Breaking News

ଖୁବ ଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ଓଲିଉଡ ଅଭିନେତ୍ରୀ ଲିପସା ( Lipsa Mishra ) . . .

ଓଲିଉଡ ର ଇଣ୍ଡଷ୍ଟ୍ରୀ ଅଭିନେତ୍ରୀ ଯେକି ଲିପସା ମିଶ୍ର ଖୁବ ଶୀଘ୍ର ବିବାହ କରିବାକୁ ଯାଉଛନ୍ତି | ହଁ ବନ୍ଧୁଗଣ ଆମ ଓଲିଉଡ ର ଫିଲ୍ମ ଜଗତ ହେଉ ଅବା ସିରିୟଲ ଜଗତ ସବୁଥିରେ କାମ କରିସାରିଥିବା ଲିପସା ମିଶ୍ର ଖୁବ ଶୀଘ୍ର ବିବାହ କରିବେ |


ତେବେ ଲିପସା କାହାକୁ ବିବାହ କରିବେ ଏବଂ କେବେ ବିବାହ କରିବେ ଏମିତି କି ଲିପସା ଙ୍କର ବିବାହ ସହ ଜଡିତ ସମ୍ପୂର୍ଣ ଖବର ଆପଣ ମାନେ ଏହି ଆର୍ଟିକ୍ଲ ରୁ ନିଶ୍ଚୟ ପାଇଯିବେ | ତେବେ ଏ ବିଷୟରେ ସମ୍ପୂର୍ଣ ଜାଣିବା ପାଇଁ ଏହି ଆର୍ଟିକ୍ଲ କୁ ଶେଷ ପର୍ଯ୍ୟନ୍ତ ସମ୍ପୂର୍ଣ ଭାବେ ପଢନ୍ତୁ |


ତେବେ ବନ୍ଧୁଗଣ ଅଭିନେତ୍ରୀ ଲିପସା ଙ୍କ ନିର୍ବନ୍ଧ ଖୁବ ଶୀଘ୍ର ହେବାକୁ ଯାଉଛି | ଏବଂ ଗତ କାଲି ମଧ୍ୟ ଲିପସା ତାଙ୍କ ବୟ ଫ୍ରେନ୍ଡ ତଥା ଯାହାଙ୍କ ନାମ ହେଉଛି ସିଦ୍ଧାର୍ଥ ଙ୍କ ବାର୍ଥ ଡେ ରେ କେକ କାଟିବା ସହ ଫୋଟ ଉଠାଇ ସୋଶିଆଲ ମିଡିଆ ରେ ଶେୟାର କରିଥିଲେ | ତେବେ ଆହୁରି ମଧ୍ୟ ବହୁତ ଅନ୍ୟ କଳାକାର ମାନେ ମଧ୍ୟ ଏହି ପାର୍ଟିରେ ଯୋଗ ଦେଇଥିଲେ |


ତେବେ ମିଳିଥିବା ସୂଚନାମୁତାବକ , ଏହି କିଛି ଦିନ ମଧ୍ୟରେ ଲିପସା ମିଶ୍ର ଙ୍କ ବିବାହ ହେବାକୁ ଯାଉଛି | ତେବେ ସେ ଆସନ୍ତା ବର୍ଷ ତାଙ୍କ ବୟ ଫ୍ରେନ୍ଡ ସିଦ୍ଧାର୍ଥ ଙ୍କୁ ବିବାହ କରିବାକୁ ଯାଉଛନ୍ତି |ତେବେ ଏହି ପାର୍ଟି ରେ ଆମ ଓଡିଆ ଚଳଚିତ୍ର ଜଗତର ଅଭିନେତା ପୁପିନ୍ଦର, ଲିସା ଙ୍କ ଭଳି ଅନେକ ଅଭିନେତା ମାନେ ଯୋଗ ଦେଇଥିଲେ |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

ଭିଡିଓ ଦେଖନ୍ତୁ – ଲକଡାଉନରେ ଏଲିନା (Elina) କିପରି ଗାଁ ରେ ପିଲା ମାନଙ୍କ ସହ ଖେଳୁଛନ୍ତି

ଦର୍ଶକ ବନ୍ଧୁ ଆପଣ ମାନେ ନିଶ୍ଚୟ ଜାଣିଥିବେ ଆମ ଓଡିଆ ଇଣ୍ଡଷ୍ଟ୍ରୀ ର ଥିବା ସମସ୍ତ ଲୋକ ପ୍ରିୟ ଅଭିନେତ୍ରୀ …

Leave a Reply

Your email address will not be published. Required fields are marked *