍ଷା ପ୍ରିୟଦର୍ଶିନୀ ଉପସ୍ଥିତ ରହୁଛନ୍ତି । ଅନୁଭବ ବର୍ତ୍ତମାନ କ୍ରିକେଟ୍ ଖେଳୁଥିବା ର ନଜର ଆସିଛନ୍ତି ।

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About mahendra kumar

Check Also

ଭିଡିଓ ଦେଖନ୍ତୁ – କିପରି ସାବିତ୍ରୀ ବ୍ରତ କରିଲେ ଓଡିଶା ବଡ ବଡ ଅଭିନେତ୍ରୀ ମାନେ

ଦର୍ଶକ ବନ୍ଧୁ ଗତ କାଲି ସରିଯାଇଛି ସାବିତ୍ରୀ ବ୍ରତ , ଏହି ବ୍ରତ ରେ ବିବାହିତ ସାଧବା ନାରୀ ମାନେ …

Leave a Reply

Your email address will not be published. Required fields are marked *