Breaking News

ଖରା ଛୁଟି ସମୟରେ ଦୁଇ ଭାଇ ( Bhai ) ମାମୁଁ ଘରକୁ ଗଲାବେଳେ ବାଟରେ ଘଟିଲା ଏମିତି ଅଭାବନିଅ ଘଟଣା, ଏହାକୁ ଦେଖିଲେ ଆପଣଙ୍କ ଲୋମବି ଟାଙ୍କୁରୀ ଉଠିବା !

ଏହି ଘଟଣାଟି ଆଜିକୁ ପ୍ରାୟ 25 ବର୍ଷ ତଳର ସେତବେଳେ କେବଳ ଆମ ଗାଁ ତାହା ନୁହେଁ ଆମ ଗାଁ କୁ ଲାଗି ଥିବା ଅଖା ପାଖ ସମସ୍ତ ଗାଁ ରେ ନାଁ କୌଣସି ମୋବାଇଲି ଫୋନ ନା ଟିଭି ର ସୁବିଦା ଥିଲା ଗୋଟେ ଅଧେ ଘରକୁ ଚଡି ଦେଲେ କାହାଘରେ ଶୌଚାଳୟ ନଥିଲା ବିଜୁଳିତ ଦୂରର କଥା ସବୁଆଡୁ ଅନୁମାନ କରି ଦେଖିଲେ ଏବର ଗାଁ ଆଉ ସେତେବେଳର ଗାଁ ଭିତରେ ବହୁତ ଫରକ ଥିଲା | ଦିନକର ଘଟଣା ସେଦିନ ଖରା ଛୁଟି ସମୟ ଚାଲୁଥାଏ ଆମର ସ୍କୁଲବି ଛୁଟି ଥାଏ ତେଣୁ ମୁଁ ଓ ମୋର ସାନ ଭାଇ ଚିନ୍ତା କଲୁ ମାମୁଁଘର ଆଡେ ଟିକେ ବୁଲିକି ଆସିଲେ ଭଲ ହୁହନ୍ତା ତେଣୁ ଆମେ ଦୁହେଁ ମାମୁଁଘର ଯିବା ପାଇଁ ଘରେ ଯାଇ ମାକୁ କହିଲୁ |

ମାମୁଁ ଘର ଯିବା କଥା ଶୁଣି ମା ତ ପ୍ରଥମେ ମନା କଲା ଏପରିକି ଘରର ବାପା ବି ମାମୁଁ ଘର ଯିବା ପାଇଁ ମନାକଲେ ସେତେବେଳେ ମୋର ବୟସ 17 ବର୍ଷ ଏବଂ ମୋର ଭାଇର ବୟସ ମୋ ଠାରୁ ଦୁଇ ବର୍ଷ କମ ଏପରିକି ଏହା ପୂର୍ବରୁ ଆମେ କେବେବି ମାମୁଁ ଘରକୁ ଏକଲା ଯାଇ ନାହୁଁ କିନ୍ତୁ ବହୁ ବୁଝା ସୁଜା ପରେ ସେସେ ଘର ଲୋକ ରାଜି ହୋଇଗଲେ | ମାମୁଁ ଘର ଯିବା ଖୁସିରେ ଆମେ ଦୁଇ ଭାଇ ବହୁତ ଖୁସି ଥାଉ କିନ୍ତୁ ଗୋଟେ ସୁବିଦା ଥାଏ ମାମୁଁ ଘର ଯିବା ପାଇଁ ଆମ ପାଖରେ କେବଳ ଗୋଟେ ସାଧନା ଥିଲା ତାହା ହେଉଛି ଆମ ଗାଁ ରୁ ମାମୁଁଘର ଯାଉଥିବା ଏକ ମାତ୍ର ଯାତ୍ରୀ ବାହି ବସ |

