Breaking News

ଖାତାକୁ ଆସିଲା PM Kishan ଟଙ୍କା ଆପଣଙ୍କ ଖାତାକୁ ନ ଆସିଥିଲେ ଶୀଘ୍ର ଦେଖନ୍ତୁ…

ଦର୍ଶକବନ୍ଧୁ ପିଏମ କିଷାନ ଯୋଜନାକୁ ନେଇ ଆସିଲା ବଡ଼ ଖୁସି ଖବର । 10 କୋଟି ଚାଷୀମାନଙ୍କ ଆକାଉଣ୍ଟ କୁ ଆସିଲାପିଏମ କିଷାନ ଯୋଜନାର 11 ତମ୍ କିସ୍ତିର ଟଙ୍କା । ଆପଣମାନେ ନିଜ ଆକାଉଣ୍ଟ ଚେକ୍ କରନ୍ତୁ କେଉଁ ଚାଷୀଙ୍କୁ କେତେ ଟଙ୍କା ମିଳିଲା ଓ କେଉଁ ଚାଷୀଙ୍କୁ ମିଳିଲା ନାହିଁ ଟଙ୍କା ସବୁ ଚାଷୀଙ୍କୁ କେବେ ସୁଦ୍ଧା ପାଇବେ 11ତମ କିସ୍ତି ଏବଂ ଆପଣଙ୍କର ନାମ ଅଛି କି ନାହିଁ ଓ ଆକାଉଣ୍ଟ କୁ ଯଦି ଟଙ୍କା ଆସିନାହିଁ ।

ତେବେ ଆସନ୍ତୁ ଜାଣିବା ସମ୍ପୂର୍ଣ୍ଣ ବିବରଣୀ ବିଷୟରେ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦୀ ନିଜ ସରକାରର 58 ବର୍ଷ ପୂରଣ ହେବା ପରିପକ୍ଷେ ଚାଷୀଙ୍କ ଆକାଉଣ୍ଟକୁ ପିଏମ କିଷାନ ସମ୍ମାନୀଧି ଯୋଜନା ଅଧୀନରେ 11 ତମ କିସ୍ତି ରାଶିର ହସ୍ତାନ୍ତର କରିଛନ୍ତି । 10 କୋଟି ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ପ୍ରଧାମନ୍ତ୍ରୀ ନରେନ୍ଦ୍ର ମୋଦି 21 ହଜାର କୋଟି ଟଙ୍କା ଟ୍ରାନଫର କରିଛନ୍ତି ।

ଯୋଜନାର ପ୍ରେତେକ୍ ଲାବୋର୍ଟି ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ 2 ହଜାର ଟଙ୍କା ଟ୍ରାନଫର କରେଇ ଦିଆଯାଇଛି । ଡାଇରେକ୍ଟ ବେନେଫିଟ ଟ୍ରାନଫର ବା ଡେଭିଡ ଜରିଆରେ ଏହି ଟଙ୍କା ପ୍ରଦାନ କରାଯାଇଛି । ଯେଉଁ ଚାଷୀମାନଙ୍କୁ 10 ତମ କିସ୍ତି ମିଳି ନାହିଁ ସେମାନଙ୍କୁ 10 ଓ 11 ତମ କିସ୍ତି ଏକା ସହିତ ମିଳିବ ।

ଏହା ପାଇଁ ଏକ ସର୍ତ୍ତ ରହିଛି ଯେଉଁ ଚାଷୀମାନେ ଏଥିରେ ନିଜର ରେଜିଷ୍ଟ୍ରେସନ୍ କରାଇ ପାରିବେ ପିଏମ କିଷାନ ସମ୍ମାନୀଧି ଯୋଜନାର ସହିତ ଜଡ଼ିତ ହୋଇ କୌଣସି ସମସ୍ୟା ରହିଛି ତାହା ଆପଣ ହେଲ୍ପ ଲାଇନ ନମ୍ବର ମଧ୍ୟରୁ ଜାଣି ପାରିବେ ଏହି ମାଧ୍ୟମରେ କଥା ହୋଇ ଆପଣମାନେ ନିଜ ସମସ୍ୟାର ସମାଧାନ କରି ପାରିବେ । ପିଏମ ମୋଦୀ ସିମିଲାର ନିଜ ସରକାର 58 ବର୍ଷ ପୂରଣ ପରୀପକ୍ଷେ ପ୍ରତେକ ଚାଷୀମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ 2 ହଜାର ଟଙ୍କା ଟ୍ରାନଫର କରିଛନ୍ତି ।

