Breaking News

ଚାଣକ୍ୟ ନୀତି – ଖରାପ୍ ଝିଅ ମାନଙ୍କୁ ଜାଣିବେ କିପରି, ପୁଅପିଲା ନିଶ୍ଚିତ ଦେଖନ୍ତୁ …

ବନ୍ଧୁଗଣ ହସ ମଣିଷକୁ ଦୁଇ ଗୁଣ କରିଦେଇ ହସ ଯାହାକି ଦୁଃଖକୁ ଭୁଲି ନୂଆ ଜୀବନ ବଞ୍ଚିବାର ରାହା ଦେଖେଇ ଥାଏ ମଣିଷ ଯେତେ କଷ୍ଟରେ ଥାଉନା କାହିଁକି ଅନ୍ୟ ଓଠରେ ସେ ହସ ଟିକେ ଦେଖିଲେ ସବୁ କଥା ଭୁଲି ଯାଇଥାଏ ହସ ହେଉଛି ମଣିଷର ଏକ ସୋଭାଵିକ ଗୁଣ ହସ ମନୁଷ୍ୟର ସବୁ ଦୁଃଖ କଷ୍ଟ ଭୁଲିଯାଇଥାଏ | କେତେକ ପୁରୁଷ ନାରୀର ହସରେ ଏମିତି ଆକର୍ଷିତ ହୋଇଥାନ୍ତି ଶେଷରେ ଜୀବନ ସାଥି ସହିତ ବାଛି ନେଇଯାଇଥାନ୍ତି |

କେତେକ ଗବେଷଣାରୁ ଏହା ମଧ୍ୟ ଜଣା ପଡିଛିଯେ ପ୍ରତେକ ବ୍ୟକ୍ତିଙ୍କର ଶୋଭାବ ତାଙ୍କର ଚାଲି ଚଳନରୁ ଜଣା ପଡିଥାଏ | ସେହି ପରି ପ୍ରତେକ ମନୁଷ୍ୟର ତାର ଶୋଭାବ ଜଣା ପଡିଥାଏ ସାଧରଣତ ମହିଳା ମାନେ ମଜାତରକ କଥା ଶୁଣିଲେ ହସ ଆପେ ଆପେ ଆସିଯାଇଥାଏ ସେହି ବିଷୟରେ ଅର୍ଚ୍ଚଯ୍ୟ ଚାଣକ୍ୟ ବୋହୂଟି ଗୁରୁତ୍ୱ ପୂର୍ଣ୍ଣ କଥାଟିଏ କହିଛନ୍ତି |

ତେବେ ଚାଣକ୍ୟ ନୀତିରେ ନାରୀ ଓ ପୁରୁଷ ସହିତ ଜଡିତ ଅନେକ କଥା ବର୍ଣ୍ଣନା କରାଯାଇଛି ଚାଣକ୍ୟ ମହିଳା ସମ୍ପର୍କ୍ୟ କଥା ମଧ୍ୟ କହିଯାଇଛନ୍ତି ଚାଣକ୍ୟ ମତରେ ମହିଳା ମାନଙ୍କୁ ଚିହ୍ନିବାର ବହୁତ କଷ୍ଟ ହୋଇଥାଏ | ଅନେକ ସମୟରେ ମହିଳା ମାନେ ତାଙ୍କ ହସରେ ପରିଲକ୍ଷିତ ହୋଇଯାଇଥାଏ ତେବେ ଆସନ୍ତୁ ଜାଣିନେବ ନାରୀର ହସ ବିଷୟରେ |

ଦର୍ଶକବନ୍ଧୁ ଯେଉଁ ନାରୀ ମୁହଁ ବନ୍ଧ କରି ହସି ଥାନ୍ତି ସେହି ନାରୀ କାମ ହାସଲ କରିବାରେ ମହିରି ରହିଥାନ୍ତି ଏହି ମହିଳା ମାନେ ମୌକାର ଫାଇଦା ଉଠାଇବା ପାଇଁ ମହିରି ଅଟନ୍ତି | ଏଭଳି ନାରୀ କେବେବି ଅନ୍ୟର ଭଲ ଚାହାଁନ୍ତି ନାହିଁ ଓ ଆପଣଙ୍କର ଗୁପ୍ତ କଥା ମଧ୍ୟ ଅନ୍ୟ ଆଗରେ ବଖାଣି ଦେଇଥାନ୍ତି ଏହି ମହିଳା ବହୁତ ଚାଲାକ ହୋଇଥାନ୍ତି ସେମାନଙ୍କ ମନରେ ଦୟା ମନଭାବ ରହିନଥାଏ | ଏପରିକି ନିଜର ବନ୍ଧୁ ମାନଙ୍କୁ ମଧ୍ୟ ଧୋକା ଦେଇଥାନ୍ତି ଏପରି ମହିଳା ମାନଙ୍କ ଠାରୁ ସାବଧାନ ରହିବ ଉଚିତି ଏପରି ମହିଳା ଅହଂକାରୀ ଅଟନ୍ତି |

