Breaking News

ଖଟତଳେ ରଖନ୍ତୁ ନାହିଁ ଏହି ୩ଟି ଜିନିଷ, ନେହେଲେ ଧୀରେ ଧୀରେ ହେବ ସର୍ବନାଶ !!

ଦର୍ଶକବନ୍ଧୁ ଆପଣ ଯେଉଁ ବିଛଣା ରେ ଶୋଉଛନ୍ତି ତାହାଲେ ଭୁଲୁ ରେ ରଖନ୍ତୁ ନାହିଁ ଏହି ୩ ଟି ଦିନିଷ ନେହନେ ଧିରେ ଧିରେ ହୋଇଥାଏ ସର୍ବନାଶ ବାସ୍ତୁ ଶାସ୍ତ୍ର ଗୋଟିଏ ଏପରି ଦିନିଷ ଯାହା ଆମ ଘରେ ନକାରାତ୍ମକ ଶକ୍ତି ବୃଦ୍ଧି କରିଥାଏ ଏବଂ ନକାରାତ୍ମକ ଉର୍ଜାକୁ ହ୍ରାସ କରିବାରେ ମଧ୍ୟ ସାହାଯ୍ୟ କରିଥାଏ ଗୃହରେ ସୁଖ ଶାନ୍ତି ଓ ଧନ ସମ୍ପତି ବଜାଇ ରଖିବା ପାଇଁ ଗୋଟିଏ ସକରତ୍ମକ ପରିବେଶ ନିତ୍ୟନ୍ତ ଅବଶକ୍ୟ |

ଦର୍ଶକବନ୍ଧୁ ଯଦି ଆପଣଙ୍କ ଗୃହରେ ଦିନିଷ ଗୁଡିକ ବାସ୍ତୁର ନିୟମ ଅନୁସାରେ ନାହିଁ ତେବେ ଖରାପ ଶକ୍ତି ପଡିଥାଏ | ଆଜି ଆମେ ଆପଣଙ୍କୁ ଖଟ ବା ବିଛଣା ସହିତ ଜଡ଼ିତ ବାସ୍ତୁ ଶାସ୍ତ୍ର ବିଷୟରେ କହିବୁ | ଆପଣ ଯେଉଁ ଠାରେ ଶୋଉଛନ୍ତି ତାହା ତଳେ କିଛି ବେଶେଷ ଦିନିଷ ରଖିବା ଉଚିତି ହୋଇନଥାଏ ଯଦି ଆପଣ ଏପରି କରିଥାନ୍ତି ତେବେ ସମସ୍ତ ନକାରାତ୍ମକ ଉର୍ଜା ଆପଣଙ୍କ ମଧ୍ୟରେ ଗ୍ରାସ ହୋଇଥାଏ ଏବଂ ଆପଣଙ୍କ ଘରେ ଖରାପ ଏବଂ ଭୁଲୁ କାର୍ଯ୍ୟ ଗୁଡିକ କରାଇଥାଏ |

ତେଣୁ ଏହାର ପ୍ରଭାବ ଆପଣଙ୍କ ଗୃହର ଉର୍ନତି ଓ ଶାନ୍ତି ଉପରେ ମଧ୍ୟ ପଢ଼ିଥାଏ ତେଣୁ ଆପଣ ମାନେ ନିଜର ଶୋଇବା ବିଛାଣ ତଳେ ଭୁଲୁରେ ମଧ୍ୟ ଏହି ୩ଟି ଦିନିଷ ରଖନ୍ତୁ ନାହିଁ | ପ୍ରଥମେ ଆସୁଛି ଚପଲ ବା ଜୋତା ଖଟ ତଳେ ଭୁଲୁରେ ଚପଲ ବା ଜୋତା ରଖନ୍ତୁ ନାହିଁ କିଛି ଲୋକ ସ୍ତାନର ଅଭାବ ଯୋଗୁଁ କିମ୍ବା ନିଜର ଅବହେଳା କାରଣରୁ ଏହାକୁ ଖଟ ତଳେ ରଖି ଦେଇଥାନ୍ତି |

