Breaking News

ସରକାର ନେଲେ ବଡ ନିଷ୍ପତି ! ଖୁବ ଶୀଘ୍ର କମିବ ପେଟ୍ରୋଲ ଓ ଡିଜେଲ ଦର

ବନ୍ଧୁଗଣ ଆପଣ ମାନେ ସମସ୍ତେ ଜାଣିଥିବେ ଆମ ଦେଶରେ ଆହେତୁକ ଭାବରେ ତୈଳ ଦର ବଢିବାରେ ଲାଗିଛି |ଏହି ପେଟ୍ରୋଲ ଓ ଡିଜେଲ ଦର ବଢିବା ନେଇ ସାଧାରଣ ଲୋକ ବହୁତ ଅସୁବିଧାର ସମୁଖୀନ ହେଉଛନ୍ତି |ତେବେ ଏହି ପେଟ୍ରୋଲ ଓ ଡିଜେଲ ଦର ବଢିବା ଫଳରେ ବାହାରୁ ଟ୍ରାନ୍ସପୋର୍ଟ ରେ ଆସୁଥିବା ସାମଗ୍ରୀ ର ମୂଲ୍ୟ ମଧ୍ୟ ବୃଦ୍ଧି ପାଇବାରେ ଲାଗୁଛି|ଯାହାକି ଏହାର ସିଧା ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡୁଛି|ତେବେ ଏହି ପେଟ୍ରୋଲ ଓ ଡିଜେଲ କୁ ନେଇ ସରକାର ଗୋଟିଏ ଖୁସି ଖବର ଆଣିଛନ୍ତି |ତେବେ ଆସନ୍ତୁ ଜାଣିବା ଏହି ଖୁସି ଖବର ଟି କଣ |


ଏକ ଖବର ମୁତାବକ କେନ୍ଦ୍ର ସରକାର ଏବେ ପେଟ୍ରୋଲ ଓ ଡିଜେଲ ର ମୂଲ୍ୟ କମାଇବାକୁ ପ୍ରୟାସ କରୁଛନ୍ତି |ଆମ ଦେଶ ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଚାର ଅନୁସାରେ ଯଦି ଜିଏସଟି ପରିଷଦ ଲାଗୁ କରାଯାଏ ତେବେ ପେଟ୍ରୋଲ ଓ ଡିଜେଲ ର ଦର ପ୍ରାୟ ଅଧା ହୋଇଯିବ | ଯଦି ବନ୍ଧୁଗଣ ଏହି ଯୋଜନା ସଫଳ ହୋଇଯିବ ତା ହେଲେ ସମଗ୍ର ଦେଶ ବାସୀଙ୍କୁ ଏହାର ଭରପୁର ଫାଇଦା ମିଳିବ ।


ତେବେ ବନ୍ଧୁଗଣ ଏଠି ଆମେ ଆପଣ ମାନଙ୍କୁ କହି ରଖୁଛୁ କି ବର୍ତମାନ ଦେଶର ଦୁଇଟି ରାଜ୍ୟ ରେ ବର୍ତମାନ ପେଟ୍ରୋଲ ର ମୂଲ୍ୟ 100 ହୋଇସାରିଛି | ରାଜ୍ୟ ଦୁଇଟି ହେଲା ରାଜସ୍ଥାନ ଓ ମଧ୍ୟପ୍ରଦେଶରେ |ଏହି ତୈଳ ଦର ବଢିବାର ମୁଖ୍ୟ କାରଣ ହେଉଛି ଟିକସ |ଏହି ତୈଳ ରେ ରାଜ୍ୟ ଓ କେନ୍ଦ୍ର ବହୁତ ମାତ୍ରାରେ ଟିକସ ନେଉଛନ୍ତି |

ଦେଶର ରାଜଧାନୀ ଦିଲ୍ଲୀରେ ପେଟ୍ରୋଲ ଲିଟର ପ୍ରତି ଦର ୯୧ ଟଙ୍କା ରହିଛି ଓ ଡିଜେଲ ଲିଟର ପ୍ରତି ୮୧ ଟଙ୍କା ରହିଛି । ଏଥିରେ ଉତ୍ପାଦ ଶୁକ୍ଲା କ୍ରମଶଃ ପେଟ୍ରୋଲରେ ୩୨ ଟଙ୍କା ୯୮ ପଇସା ପ୍ରତି ଲିଟର ଓ ଡିଜେଲରେ ୩୧ ଟଙ୍କା ୪୩ ପଇସା ପ୍ରତି ଲିଟର ପାଇଁ ଯୋଡି ଛନ୍ତି ।ତେବେ ବନ୍ଧୁଗଣ ଯଦି ଏହି ତୈଳ କୁ ଜିଏସଟିରେ ଅନ୍ତର୍ଭୁକ୍ତ କରାଯାଏ ତେବେ ବହୁତ ମାତ୍ରାରେ ଏହି ଦର କମିବ|ତେବେ ପେଟ୍ରୋଲ ଓ ଡିଜେଲ କୁ ଜିଏସଟିର ଅନ୍ତର୍ଭୁକ୍ତ କରିବା ପାଇଁ ଚିନ୍ତା କରୁଛନ୍ତି ସରକାର |

ଏମିତି ଦେଶ ଦୁନିଆର ନୂଆ ନୂଆ ଖବର ସହ ମନୋରଞ୍ଜନ ର ଖବର ସହ ସ୍ୱାସ୍ଥ୍ୟ ଓ ଧର୍ମ ବିଷୟରେ ଅନେକ ଜଣା ଅଜଣା କଥା ପାଇଁ ଆମ ପେଜକୁ ଲାଇକ ଓ ଫଲୋ କରନ୍ତୁ । ପୋଷ୍ଟ ଭଲ ଲାଗିଥିଲେ ଆପଣ ଅନ୍ୟ ମାନଙ୍କ ସେୟାର କରନ୍ତୁ । ଆମର ପ୍ରୟାସ ରହିବ ଏମିତି ନୂଆ ନୂଆ ଖବର ଆପଣଙ୍କ ପାଇଁ ଆଣି ଦେବୁ, ଧନ୍ୟବାଦ

About admin

Check Also

E-Shram କାର୍ଡରେ ମିଳିବ ପଇସା, ଶୀଘ୍ର ଆବେଦନ କରନ୍ତୁ, ଜାନ୍ତନୁ କେତେ ଟଙ୍କା ମିଳିବ ଓ କେଉଁ ମାନେ ଏହା ପାଇବେ

ଦର୍ଶକ ବନ୍ଧୁ ବର୍ତ୍ତମାନ ସମୟ ରେ ଇଶ୍ରମ କାର୍ଡ କୁ ନେଇ ଆସିଗଲା ବଡ ଖବର ଯେ , ଯେଉଁ …

Leave a Reply

Your email address will not be published. Required fields are marked *