ଆପଣ ମାନେ ଘରେ ବସି ନିଜର ଆକାଉଣ୍ଟ ଏମିତି ଚେକ୍ କରି ପାରିବେ । ସେଥି ପାଇଁ ପ୍ରଥମେ ଆପଣ ପିଏମ କିଷାନ ଅଫିସିଆଲ୍ ୱେବସାଇଟ pmkishan. gov in କୁ ଯାଆଁନ୍ତୁ । ସେଠାରେ ହୋମ ପେଜରେ ଆପଣମାନଙ୍କୁ ଫାର୍ମାର୍କ କର୍ଣର ଅପ୍ସନ ମିଳିବ ଓ ଏହା ଉପରେ କ୍ଲିକ କରନ୍ତୁ ଏବେ ଏହା ଭିତରେ ଆପଣମାନଙ୍କୁ ବେନେଫାଇସିଆଲ ଲିଷ୍ଟ ଉପରେ କ୍ଲିକ କରିବେ । ଏହାପରେ ଡ୍ରପ ଡାଉନକୁ କ୍ଲିକ କରନ୍ତୁ । ଏହା ପରେ ସେଠାରେ ନିଜର ରାଜ୍ୟ ଜିଲ୍ଲା ଓ ଉପଜିଲ୍ଲା , ବ୍ଲକ ଓ ଗ୍ରାମକୁ ସିଲେକ୍ଟ କରି |

ଏହା ପରେ ଆପଣମାନଙ୍କୁ ଗେଟ୍ ରେପୋର୍ଟ ଉପରେ କ୍ଲିକ କରିବା କୁ ହେବ ।ସୂଚନା ଅନୁସାରେ ପିଏମ କିଷାନ ଯୋଜନା ଅଧୀନରେ 12 ଲକ୍ଷ୍ୟ 54 କୋଟି ଲୋକ ପଞ୍ଜୀକୃତ ଅଛନ୍ତି । ଯଦି ଆପଣଙ୍କୁ କିସ୍ତି ଟଙ୍କା ଆସିବା ନେଇ କୌଣସି ଏସେମେଶ ଆସି ନାହିଁ ତେବେ ଚିନ୍ତା କରନ୍ତୁ ନାହିଁ । ଆପଣମାନେ ଅନଲାଇନ ମାଧ୍ୟମରେ ନିଜର ପିଏମ କିଷାନ ଯୋଜନା ଷ୍ଟାଟସ୍ ଚେକ୍ କରି ପାରିବେ । ନହେଲେ ଜାରି ହୋଇଥିବା ହେଲ୍ପ ଲାଇନ ନମ୍ବର 0102602519 ରେ ମଧ୍ୟ ଯୋଗ ଯୋଗ କରି ପାରିବେ ।

About odisha news

Check Also

ଆସିଲା ବଡ଼ ଖବର ସେପ୍ଟେମ୍ବର ମାସରେ ବନ୍ଦ ହେବ ରାସନ କାର୍ଡ, ଏହି ଲୋକ ମାନଙ୍କର କଟିଯିବ ରାସନ କାର୍ଡ…ଆପଣଙ୍କର ରାସନ କାର୍ଡ ଅଛି ଯଦି ଜଲଦି ଦେଖନ୍ତୁ !

ବର୍ତମାନର ବଡ଼ ଖବର ଯାହାକି ଆପଣ ମାନେ ସମସ୍ତେ ରାସନ କାର୍ଡ ଜାଣିଥିବେ ଯଦି ଆପଣ ମାନଙ୍କର ରାସନ କାର୍ଡ …

Leave a Reply

Your email address will not be published.