ଯାହା ଫୁଣି ଗାଁ ମୁଣ୍ଡରେ ଉପର ଓଳି ଚାରିଟା ବେଳେ ଲାଗିବ ସେ ଯାହା ବି ହେଉ ଭାବିଛୁ ମାନେ ଆମେ ନିଶ୍ଚୟ ଯିବୁ ଏହି କଥା ମନରେ ଚିନ୍ତା କରି ଆମେ ଦୁଇ ଭାଇ ନିଜ ନିଜର ଦିନିଷ ପତ୍ର ପ୍ୟାକ କରି ବାହାରି ପଡ଼ିଲୁ | ଗାଁ ମୁଣ୍ଡ ଚକ ଉପରକୁ ପାଖ ପାଖି ଚାରିଟା ବେଳେ ବସ ଆସିଲା ଏବଂ ଆମେ ଦୁଇ ଭାଇ ବସ ରେ ଯାଇଁ ବସିଗଲୁ କିନ୍ତୁ ମତେ ଗୋଟେ କଥା ମତେ ବହୁତ ଡର ଥିଲା ପାଖା ପାଖି 3ଘଣ୍ଟା ସମୟ ଲାଗିବ ତାପରେ ଯାଇଁ ପଦ୍ମ ପୁର ସୀମାରେ ପହଞ୍ଚି ବୁ ସେଠାରୁ ଫୁଣି ପାଦରେ ଚାଲି ଚାଲି ଯାଇ ମାମୁଁଘରେ ପହଞ୍ଚିବୁ |

ତାହା ଫୁଣି ରାତିର ଅନ୍ଧାର ଭିତରେ ଏକ ଶୁନୁ ସାନେ ଜଙ୍ଗଲ ରାସ୍ତାରେ ଆମ ବସ ବହୁତ ଜୋରରେ ଚାଲୁଥାଏ ପ୍ରାୟ 3 ଘଣ୍ଟା ପରେ ଆମ ବସ ଯାଇଁ ପଦ୍ମ ପୁର ସୀମାରେ ଲାଗିଲା ଆଉ ସେଠାରେ ଆମେ ଦୁଇ ଭାଇକୁ ଓଲେହି ବସ ଫୁଣି ଆଗକୁ ଚାଲିଗଲା କିନ୍ତୁ ଆଶ୍ଚର୍ଯ୍ୟର କଥା ସେଦିନ ପଦ୍ମପୁର ଗାଁର କୋୖଣସି ଲୋକ ସେ ବସ ରେ ନଥିଲେ କେବଳ ଆମ ଦୁଇ ଜଣଙ୍କୁ ଛାଡିଲା ପରେ ଏ ସେ ରାସ୍ତା ଏତେ ଫାଙ୍କା ଥିଲା ଚାରି ପାଖରେ ବଡ଼ ବଡ଼ ଗଛ ଅନ୍ଧାରକୁ ଛାଡି ଦେଲେ ଆଉ କିଛିବି ନଥିଲା |

ଏପରି ରାସ୍ତାର କେଉଁଠି ବି କିଛି ଚିହ୍ନ ବର୍ଣ୍ଣ ନଥିଲା କିନ୍ତୁ ଖୁସିର କଥା ମୁଁ ମୋ ସହ ବେଟେରି ଟ୍ରଚ ସାଙ୍ଗରେ ଆଣିଥିଲି ତେଣୁ ଆମେ ଦୁଇ ଭାଇ ମାମୁଁଘର ଆଡକୁ ଚାଲିଲୁ କିଛିବାଟ ଆଗକୁ ଯିବା ପରେ ଗୋଟେ ଥର ମୁଁ ମୋ ସାନ ଭାଇର ମୁହଁ ଆଡକୁ ଚାହିଁଲି ତାହା ମୁହଁରୁ ଜଣା ପଡୁଥିଲା ସେ ଏହି ଅନ୍ଧାର ରାତିରେ ରାସ୍ତା କଡରେ ଥିବା ବଡ଼ ବଡ଼ ଗଛ ଦେଖି ଡରୁଥିଲା କିନ୍ତୁ ସାଙ୍ଗରେ ମୁଁ ଅଛି ସେ ମୋ ସହ ସାହସରେ ଆଗକୁ ବଢୁଥାଏ ଆମେ ଡୁ ଭାଇ ସେମିତି ପାଦରେ ପାଦ ମିଶାଇ କାହାକୁ କିଛିବି ନକହି ଆଗକୁ ବଢୁଥାଉ |

