Breaking News

ଖୋଲିଗଲା ନକଲି ନୋଟ ଛପା ର ପୋଲ Kichhi ଏପରି ଭାବରେ ଛାପୁଥିଲେ ନୋଟ ଦେଖିଲେ ଆପଣ କହିବେ ଏତେ ବୁଦ୍ଧି ଏମାନଙ୍କର କୋଉଠୁ ଆସୁଛି…

ନମସ୍କାର ବନ୍ଧୁଗଣ ଆପଣମାନେ ତ ନକଲି ନୋଟ ବିଷ୍ୟରେ ନିଶ୍ଚିତ ଶୁଣିଥିବେ କିନ୍ତୁ କଣ ଆପଣମାନେ ଜାଣିଛନ୍ତି କି ନକଲି ନୋଟ କିପରି ତିଆରି କରାଯାଏ ଆଜିକା ସମୟ ରେ ନକଲି ନୋଟ ବନେଇବା ଓ ଚଳେଇବା ଏତେ ବି ସହଜ ନୁହେଁ କାହିଁକି ନ ବର୍ତ୍ତମାନ୍ ର ଟେ୍ନୋଲୋଜୀ ବହୁତ୍ ଆଗରେ ଯଦି ଏଥିରେ ଟିକେ ଭୁଲ୍ କରିବେ ତେବେ ଧାରା ପଡିଯିବାର୍ ସମ୍ଭାବନା ଅଛି ଯଦି କେହି ନକଲି ନୋଟ କରି ତାକୁ ଚାଲେଇଦିଏ ତାହେଲେ ସେ କୁ ବଡ଼ ବୁଦ୍ଧି ମାନ ଠୁ କମ୍ ନୁହେଁ |

ଆପଣମାନେ ନିଶ୍ଚିତ ଭାବୁଥିବେ କି ନକଲି ନୋଟ କିପରି ତିଆରି କରାଯାଏ ଆଉ ଏହି କାମ କୁ କେଉଁ ମାନେ କରନ୍ତି ତେବେ ଆସନ୍ତୁ ଜାଣିବା ଏହି ନକଲି ନୋଟ କିଆପ୍ରି ବାନଯାଏ ତେବେ ୨୦୧୩ ମସିହାରେ ଭାରତ ନକଲି ନୋଟ ଛପିବାରେ ୯ ପୋଜିସନ୍ ରେ ଅଛି ଭାରତ ରେ ବ୍ୟବହାର ହେଉଥିବା ୨୦୦୦ ନୋଟ ରୁ୫୬%ଓ ୫୦୦ ଟଙ୍କା ରୁ ୩୧% ନକଲି ଅଟେ ଏଥି ପାଇ ନକଲି ନୋଟ ର ଠକାମୀ ରୁ ବଞ୍ଚିବା ପାଇ ସରକାର ବେଳେ ବେଳେ ଏଥିରେ କିଛି ପରିବର୍ତ୍ତନ କରିଥାନ୍ତି |

ଯେପରିକି ୨୦୧୬ ମସିହାରେ ଭାରତ ର ପ୍ରଧାନ ମନ୍ତ୍ରୀ ପୁରୁଣା ନୋଟ କୁ ବନ୍ଦ କରି ସବୁ ନକଲି ନୋଟ ବନାଉଥିବା ଲୋକମାନଙ୍କ ର ଧନ୍ଦା କୁ ବନ୍ଦ କରିଦେଇଥିଲେ ନକଲି ନୋଟ କୁ ୪ ଟି ଉପାୟରେ ଛପାଯାଏ ପ୍ରଥମେ ନକଲି ନୋଟ କୁ ଛପିବ ପାଇ ସାଧାରଣତଃ ପ୍ରିଣ୍ଟ ମେସିନ ବ୍ୟବହାର କରିଥାନ୍ତି ଓ ପ୍ରିଣ୍ଟ ପରେ ଏହାକୁ ଭିନ୍ନ ଭିନ୍ନ ରଙ୍ଗ ଢାଳି ଏହାକୁ ଅସଲି ନୋଟ ଭଳି ବନାଯାଏ କିନ୍ତୁ ଏଥିରେ ଅସଲି ନୋଟ ଅପେକ୍ଷା ଟିକେ ଅଲଗା ରହିଥାଏ |

ଦ୍ୱିତୀୟ ରେ ଆପଣ ଏହି ମେସିନ୍ ଟି କୁ ବିବାହ କାର୍ଡ ଛାପା ହେବାର ଦେଖିଥିବେ ଏହି ମେସିନ୍ ସାହାଯ୍ୟ ରେ ନକଲି ନୋଟ ବାନାଯାଏ ତୃତୀୟ ରେ ଏ ସବୁ ସରିଲା ପରେ ସେଶିଟିଭି ସାହାଯ୍ୟ ରେ ନୋଟ କୁ ଛାପା ଯାଏ ଓ ପରେ ଏହାକୁ କଲର ସାହାଯ୍ୟ ରେ ନକଲି ମୋଟ କୁ ଅସଲି ଭାବେ ବନାଜାଏ ଏହି ପ୍ରକ୍ରିୟା ଟି ବହୁତ୍ ସହଜ |

About odisha news

Check Also

ଫୁଣି ମାଡି ଆସୁଛି ଭୟଙ୍କର Batya ୫ତାରିଖରୁ ପ୍ରବଳ ବର୍ଷା ସହ ବଜ୍ରପାତର ସମ୍ଭାବନା, Panipaga ବିଭାଗ ଦେଲା ସୂଚନା ଏହି ସବୁ ଜିଲ୍ଲା କୁ ପ୍ରବଳ ଛେଚିବ…

ଏବେ ଏବେ ପାଣିପହା ବିବାହାଗ ପକ୍ଷରୁ ଲଘୁଚାପ କୁ ନେଇ ଆସିଲା ଫୁଣି ବଡ଼ ସୂଚନା ଆସୁଛି ଆଉ ଏକ …

Leave a Reply

Your email address will not be published.