Breaking News

ବଡ଼ ଖବର : ଖାତାକୁ ଆସିଲା କାଳିଆ ଟଙ୍କା ଶୀଘ୍ର ଦେଖନ୍ତୁ …

ନମସ୍କାର ବନ୍ଧୁଗଣ ଚାଷୀଙ୍କ ପାଇଁ ଆସିଲା ବଡ ଖବର କାଳିଆ ଚାଷୀଙ୍କୁ ମିଳିବ କାଳିଆର ସପ୍ତମ କିସ୍ତି କାଳିଆ ଯୋଜନାରେ ଆପ୍ଲାଏ କରିଥିବା ସମସ୍ତ ଚାଷୀ ମାନଙ୍କ ପାଇଁ ଆସିଲା ଖୁସୀ ଖବର କାଳିଆ ଯୋଜନାର କିସ୍ତି ପାଇଁ ତାରିଖ ଠିକ୍ ହୋଇ ସାରିଛି ତେବେ ଯେଉଁମାନେ ଆପ୍ଲାଏ କରିଛନ୍ତି ସେମାନେ କେତେ ଟଙ୍କା ପାଇବେ ତାହାଛଡା ଆପଣମାନଙ୍କ ଖାତାକୁ କାଳିଆ ଟଙ୍କା କେବେ ଆସିବ |

ଯଦି ସରକାରଙ୍କ ଟଙ୍କା ଆପଣଙ୍କ ଖାତାକୁ ଆସୁନାହିଁ ଆପଣ କଣ କରିବେ ଆସନ୍ତୁ ଏହିସବୁ ବିଷୟରେ ସଂପୂର୍ଣ୍ଣ ବିବରଣୀ ଜାଣିବା। ଓଡ଼ିଶାର କୃଷକ ଭାଇମାନଙ୍କ ପାଇଁ ଆସିଲା ଖୁସୀ ଖବର କାଳିଆ ଯୋଜନା ଚାଷୀଙ୍କ ମୁହଁରେ ହସ ଆଣିଛି |

ତେବେ ସୂଚନା ଅନୁସାରେ କ୍ଷୁଦ୍ର ଓ ନାମମାତ୍ର ଚାଷୀ ଏବଂ ଭୂମିହୀନ ଚାଷୀଙ୍କୁ ମିଶାଇ କାଳିଆ ଯୋଜନାର ଷଷ୍ଠ କିସ୍ତି ଟଙ୍କା ପାଇ ୧୮ ଲକ୍ଷ ଚାଷୀ ସିଲେକ୍ଟ ହୋଇଛନ୍ତି ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଯେଉଁ ଚାଷୀମାନେ ପ୍ରଥମରୁ ଟଙ୍କା ପାଇ ନାହାଁନ୍ତି ସେମାନଙ୍କୁ କିସ୍ତି ସବୁ ଟଙ୍କା ଦେବା ପାଇଁ ଯାଉଛନ୍ତି |

କାରଣ ବର୍ତ୍ତମାନ ଓଡିଶାରେ ଚାଷକାମ ଆଗେଇ ଚାଲଥିବାରୁ ଚାଷୀଙ୍କୁ ଅଧିକ ସାହାଯ୍ୟ ପାଇଁ କାଳିଆ ଯୋଜନାର ସପ୍ତମ କିସ୍ତି ଟଙ୍କା ପଠାଇବେ ବୋଲି ବିଶେଷ ସୂତ୍ରରୁ ଜଣାପଡ଼ିଛି। ତେବେ ଆପଣଙ୍କୁ କେତେ କିସ୍ତି ଟଙ୍କା ମିଳିଛି ଆମକୁ ଆମ କମେଣ୍ଟ ମାଧ୍ୟମରେ କମେଣ୍ଟ କରି ନିଶ୍ଚିତ ଭାବରେ ଜଣାଇ ଦିଅନ୍ତୁ।

About odisha news

Check Also

ଏହି ତାରିଖରେ ମିଳିବାକୁ ଯାଉଛି କାଳିଆ ଯୋଜନାର ଦ୍ୱିତୀୟ କିସ୍ତି ଟଙ୍କା, ଦେଖନ୍ତୁ ଡେଉଁ ମାନଙ୍କୁ ମିଳିବ ଏହି ଟଙ୍କା ଓ କେଉଁ ମାନଙ୍କୁ ମିଳିବ ନାହିଁ ଏହି ଟଙ୍କା !

କାଳିଆ ଯୋଜନାରେ ଏବେ ଆସୁଛି ଆଉ କିଛି ନୂଆ ଯୋଜନ ଆପଣ ମାନେ ସମସ୍ତେ ଜାଣିଥିବେ କାହାକୁ ଟଙ୍କା ମିଳୁଥିବା …

Leave a Reply

Your email address will not be published.