Breaking News

ଯେତେବେଳେ ବହୁତ ଦୁଃଖରେ ଥିବେ ସେତେ ବେଳେ ମୋର ଏହି କଥା ନିଶ୍ଚୟ ଜାଣନ୍ତୁ ?

ଦର୍ଶକବନ୍ଧୁ ଚାଣକ୍ୟ ନୀତି କୁହେ ଭଲମନ୍ଦର ଭେଦ ଭାବ ଜାଣି ପାରୁନାହଁ ତେବେ ହାନି ହେବାରୁ କେହି ଆପଣଙ୍କୁ ବଞ୍ଚେଇ ପାରିବେ ନାହିଁ ମିତ୍ର ବେଶରେ ବି ଶତ୍ରୁ ଆସିପାରନ୍ତି ଚାଣକ୍ୟ ନୀତି ବ୍ୟକ୍ତିକୁ ଜୀବନରେ ସଫଳ ପାଇବାକୁ ପ୍ରୟାସ କରିଥାନ୍ତି ଏହା ଆପଣଙ୍କୁ ଅନ୍ଧାରରୁ ଆଲୋକକୁ ନେଇଥାନ୍ତି ଦୀର୍ଘବର୍ଷ ବିତିଯାଇଥଲେ ବି ଚାଣକ୍ୟ କଥାର ପ୍ରସ୍ୟକତ୍ତା ରହିଛି।

କୁଟାନୀତି ଏବଂ ଅସ୍ତ୍ର ଶସ୍ତ୍ରରେ ବିପୁଳ ଆଚାର୍ଯ୍ୟ ଚାଣକ୍ୟ ସୁଖୀ ଜୀବନ ପାଇଁ ବହୁ ଉପଦେୟ କଥା କହିଛନ୍ତି ତାଙ୍କର ଏହି ମହତ୍ ବାଣୀକୁ ନିଜ ଜୀବନରେ ସଫଳତା ଏବଂ ସୁଖ ପାଇଥାଏ। ଚାଣକ୍ୟ ନୀତି ମଧ୍ୟରେ ଯାହାକୁ ନ ମାନିଲେ ପୁରା ଜୀବନ ଦୁଃଖରେ କାଟିବାକୁ ପଡିବ ତେଣୁ ଏହିପରି କାମ କରିବା ପୂର୍ବରୁ ଥରେ ମଧ୍ୟ ନୁହଁ ଶହେ ଥର ଭାବନ୍ତୁ ବୋଲି ଚାଣକ୍ୟ କହିଛନ୍ତି |

ଚାଣକ୍ୟ ତାଙ୍କ ନୀତିରେ କହିଛନ୍ତି କେବେ କାହାର ଅପମାନ କରନାହିଁ ଅପମାନ ଏହିପରି କାର୍ଯ୍ୟ ହୋଇଥାଏ ଯାହା ବ୍ୟକ୍ତିକୁ ସମୟ ସହିତ ଅଧିକ ମାତ୍ରାରେ ମିଳିଥାଏ ତେବେ କାହାର ଅପମାନ କରିବା ପୂର୍ବରୁ ଶହେ ଥର ଚିନ୍ତା କରନ୍ତୁ।

ଚାଣକ୍ୟ କୁହନ୍ତି ବ୍ୟକ୍ତିର ପ୍ରସଂଶା ଯେତେବାର କର କେବେବି କାହାର ଅପମାନ କରନାହିଁ କାରଣ ବ୍ୟକ୍ତି ପ୍ରସଂଶା ଭୁଲିଯାଏ ହେଲେ ଅପମାନ କେବେବି ଭୁଲି ପରେ ନାହିଁ ବିନା କହିବାରେ ବି ହୁଏ ଆପମନ ଆଚାର୍ଯ୍ୟ ଚାଣକ୍ୟଙ୍କ ମତରେ ଅପମାନ ଅଶକ୍ତ କହିଲେ ବି ହେଇନଥାଏ ବିନା କହିବାରେ ମଧ୍ୟ ଅପମାନ ହେଇଥାଏ ନିଜକଥା ସହ ବି କାମର ମଧ୍ୟ ଧ୍ୟାନ ଦିଅନ୍ତୁ ଏହା ଛଡା କାହାର ଅପମାନ କରିବା ଦ୍ୱାରା ଆପଣଙ୍କ ପ୍ରତିଛବି ଖରାପ ମଧ୍ୟ ହେଇଥାଏ।

About odisha news

Check Also

ଥଣ୍ଡା ଜ୍ୱର କାଶ ବନ୍ଦନାକ ଛାତିରେ କଫ କୁ ଦୂର କରିବାର ଚମତ୍କାରି ଘରୋଇ Upachara ଥରେ କରନ୍ତୁ ଉପଚାର 1 ଘଣ୍ଟାରେ ଆପଣଙ୍କ ଦେହ ହୋଇଯିବ ଭଲ, ବିଶ୍ୱାସ ହେଉନି ତ ଥରେ କରିକି ଦେଖନ୍ତୁ…

ନମସ୍କାର ବନ୍ଧୁଗଣ ଜଳ ବାୟୁର ପରିବର୍ତ୍ତନ ଯୋଗୁଁ ଆମକୁ ଥଣ୍ଡା ,କାଶ ବା କମ୍ଫ ଭଳି ସମସ୍ୟା ଭୋଗିବାକୁ ପଡ଼ିଥାଏ …

Leave a Reply

Your email address will not be published.