ଯଦି ଆପଣ ଏପରି କରନ୍ତି ତେବେ ଆପଣ ନିଜର ଅଭ୍ୟସକୁ ସୁଧାରି ଦିଅନ୍ତୁ | ଜୋତା ବା ଚପଲ ରେ ବହୁତ ନକାରାତ୍ମକ ଶକ୍ତି ରହିଥାଏ ଏହାକୁ ଖଟ ତଳେ ରଖିବା ଦ୍ୱାରା ରାତିରେ ଶୋଇବା ସମୟରେ ଏହି ନକାରାତ୍ମକ ଉର୍ଜା ଆପଣଙ୍କ ଭିତରେ ପ୍ରଭାବିତ ହୋଇଥାଏ ଏହା ଆଗକୁ ଯାଇ ଆପଣଙ୍କର ବିନାଶ ମଧ୍ୟ ହୋଇଥାଏ |

ଦ୍ୱତୀୟ ରେ ଆସୁଛି ଗୋଡ଼ ପୋଛା ଯାହା ଉପରେ ଆମେ ଗୋଡ ପୋଛି ଥାଉ ଏହାକୁ ଅଧିକ ଅଂଶ ଲୋକ ନିଜର ଖଟ ନିକଟରେ ରଖିବାକୁ ପସନ୍ଦ କରିଥାନ୍ତି କାରଣ ଯେତେ ବେଳେ ମଧ୍ୟ ଆପଣ ବିଛଣା ଉପରକୁ ଶୋଇବାକୁ ଯିବେ ତେବେ ଏହା ପୂର୍ବରୁ ଗୋଡ଼କୁ ଭଲ ଭାବରେ ପୋଛି ପାରିବେ ଯାହା କାରଣରୁ ଆପଣଙ୍କର ବିଛଣା ଧୂଳି ଏବଂ ପାଣିରୁ ଖରାପ ହେବ ନାହିଁ |

ଏହାକୁ ଖଟର କିଛି ଦୂରତାରେ ରଖିବା ଭୁଲୁ ନୁହେଁ କିନ୍ତୁ ଏହି କଥାରେ ଧ୍ୟାନ ରଖନ୍ତୁ ଏହା ଖଟ ବା ପଲଙ୍କ ତଳକୁ ଚାଲି ନଯାଏ ଏଥିରେ ପାଦର ମହିଳା ପୋଛା ଯାଇନଥାଏ ଏହି କାରଣରୁ ଏହା ବହୁତ ନକାରାତ୍ମକ ଶକ୍ତି ଉତ୍ପନ କରିଥାଏ |

ତୃତୀୟ ରେ ଆସୁଛି ଯେଉଁ ଖଟରେ ଆପଣ ଶୋଉଛନ୍ତି ତାହାର ଫାଟ ନଥିବା ଦରକାର ଯେଉଁ ଖଟରେ ଆପଣ ଶୁଅନ୍ତି ତାହା ଭାଙ୍ଗି ନଥିବା ଦରକାର ଏହା ସହିତ ଆପଣ ଯେଉଁ ଭୂମି ଉପରେ ଶୋଉଛନ୍ତି କିମ୍ବା ଖଟ ରଖାଯାଉଛି ସେହି ଭୂମିରେ ମଧ୍ୟ ଫାଟ ନଥିବା ଦରକାର ବାସ୍ତୁ ଶାସ୍ତ୍ର ଅନୁସାରେ ଏହି ପରି ଫାଟ ସୃଷ୍ଟି ହୋଇଥିବା ସ୍ଥାନରେ ଶୋଇବା ଦ୍ୱାରା ଗୃହକୁ ଦରିଦ୍ରତା ଆଣିଥାଏ ଏହା ଫଳରେ ଗୃହରେ ବହୁତ ଟଙ୍କା ଖର୍ଚ୍ଚ ହୋଇଥାଏ |

About odisha news

Check Also

ଏହି ୩ଟି ରୋଗ ରୁ ଭଲ କରିଥାଏ ଅମୃତ ଭଣ୍ଡା ଆପଣଙ୍କର ଅଛି କି ଏପରି ରୋଗ, ଦେଖି ଦିଅନ୍ତୁ …

ବନ୍ଧୁଗଣ ଅମୃତ ଭଣ୍ଡା ଖାଇବା ସ୍ଵସ୍ଥ ପାଇଁ ଅତ୍ୟନ୍ତ ଲାଭ ଦାୟକ ହୋଇଥାଏ ଭଣ୍ଡା ର ସ୍ୱାଦ ଅତ୍ୟନ୍ତ ମିଠା …

Leave a Reply

Your email address will not be published.