ଯେଉଁ ମହିଳା ଠୋ ଠୋ କରି ହସିବା ବା ଚଳେଇ ଚଳେଇ ଅଛନ୍ତି ଏଭଳି ମହିଳା ମାନଙ୍କୁ ଦେଖିବା ମାତ୍ରେ ବନ୍ଧୁତା ସ୍ଥାପନ କରି ଦିଅନ୍ତୁ | କାରଣ ଚାଣକ୍ୟ ନୀତି ଅନୁସାରେ ଏଭଳି ନାରୀ ମାନଙ୍କର ବେବହାର ବହୁତ ଭଲ ହୋଇଥାଏ ସହିତ ହୃଦୟରୁ ସେମାନେ ବହୁତ ଭଲ ହୋଇଥାନ୍ତି | ଏଭଳି ନାରୀ ଆପଣଙ୍କୁ କେବେବି ଧୋକା ଦିଅନ୍ତି ନାହିଁ ଏମାନଙ୍କର ସହିତ ମିତ୍ରତା ସ୍ଥାପନ କରିଲେ ଆପଣଙ୍କର ଲାଭ ହୋଇଥାଏ ଏବଂ ଆପଣଙ୍କ ପାଇଁ କିଛି କରିବା ପାଇଁ ପଛ ଘୁଞ୍ଚା ଦିଅନ୍ତି ନାହିଁ |

ଯେଉଁ ମହିଳା ମାନେ ମନ ମାରି ହସନ୍ତି କିମ୍ବା ଶାନ୍ତ ମନରେ ଅଛନ୍ତି ସେଭଳି ନାରୀ ମନରେ ଦୁଃଖ ଭରା ରହସ୍ୟ ରହିଥାଏ ସେମାନେ କେବେବି ନିଜର ଦୁଃଖକୁ ଅନ୍ୟର ଆଗରେ ପ୍ରକାଶ କରନ୍ତି ନାହିଁ ସବୁ ବେଳେ ନିଜର ଦୁଃଖକୁ ମନରେ ଲୁଚେଇ ରଖିଥାନ୍ତି ଏଭଳି ନାରୀ ମାନଙ୍କର ଉପରେ ଆପଣ ସମ୍ପୂର୍ଣ ବିଶ୍ୱାସ କରିପାରିବେ ଏହି ନାରୀ ଭରଷା ଯୋଗ୍ୟ ମଧ୍ୟ ହୋଇଥାନ୍ତି | ଏହି ମହିଳା ମାନଙ୍କର ମନ ଉଚ୍ଚ ଧରଣର ହେବା ସହିତ ଅନ୍ୟର ଭାବନାକୁ ମଧ୍ୟ ସନମାନ ଦେଇଥାନ୍ତି |

About odisha news

Check Also

ରାଜେଶ୍ୱରୀଙ୍କ ଏହି ପର୍ଶନାଲ କଥା କେହି ଜାଣି ନାହାନ୍ତି, ଏହି କଥା ସବୁ ବାହାର ଲୋକ ଜାଣିଲା ପରେ କଣ ଯେ ଘଟିଲା….ଆପଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ଓଲିଉଡ ଅଭିନେତ୍ରୀ ରାଜେଶ୍ଵରୀଙ୍କର ଏହି ଶେଷ ଇଚ୍ଛା ଅପୁରଣ ହୋଇ ରହି ଗଲା ଜାଣିଲେ ଆପଣଙ୍କ ଆଖି ଓଦା ହୋଇଯିବ …

Leave a Reply

Your email address will not be published.