ବାଟରେ ଦୁଇ ଗଲା ବେଳେ ସାନ ଭାଇ ବଡ଼ ଭାଇକୁ କହିଲା ଭାଇ ପାଣି ପିଇବି ଏହି କଥା କହି ସେ କିଛି ବାଟ ଆଗକୁ ଯାଇଛନ୍ତି ଅଚାନକ କିଛି ଦୂରରେ ଗୋଟେ କୂଅ ନଜର ଆସିଲା ଯାହା ଉପରେ ଏକ ଦୌଡ଼ି ସହ ବାଲ୍ଟି ଲାଗିଥିଲା ମାନେ ହେଉଥିଲା ଯେମିତି କାହାର ଖେତ ପାଖରେ ସେହି କୂଅଟି ଅଛି ଏହା ଦେଖି ବଡ଼ ମୁଁ ସେ କୂଅ ପାଖକୁ ଗଲି ଏବଂ ସଙ୍ଗେ ସଙ୍ଗେ ଥିବା କୂଅ ଉପରେ ସେ ବିଲ୍ଟି କୁ କୂଅ ଭିତରେ ବୁଡା଼ଇଲି ଆଉ ମୁଁ ଯେମିତି କୂଅ ଉପରୁ ବିଲ୍ଟିକୁ କୂଅ ଭିତରୁ ଉପରୁକୁ ଆଣେ ମୋ ହୋସ ଏକଦମ ଉଡ଼ିଗଲା କାହିଁକି ପାଣି ବଦଳରେ ର-କ୍ତ-ରେ ଭର୍ତି ଥିଲା ଏହା ଦେଖି ମୁଁ ସାଙ୍ଗେ ସାଙ୍ଗେ ବାଲ୍ଟି କୁ କୂଅ ଭିତରକୁ ଫୋପାଡ଼ି ଦେଲେ ଆମେ ଦୁଇ ଭାଇ ଯେତେବେଳେ ସେଠାରୁ ପଳାଇ ବା ପାଇଁ ଚାହିଁଲୁ ମାନବ ନିଶ୍ଵାସ ସେଇଠି ଅଟକି ଗଲା ଏ ବି ନନ୍ଦନ ଡରରେ ମୋ ପଛକୁ ପଟେ ଯାଇ ଲୁଚି ଗଲା | ମୁଁ ତା ପରେ ହନୁମାନ ଚାଳିଶିଆ ପଡି ପଡି ଘରକୁ ଆସିଲି |

ମାମୁଁଘରେ ପହଞ୍ଚି ବା ପରେ ମାମୁଁଘରର ସମସ୍ତ ଲୋକ ଖାସ କରି ମା ମାମୁଁ ଆଇ ଆମ ଦୁଇଜଣଙ୍କୁ କୋଳକକୁ ଟାଣି ନେଇ ଆମର କଣ ହୋଇଛି ବୋଲି ପଚାରିଲା ତେଣୁ କିଛି ସମୟ ପୂର୍ବରୁ ଅମା ସହ ଘଟିଥିବା ସମସ୍ତ ଘଟଣା ଆମେ ମାମୁଁଘର ଲୋକଙ୍କୁ କହିଲୁ ଆମ ଠାରୁ ସବୁ କଥା ଶୁଣି ସାରିବା ପରେ ମାମୁଁ ଆଇ ମା କୁ ବହୁତ ଗାଳି ଦେଲେ ସେ କେମିତି ଆମ ଦୁଇ ଜଣଙ୍କୁ ଏକାଠି ଛାଡି ଦେଉଥିଲା ତା ପରେ ଆଇ ସେ ଘଟଣା ପଛର ଆମକୁ କାରଣ କହିଲା

About odisha news

Check Also

ମିଳିଲା ଦୁନିଆର ସବୁଠାରୁ ବଡ଼ 425 Feet ଲମ୍ବ ର ସାପ, ଦେଖିବାକୁ ଲାଗିଛି ଲୋକଙ୍କ ଭିଡ଼, ଦେଖିଲେ କହିବେ ହେ ଭଗବାନ ଏତେ ବଡ ସାପ…

ଦର୍ଶକବନ୍ଧୁ ପୃଥିବୀରୁ ବିଲୁପ୍ତ ହୋଇଥିବା ଟାଇଟାନୋବିଆ ସାପକୁ ଦୁନିଆର ସବୁଠାରୁ ବଡ଼ ସାପ ବୋଲି କୁହାଯାଇଥାଏ କିନ୍ତୁ ବର୍ତ୍ତମାନ ଗୁଗଲ …

Leave a Reply

Your email address will not be published.